"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବନାନ
ଟିକେ (ବନାନ)
{{BJPSegmentsUnderInfoBox}}
'''ଭାରତୀୟ ଜନତା ପାର୍ଟି '''[[ଭାରତ]]ର ଏକ ରାଜନୈତିକ ଦଳ ।
ଭାରତୀୟ ଜନତା ପାର୍ଟି ସଙ୍ଘ ପରିବାରର ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ ସ୍ବୟଂସ୍ଵୟଂ ସେବକ ସଂବକସଂଘ (ଆରଏସ୍ଏସ୍) ଉପରେ ସବୁବେଳେ ସାମ୍ପ୍ରଦାୟିକ, ପ୍ରତିକ୍ରିୟାତ୍ମକ ବୋଲି ଅଭିଯୋଗ ହୋଇଥାଏ।ହୋଇଥାଏ । ତେବେ କେବଳ ଆରଏସ୍ଏସ୍ ର୍ ସମାଲୋଚକମାନେ ଏଭଳି କହି ନଥାନ୍ତି, ଅନ୍ୟମାନେ ମଧ୍ଯମଧ୍ୟ ଏପରି ଚିନ୍ତା କରିଥାନ୍ତି।କରିଥାନ୍ତି । କିନ୍ତୁ ସଂଘର ସ୍ବୟଂସେବକମାନେସ୍ଵୟଂସେବକମାନେ ଏଭଳି ସମାଲୋଚନାକୁ ଅଗ୍ରାହ୍ୟ କରିଦିଅନ୍ତି।କରିଦିଅନ୍ତି । କାରଣ ସେମାନଙ୍କ ହୃଦୟରେ କ୍ଔଣସିକୌଣସି ଦ୍ବନ୍ଦ୍ବଦ୍ଵନ୍ଦ ନଥାଏ ଯେ, ଆରଏସ୍ ଏସ୍ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ରାଷ୍ଟ୍ରୀୟତା ଓ ରାଷ୍ଟ୍ରୀୟ ଶକ୍ତି ବୃଦ୍ଧି ପାଇଁ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଚରିତ୍ରକୁ ଶାଣିତ କରିବାରେ କାର୍ଯ୍ୟ କରେ।କରେ । ଏବେ ଏହି ସଂଗଠନ ଏକ୍ ସନ୍ତୁଳିତ ବ୍ୟବସ୍ଥା ସହ ଦୃଢ ତଥା ଅଗ୍ରଗାମୀ କ୍ରମବର୍ଦ୍ଧିଷ୍ଣ ଦେଶପ୍ରେମୀ ସଂଗଠନରେ ପରିଣତ ହୋଇଛି। ବିଜେପିର ସମାଲୋଚକମାନେ ମଧ୍ଯମଧ୍ୟ ଏହା ସ୍ବୀକାରସ୍ଵୀକାର କରୁଛନ୍ତି ଯେ, ବିଜେପି ଏବେ ଏକ ମହାଦୃମରେ ପରିଣତ ହୋଇଛି। ଏହାର ରାଷ୍ଟ୍ରବ୍ୟାପୀ ମହାକାୟାକୁ ପ୍ରତିହତ କରିବା ଆଉ ସମ୍ଭବ ନୁହେଁ।ନୁହେଁ ।
