"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୪୪ କ ଧାଡ଼ି:
 
==ସମ୍ମାନ ଓ ପୁରସ୍କାର==
*୧୯୬୯ - ଚିତ୍ରପୁରୀ ସମ୍ମାନ
*୧୯୮୦ - ସୁର ସାଗର(ଶ୍ରୀକ୍ଷେତ୍ର କଳା ପ୍ରକାଶନୀ)
*୧୯୮୧- ଧରିତ୍ରୀ ସମ୍ମାନ
*୧୯୮୩- [[ଓଡିଶା]] ସୋସାଇଟି ଅଫ [[ଯୁକ୍ତରାଷ୍ଟ୍ର ଆମେରିକା|ଆମେରିକା]]
*୧୯୯୧- ସନ୍ତୋକ ସିଂଗଃ ସମ୍ମାନ
*୧୯୯୦ - [[ଓଡିଶା]] ରାଜ୍ଯ ଚଳଚିତ୍ର ସମ୍ମାନ
*୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ)
*୧୯୯୫ - [[ସାଲବେଗ]] ସମ୍ମାନ([[ସାଲବେଗ]] ସାଂସ୍କୃତିକ ପରିଷଦ, ପୁରୀ)
*୧୯୯୯- ଚିନ୍ତା ଓ ଚେତନା ସମ୍ମାନ
*୨୦୦୦- [[ଓଡିଶା]] ସଂଗୀତ ନାଟକ ଏକାଡେମୀ ସମ୍ମାନ
*୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ଯୁଜିକ ସମ୍ମାନ
*୨୦୦୦ - ସରସ୍ଵତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଦେସନ)
*୨୦୦୦- ଚଳଚିତ୍ର ସହସ୍ରବାଦୀ ସମ୍ମାନ
*୨୦୦୧- [[ଆକାଶବାଣୀ]] ଅବସର ବିନୋଦନ କେନ୍ଦ୍ର ସମ୍ମାନ
*୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ
*୨୦୦୨- ନେହେରୁ ଯୁବ କେନ୍ଦ୍ର
*୨୦୦୩- ସଂଗୀତଶ୍ରୀ( ପଶ୍ଚିମବଙ୍ଗ ସରକାର)
*୨୦୦୩- ରାଜୀବ ଗାନ୍ଧୀ ସମ୍ମାନ
*୨୦୦୪- ବାଣୀଚିତ୍ର ସମ୍ମାନ
*୨୦୦୩ - ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ମାନ
*୨୦୦୩ - 'କଳାକାର' ବୋଇତ ବନ୍ଦାଣ ସମ୍ମାନ
*୨୦୦୩ - ଲାୟନସ କ୍ଳବ ସମ୍ମାନ
*୨୦୦୫ - ଶାନ୍ତିଦେବୀ ପୁରସ୍କାର, ଭଦ୍ରକ<ref>http://profile.odiamusic.com/sikandaralam/awards-title/</ref>
 
==ଆଧାର==