"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଆଧାର
ଟିକେNo edit summary
(ଆଧାର)
 
 
'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]ର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । <ref>http://books.google.co.in/books?id=1RBuAAAAMAAJ&q=sikandar+alam&dq=sikandar+alam&source=bl&ots=5-_opsvJII&sig=ThgCGfWmGYFdgSKWOqUd70mU3Ho&hl=en&sa=X&ei=WeAYUN7LHcitrAeUi4F4&ved=0CF8Q6AEwCA</ref> <ref>http://books.google.co.in/books?id=AckHAQAAIAAJ&q=sikandar+alam&dq=sikandar+alam&source=bl&ots=HGZ7NGl7T-&sig=gMuBMS1bWQQCfWKdL3uO6q8B0fA&hl=en&sa=X&ei=WeAYUN7LHcitrAeUi4F4&ved=0CD8Q6AEwAg</ref>ତାଙ୍କର [[ଜଗନ୍ନାଥ]] ଜଣାଣ ଓ ଭଜନ ପାଇଁ, ସେ [[ଓଡିଶା]]ର ଘରେ ଘରେ ପରିଚିତ ।<ref>http://books.google.co.in/books?id=FVfhAAAAMAAJ&q=sikandar+alam&dq=sikandar+alam&source=bl&ots=LOqc4d6owA&sig=XAkIgLTfmfOF0MnJ2Cb3wLtAFqE&hl=en&sa=X&ei=PuEYUISyNsymrAfInoCADw&ved=0CEMQ6AEwBDgK</ref> ତାଙ୍କୁ ଆଧୁନିକ [[ଓଡିଶା]]ର [[ସାଲବେଗ]] ହିସାବରେ ଅଭିହିତ କରାଯାଏ ।
 
==ବାଲ୍ଯ ଜୀବନ ଓ ଶିକ୍ଷା==
 
==ପରିବାର==
'''ସିକନ୍ଦର ଆଲାମ'''ଙ୍କର ପତ୍ନୀ ନାଇମା ଆଲାମ ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref>
 
==ସମ୍ମାନ ଓ ପୁରସ୍କାର==
୬,୪୮୪

ଗୋଟି ସମ୍ପାଦନା