"ଗଙ୍ଗାଧର ମେହେର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩୮ କ ଧାଡ଼ି:
}}
 
'''ଗଙ୍ଗାଧର ମେହେର''', ଜଣେ ୧୯ମ ଶତାବ୍ଦୀର ଖ୍ୟାତନାମା [[ଓଡ଼ିଆ ସାହିତ୍ୟ|ଓଡ଼ିଆ]] ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ତାଙ୍କର ଭାବମୟ ଭକ୍ତି କବିତା ରଚନା ପାଇଁ ତାଙ୍କୁ [[ଓଡ଼ିଆ ସାହିତ୍ୟ]]ର ଭକ୍ତି କବି ବୋଲି କୁହାଥାଇଥାଏ ।<ref>Dr. Keshab Ch. Meher</ref> ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୦୯.୦୮.୧୯୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ। ତା ୦୪.୦୪.୧୯୨୪ରେ ସେ ସ୍ୱର୍ଗାରୋହଣ କରିଥିଲେ।
 
==ଓଡ଼ିଆ ସାହିତ୍ୟରେ ପ୍ରବେଶ==