ଗୋଟିଏ ରାଷ୍ଟ୍ରର ଇତିହାସ ଏହାର ଦର୍ଶନକୁ ପ୍ରତିଫଳିତ କରିଥାଏ ଏବଂ ସଂଘ ପରିବାର ଭାରତୀୟ ଇତିହାସ ସମ୍ପର୍କରେ ଏକ ସ୍ପଷ୍ଟ ଓ ତୀର୍ଯ୍ୟକ ଅବଧାରଣା ରଖିଛନ୍ତି। ଜମ୍ବୁଦ୍ବୀପ ଭାରତ ବର୍ଷରେ ଦିନେ ଏକ ମହାନ ସଭ୍ୟତା ଗଢି ଉଠିଥିଲା। ଯାହା ଦକ୍ଷିଣାତ୍ୟରେ [[ଶ୍ରୀଲଙ୍କା]]ଠାରୁ ଆରମ୍ଭ କରି ଜାଭା, ପୂର୍ବରେ ଜାପାନ୍, ଉତ୍ତରରେ ତିଦ୍ଦତ ମଙ୍ଗୋଲିଆରୁ [[ଚୀନ]] ଏପରିକି ସାଇବେରିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆର୍ଯ୍ୟଭୂମୀ [[ଭାରତ]]ବର୍ଷ ହୁନ, ଶାକ ଓ ଗ୍ରୀକମାନଙ୍କ ଆକ୍ରମଣରୁ ନିଜକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ତୁର୍କୀମାନଙ୍କ ଇସଲାମିସକ୍ ଝଡ ନିକଟରେ ଶିଥିଳ ପଡିଯାଇଥିଲା। ତେବେ ହଜାରେ ବର୍ଷ ଧରି ଏହି ଝଡ ଯୋଗୁଁ [[ଭାରତ]] ରକ୍ତରଞ୍ଜିତ ହୋଇଛି। ତଥାପି କେବେ ହେଲେ ଏହି ଝଡ ନିକଟରେ ଆତ୍ମସମର୍ପଣ କରିନାହିଁ। ବିଜୟନଗରର ମହାରାଜା, ଶିବାଜୀ, ରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହ ଓ ଶହୀଦ ହୋଇଯାଇଥିବା ଅସଂଖ୍ୟ ଯୋଗଜନ୍ମା ବୀରପୁତ୍ରଙ୍କ ତ୍ୟାଗ ଓ ଚେଷ୍ଟା ଯୋଗୁଁ ଭାରତୀୟ ସଭ୍ୟତା ଆଜି ମଧ୍ଯ ତୀର୍ଯ୍ୟକ ଓ ଯାଜୁଲ୍ୟମାନ ହୋଇ ରହିଛି। ପୂର୍ବରୁ ଭାରତୀୟ ସଭ୍ୟତାର ଏହି ମଶାଲ ସ୍ବାମୀ ଦୟାନନ୍ଦ ଓ[[ ସ୍ବାମୀ ବିବେକାନନ୍ଦ]]ଙ୍କ ଭଳି ବରପୁତ୍ରଙ୍କ ହାତରେ ସୁରକ୍ଷିତ ରହିଥିଲା। ଚଳିତ ଶତାଦ୍ଦୀରେ ମଧ୍ଯ ଶ୍ରୀ ଅରବିନ୍ଦ, ଲୋକମାନ୍ୟ ତିଲକ ଓ [[ମହାତ୍ମାଗାନ୍ଧୀ]]ଙ୍କ ପରି ତ୍ୟାଗପୁତ୍ର ଭାରତୀୟଙ୍କ ସତ୍ୟନିଷ୍ଠ କର୍ମରେ ଏହା ଅଧିକ ରୁଦ୍ଧିମନ୍ତ ହୋଇଛି। ଠିକ୍ ସେହିପରି ଜଣେ ତ୍ୟାଗପୁତ ସଚ୍ଚା ଭାରତୀୟ, ଡକ୍ଟର ହେଗଡେୱ୍ଆରଙ୍କ ଦ୍ବାରା ୧୯୨୫ରେ ସ୍ଥାପିତା ହୋଇଥିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ ଏସ୍)। ୧୯୪୦ରେ ଶ୍ରୀ ଗୁରୁଜୀଙ୍କ ଦ୍ବାରା ଏହାକୁ ଏକ ସାଙ୍ଗଠନିକ ରୂପେ ଦିଆଗଲା। ଏହା ଭାରତରେ ଥିବା ମୁସଲମାନ ସଂପ୍ରଦାୟର ବିରୋଧି ନୁହଁ। ଏହି