"ଗଙ୍ଗାଧର ମେହେର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୦ କ ଧାଡ଼ି:
'''ଗଙ୍ଗାଧର ମେହେର''', ଜଣେ ୧୯ମ ଶତାବ୍ଦୀର ଖ୍ୟାତନାମା [[ଓଡ଼ିଆ ସାହିତ୍ୟ|ଓଡ଼ିଆ]] ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ତାଙ୍କର ଭାବମୟ ଭକ୍ତି କବିତା ରଚନା ପାଇଁ ତାଙ୍କୁ [[ଓଡ଼ିଆ ସାହିତ୍ୟ]]ର ଭକ୍ତି କବି ବୋଲି କୁହାଥାଇଥାଏ ।<ref>Dr. Keshab Ch. Meher</ref>
 
==ଓଡ଼ିଆ ସାହିତ୍ୟରେ ପ୍ରବେଶ==
<!--==Literary career==-->
 
ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖୁଥିଲେ। ତାଙ୍କର ଆଦ୍ୟ ରଚନାବଳୀ ଭିତରେ '''ରସ ରତ୍ନାକର''' ଓ '''ଅହଲ୍ୟା ସ୍ତବ''' ଆଦି ଅନ୍ୟତମ। ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ '''ଇନ୍ଦୁମତୀ''' ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ।<ref>http://gangadharmeher.org/html/lifehistory.asp</ref>
<!--Gangadhar started composing poems from a very tender age. His first writings follow the style and technique of the ancient Odiya writers. His first Kavya (poetic work) was “Rasa-Ratnakara”. Then being persuaded by some friends he changed his ways and wrote poems and kavyas in the modern Odiya style. Kabibar Radhanath Ray praised his writing very much. Then Gangadhar Meher produced innumerable writings that have no parallel in point of sweet imaginativeness, in beauty and clarity of language, in the novelty of style, in point of forceful character painting and in the lively description of nature from different angels of vision. His writings are like precious jewels in the store room of Utkal Bharati (Odiya language).<ref>http://gangadharmeher.org/html/lifehistory.asp</ref>-->
 
==ସାହିତ୍ୟ ସର୍ଜନା==
===କାବ୍ୟ===
* ଇନ୍ଦୁମତୀ (ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
* ତପସ୍ଵିନୀ
* ଉତ୍କଳ ଲକ୍ଷ୍ମୀ
* ମହିମା
* କୀଚକ ବଧ
* କବିତା କଲ୍ଲୋଳ
* ଅଯୋଦ୍ଧାଅଯୋଧ୍ୟା ଦୃଶ୍ୟ
* ତପସ୍ଵିନୀ (ତାଙ୍କ ଲିଖିତ ସର୍ବାଧିକ ଲୋକପ୍ରିୟ କାବ୍ୟ)
* ପ୍ରଣୟ ବଲ୍ଲରୀ
* ଅର୍ଘ୍ୟ ଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
* ରସ ରତ୍ନାକର
* ବଳରାମଦେବ
* ପ୍ରଣୟ ବଲ୍ଲରୀ
* କୀଚକ ବଧ
* ଇନ୍ଦୁମତୀ (ପ୍ରଥମ ପ୍ରକାଶିତ କାବ୍ୟ)
* ଅଯୋଦ୍ଧା ଦୃଶ୍ୟ
* ପଦ୍ମିନୀ (ଶେଷ କୃତି)
 
ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି। ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି। ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି। ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ।
 
==ଉପାଧି==
* ସ୍ୱଭାବ କବି
* ପ୍ରକୃତି କବି
* ଭକ୍ତ କବି
 
==ଆଧାର==