"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୩ କ ଧାଡ଼ି:
==ବାଲ୍ଯ ଜୀବନ ଓ ଶିକ୍ଷା==
'''ସିକନ୍ଦର ଆଲାମ''', ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, [[କଟକ]] ଜିଲ୍ଲା ବୈଆଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ [[କଟକ]]କୁ ଚାଲିଆସିଥିଲେ । [[କଟକ]] ର [[କ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ]]ରୁ ମାଟ୍ରିକ ଓ [[ଷ୍ଟିଵାଟ କଲେଜ]]ରୁ ବିଜ୍ଞାନରେ ଇନ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ ଭାଇଙ୍କ ଠାରୁ ପ୍ରେରଣା ପାଇ<ref>http://orissacinema.com/interviews/sikandar_alam.html</ref> ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଧ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ବର ସହ ସଂଗୀତ ବିଶାରଦ ହାସଲ କରିଥିଲେ । <ref>http://www.orissadiary.com/CurrentNews.asp?id=20439</ref>
 
==ପରିବାର==
'''ସିକନ୍ଦର ଆଲାମ'''ଙ୍କର ପତ୍ନୀ [[ନାଇମା ଆଲାମ]] ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref>
 
==କର୍ମଜୀବନ==
Line ୩୯ ⟶ ୪୨:
ସେ [[ଓଡିଶା]] ରାଜ୍ଯ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ପଦବୀ ମଧ୍ୟ ଅଳଙ୍କ୍ରୁତ କରିଥିଲେ ।
 
୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref>
==ପରିବାର==
 
'''ସିକନ୍ଦର ଆଲାମ'''ଙ୍କର ପତ୍ନୀ [[ନାଇମା ଆଲାମ]] ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref>
 
 
==ସମ୍ମାନ ଓ ପୁରସ୍କାର==