ପ୍ରସଙ୍ଗରେ ଆରଏସ୍ଏସ୍ ର ଆଭିମୁଖ୍ଯ ସମସ୍ତଙ୍କୁ ନ୍ଯାୟ ଦେବା ଓ କାହାରିକୁ ଅସନ୍ତୋଷ ନକରିବା ରହି ଆସିଛି। ତେବେ ଏହା ନିଃସନ୍ଦେହ ଯେ, ଆମେ ପୂର୍ବରୁ ଏକ ହିନ୍ଦୁ ରାଷ୍ଟ୍ର ଥିଲୁ ଓ ଏବେ ମଧ୍ଯ ଏକ ହିନ୍ଦୁ ରାଷ୍ଟ୍ର ଭାବେ ରହି ଆସିଛୁ। ଅତଏବ ଧାର୍ମିକ ବିଶ୍ବାସ କିମ୍ବା ଉପାସନା ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଆମ ରାଷ୍ଟ୍ରୀୟତା ପରିବର୍ତ୍ତନ ହୋଇପାରିବ ନାହିଁ।
 
ଗୋଟିଏ ରାଷ୍ଟ୍ରର ଇତିହାସ ଏହାର ଦର୍ଶନକୁ ପ୍ରତିଫଳିତ କରିଥାଏ ଏବଂ ସଂଘ ପରିବାର ଭାରତୀୟ ଇତିହାସ ସମ୍ପର୍କରେ ଏକ ସ୍ପଷ୍ଟ ଓ ତୀର୍ଯ୍ୟକ ଅବଧାରଣା ରଖିଛନ୍ତି। ଜମ୍ବୁଦ୍ବୀପଜମ୍ବୁଦ୍ଵୀପ ଭାରତ ବର୍ଷରେ ଦିନେ ଏକ ମହାନ ସଭ୍ୟତା ଗଢି ଉଠିଥିଲା। ଯାହା ଦକ୍ଷିଣାତ୍ୟରେ [[ଶ୍ରୀଲଙ୍କା]]ଠାରୁ ଆରମ୍ଭ କରି ଜାଭା, ପୂର୍ବରେ ଜାପାନ୍ଜାପାନ, ଉତ୍ତରରେ ତିଦ୍ଦତ ମଙ୍ଗୋଲିଆରୁ [[ଚୀନ]] ଏପରିକି ସାଇବେରିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆର୍ଯ୍ୟଭୂମୀ [[ଭାରତ]]ବର୍ଷ ହୁନ, ଶାକ ଓ ଗ୍ରୀକମାନଙ୍କ ଆକ୍ରମଣରୁ ନିଜକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ତୁର୍କୀମାନଙ୍କ ଇସଲାମିସକ୍ ଝଡଝଡ଼ ନିକଟରେ ଶିଥିଳ ପଡିଯାଇଥିଲା।ପଡିଯାଇଥିଲା । ତେବେ ହଜାରେ ବର୍ଷ ଧରି ଏହି ଝଡଝଡ଼ ଯୋଗୁଁ [[ଭାରତ]] ରକ୍ତରଞ୍ଜିତ ହୋଇଛି। ତଥାପି କେବେ ହେଲେ ଏହି ଝଡ ନିକଟରେ ଆତ୍ମସମର୍ପଣ କରିନାହିଁ। ବିଜୟନଗରର ମହାରାଜା, ଶିବାଜୀ, ରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହ ଓ ଶହୀଦ ହୋଇଯାଇଥିବା ଅସଂଖ୍ୟ ଯୋଗଜନ୍ମା ବୀରପୁତ୍ରଙ୍କ ତ୍ୟାଗ ଓ ଚେଷ୍ଟା ଯୋଗୁଁ ଭାରତୀୟ ସଭ୍ୟତା ଆଜି ମଧ୍ଯ ମଧ୍ୟ ତୀର୍ଯ୍ୟକ ଓ ଯାଜୁଲ୍ୟମାନ ହୋଇ ରହିଛି। ପୂର୍ବରୁ ଭାରତୀୟ ସଭ୍ୟତାର ଏହି ମଶାଲ ସ୍ବାମୀସ୍ଵାମୀ ଦୟାନନ୍ଦ ଓ [[ ସ୍ବାମୀସ୍ଵାମୀ ବିବେକାନନ୍ଦ]]ଙ୍କ ଭଳି ବରପୁତ୍ରଙ୍କ ହାତରେ ସୁରକ୍ଷିତ ରହିଥିଲା। ଚଳିତ ଶତାଦ୍ଦୀରେ ମଧ୍ଯମଧ୍ୟ ଶ୍ରୀ ଅରବିନ୍ଦ, ଲୋକମାନ୍ୟ ତିଲକ ଓ [[ମହାତ୍ମାଗାନ୍ଧୀମହାତ୍ମା ଗାନ୍ଧୀ]]ଙ୍କ ପରି ତ୍ୟାଗପୁତ୍ର ଭାରତୀୟଙ୍କ ସତ୍ୟନିଷ୍ଠ କର୍ମରେ ଏହା ଅଧିକ ରୁଦ୍ଧିମନ୍ତ ହୋଇଛି। ଠିକ୍ ସେହିପରି ଜଣେ ତ୍ୟାଗପୁତ ସଚ୍ଚା ଭାରତୀୟ, ଡକ୍ଟର ହେଗଡେୱ୍ଆରଙ୍କ ଦ୍ବାରାଦ୍ଵାରା ୧୯୨୫ରେ ସ୍ଥାପିତା ହୋଇଥିଲା ରାଷ୍ଟ୍ରୀୟ ସ୍ବୟଂସ୍ଵୟଂ ସେବକ ସଂଘ (ଆରଏସ୍ ଏସ୍)। ୧୯୪୦ରେ ଶ୍ରୀ ଗୁରୁଜୀଙ୍କ ଦ୍ବାରାଦ୍ଵାରା ଏହାକୁ ଏକ ସାଙ୍ଗଠନିକ ରୂପେ ଦିଆଗଲା।ଦିଆଗଲା । ଏହା ଭାରତରେ ଥିବା [[ମୁସଲମାନ]] ସଂପ୍ରଦାୟର ବିରୋଧି ନୁହଁ।ନୁହଁ । ଏହି ପ୍ରସଙ୍ଗରେ ଆରଏସ୍ଏସ୍ ର ଆଭିମୁଖ୍ଯଆଭିମୁଖ୍ୟ ସମସ୍ତଙ୍କୁ ନ୍ଯାୟନ୍ୟାୟ ଦେବା ଓ କାହାରିକୁ ଅସନ୍ତୋଷ ନକରିବା ରହି ଆସିଛି।ଆସିଛି । ତେବେ ଏହା ନିଃସନ୍ଦେହ ଯେ, ଆମେ ପୂର୍ବରୁ ଏକ ହିନ୍ଦୁ ରାଷ୍ଟ୍ର ଥିଲୁ ଓ ଏବେ ମଧ୍ଯମଧ୍ୟ ଏକ ହିନ୍ଦୁ ରାଷ୍ଟ୍ର ଭାବେ ରହି ଆସିଛୁ।ଆସିଛୁ । ଅତଏବ ଧାର୍ମିକ ବିଶ୍ବାସବିଶ୍ଵାସ କିମ୍ବା ଉପାସନା ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଆମ ରାଷ୍ଟ୍ରୀୟତା ପରିବର୍ତ୍ତନ ହୋଇପାରିବ ନାହିଁ।ନାହିଁ ।
ରାଷ୍ଟୀୟ ସ୍ବୟଂସେବକ ସଂଘ
ରାଷ୍ଟୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ଗାନ୍ଧିଜୀଙ୍କ ସେହି ଦର୍ଶନରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରେ ଯେଉଁଥିରେ କୁହଯାଏ ଯେ, ହିନ୍ଦୁତ୍ବରେ ମହମ୍ମଦ, ଜୋରଷ୍ଟର୍ ଓ ମୋଜେଜଙ୍କ ପାଇଁ ଯେତିକି ସ୍ଥାନ ରହିଛି ଯୀଶୁଙ୍କ ପାଇଁ ମଧ୍ଯ ଅନୁରୂପ ସ୍ଥାନ ରହିଛି। ଭାରତରେ ଥିବା ମୁସଲମାନ ଭାଇ ଭଉଣୀମାନେ ଯେ ପ୍ରକୃତରେ ବଳପ୍ରୟୋଗ ଓ ପରିସ୍ଥିତିର ଶିକାର ହୋଇ ହିନ୍ଦୁରୁ ମୁସଲମାନ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି, ଏହା ମଧ୍ଯ ସ୍ବୀକାରଯୋଗ୍ଯ। ଏବେ ମଧ୍ଯ ସେମାନେ ବିଭିନ୍ନ ଦୃଷ୍ଟିକୋଣରୁ ହିନ୍ଦୁ ଭାବେ ପରିଗଣିତ। ପ୍ରଗତି, ସମୃଦ୍ଧି ଓ ସ୍ବାଧିନତା ପାଇ ସେମାନେ ଯେ ଦିନେ ପୁଣି ଥରେ ମନାତନ ବିଶ୍ବାସ ଓ ଜୀବନ ଶୈଳୀକୁ ଆପଣାଇବେ ଏହି ବିଶ୍ବାସ ରଖାଯିବା ଉଚିତ। ଇଂରେଜମାନଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଯୋଗୁଁ ତତ୍କାଳୀନ ଭାରତୀୟ ରାଜନୀତିଜ୍ଞ ଓ ନେତାମାନେ ଅଖଣ୍ଡ ଭାରତର ସାର୍ବଭ୍ଔମତ୍ବ ସହ ସାଲିସ କରିବାକୁ ବାଧ୍ଯ ହୋଇଥିଲେ। ଯେଉଁଥିପାଇଁ ଆମକୁ ଦେଶ ବିଭାଜନର ଶକ୍ତ ଧକ୍କା ସହ୍ଯ କରିବାକୁ ପଡିଲା। କିନ୍ତୁ ସଂଘ ପରିବାର ମୂଳ ଭାରତୀୟ ସଂସ୍କୃତି, ସଭ୍ଯତା ଓ ବିଭିନ୍ନ ସଂପ୍ରଦାୟ ମଧ୍ଯରେ ଐକ୍ଯ ଉପରେ ବିଶ୍ବାସ ରଖେ। ଆରଏସ୍ ଏସ୍ ଗଠନ ହେବା ଦିନଠାରୁ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରି ଆସିଛି। ୧୯୩୦-୪୦ ଦଶକରେ ଭାରତ ଯେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ସେହି ସମୟରେ ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ସହ ଭାରତ ଗଠନରେ ଆରଏସ୍ ଏସ୍ ର ଭୂମିକାକୁ ଯେ କେହି ମଧ୍ଯ ସ୍ବୀକାର କରିବ। କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ହତ୍ଯା ଓ ଶାସନରେ ରହୁଥିବା ରାଜନୈତିକ ଦଳଗୁଡିକର ଚକ୍ଷୁଶୀଳତା ଯୋଗୁଁ ଏହାର ଗାରିମାରେ ଆଞ୍ଚ ଆସିଥିଲା।
 
==ରାଷ୍ଟୀୟ ସ୍ବୟଂସେବକସ୍ଵୟଂସେବକ ସଂଘ==
କୋଟି କୋଟି ଲୋକଙ୍କ ସମର୍ଥନ ହାସଲ କରି କାର୍ଯ୍ଯ କରୁଥିବା ଆରଏସ୍ଏସ୍ କେବେ ହେଲେ ଗାନ୍ଧିଜୀଙ୍କ ମୁସଲମାନ ସନ୍ତୁଷ୍ଟିକରଣ ନୀତିକୁ ଗ୍ରହଣ କରି ପାରିନଥିଲା। ଗାନ୍ଧିଜୀ ଖିଲାଫତ ଆନ୍ଦୋଳନକୁ ସମର୍ଥନ୍ ଦେବା ମଧ୍ଯ ଆରଏସ୍ଏସ୍ ପାଇଁ ଗ୍ରହଣଯୋଗ୍ଯ ନଥିଲା। ଏହା ସତ୍ତ୍ବେ ଆରଏସ୍ଏସ୍ ଗାନ୍ଧିଜୀଙ୍କ ପ୍ରତି ସବୁଠାରୁ ଅଧିକ ସମ୍ମାନ ଓ ଆଦର ଜ୍ଞାପନ କରିଥାଏ। ଏପରିକି ଗାନ୍ଧିଜୀ ୧୯୩୪ ଡିସେମ୍ବରରେ ଔର୍ଧ୍ଧାସ୍ଥିତ ଆରଏସ୍ଏସ୍ ଶୀତକାଳୀନ କ୍ଯାମ୍ପକୁ ପରିଦର୍ଶନରେ ଯାଇଥିଲେ ଓ ସେପ୍ଟେମ୍ବର ୧୯୪୭ରେ ଦିଲ୍ଲୀର ଭଙ୍ଗି କଲୋନୀ ଠାରେ ଆରଏସ୍ଏସ୍ ର କର୍ମକର୍ତ୍ତାଙ୍କୁ ଉଦବୋଧନ୍ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଆରଏସ୍ ଏସ୍ ସତ୍ୟନିଷ୍ଠ ଭାବନା ଓ ଶୃଙ୍ଖଳାକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କେବେହେଲେ ଆରଏସ୍ ଏସକୁ ସମାଲୋଚନା କରିବା ତ ଦୂରର କଥା ଆରଏସ୍ ଏସ୍ ବିରୁଦ୍ଧରେ ପଦୁଟିଏ କହିନଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଗାନ୍ଧିଜୀଙ୍କ ହତ୍ୟା ପରେ ଶ୍ରୀ ଗୁରୁଜୀଙ୍କ ସମେତ ୧୭ ହଜାର ଆରଏସ୍ଏସ୍ କର୍ମୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଅଣାଯାଇଥିଲା। ଏଥିନେଇ ଆରଏସ୍ଏସ୍ କର୍ମୀମାନେ ସତ୍ୟାଗ୍ରହ କରିଥିଲେ। ଇତିମଧ୍ଯରେ ଦେଶର କ୍ଔଣସି ସାଂସଦ କିମ୍ବା ବିଧାୟକ ଏହି ପ୍ରସଙ୍ଗ କେବେହେଲେ କ୍ଔଣସି ବିଧାନସଭା କିମ୍ବା ସଂସଦରେ ଉଠାଇନଥିଲେ। ଆରଏସ୍ଏସ୍ କୁ ଗାନ୍ଧିଜୀଙ୍କ ହତ୍ୟା ପ୍ରସଙ୍ଗରେ ଯୋଡି ଦିଆଯିବାରୁ ଏହାକୁ ଦିନେ ନିଜ ଅସ୍ତିତ୍ବ୍ ପାଇଁ ସଂଗ୍ରାମ କରିବାକୁ ପଡିଥିଲା, ଆରଏସଏସର ସ୍ପଷ୍ଟୀକରଣ୍ ପ୍ରଭାବହୀନ ଥିଲା। ଗୋଖଲେ କହିଥିଲେ ଯେ, ରାଜନୀତିର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହୁଏ ଏହା ଆରଏସଏସ ପାଇଁ ନିର୍ବାର ସତ୍ଯ ଥିଲା। ତେଣୁ ଆରଏସଏସ ଆଉ ଅଧିକ ଦିନ ଧର୍ମଭୀରୁ, ରାଜନୈତିକ ନେତାମାନଙ୍କ ଦାୟାରେ ନିଜର ଅସ୍ତିତ୍ବ୍ ପାଇଁ ସଂଗ୍ରାମ କରିବା ପରିବର୍ତ୍ତେ ନିଜର୍ ରାଜନୈତିକ ଦାନ୍ତ ଓ ଡେଣା ଲଗାଇବା ପାଇଁ ପ୍ରତିଜ୍ଞାବଦ୍ଧ ହେଲା। ଶ୍ରୀ ଗୁରୁଜୀଙ୍କ ଆଶୀର୍ବାଦରୁ ଡଃ ଶ୍ଯାମାପ୍ରସାଦ ମୁଖର୍ଜୀଙ୍କ ନେତୃତ୍ବରେ ୧୯୫୧ରେ ଭରତୀୟ ଜନସଂଘ ସୃଷ୍ଟି ହେଲା। ଭାରତୀୟ ଜନସଂଘ ସ୍ବାଧିନୋତ୍ତର ଭାରତରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରି ଭାରତର ୪ଟି ରାଷ୍ଟ୍ରୀୟ ରାଜନୈତିକ ଦଳ ମଧ୍ଯରୁ ଅନ୍ଯତମ ଭାବେ ନିଜକୁ ପ୍ରତିଷ୍ଠିତ୍ କରିପାରିଲା। ସେବେଠାରୁ ଦଳ କେବେହେଲେ ପଛକୁ ବୁଲି ଚାହିଁ ନାହିଁ।
ରାଷ୍ଟୀୟ ସ୍ବୟଂସେବକସ୍ଵୟଂସେବକ ସଂଘ (ଆରଏସ୍ଏସ୍) ଗାନ୍ଧିଜୀଙ୍କ[[ଗାନ୍ଧିଜୀ]]ଙ୍କ ସେହି ଦର୍ଶନରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରେ ଯେଉଁଥିରେ କୁହଯାଏ ଯେ, ହିନ୍ଦୁତ୍ବରେହିନ୍ଦୁତ୍ଵରେ ମହମ୍ମଦ, ଜୋରଷ୍ଟର୍ ଓ ମୋଜେଜଙ୍କ ପାଇଁ ଯେତିକି ସ୍ଥାନ ରହିଛି ଯୀଶୁଙ୍କ ପାଇଁ ମଧ୍ଯମଧ୍ୟ ଅନୁରୂପ ସ୍ଥାନ ରହିଛି। ଭାରତରେ ଥିବା ମୁସଲମାନ ଭାଇ ଭଉଣୀମାନେ ଯେ ପ୍ରକୃତରେ ବଳପ୍ରୟୋଗ ଓ ପରିସ୍ଥିତିର ଶିକାର ହୋଇ ହିନ୍ଦୁରୁ ମୁସଲମାନ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି, ଏହା ମଧ୍ଯମଧ୍ୟ ସ୍ବୀକାରଯୋଗ୍ଯ।ସ୍ଵୀକାରଯୋଗ୍ୟ । ଏବେ ମଧ୍ଯମଧ୍ୟ ସେମାନେ ବିଭିନ୍ନ ଦୃଷ୍ଟିକୋଣରୁ ହିନ୍ଦୁ ଭାବେ ପରିଗଣିତ। ପ୍ରଗତି, ସମୃଦ୍ଧି ଓ ସ୍ବାଧିନତାସ୍ଵାଧିନତା ପାଇ ସେମାନେ ଯେ ଦିନେ ପୁଣି ଥରେ ମନାତନ ବିଶ୍ବାସବିଶ୍ଵାସ ଓ ଜୀବନ ଶୈଳୀକୁ ଆପଣାଇବେ ଏହି ବିଶ୍ବାସବିଶ୍ଵାସ ରଖାଯିବା ଉଚିତ। ଇଂରେଜମାନଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଯୋଗୁଁ ତତ୍କାଳୀନ ଭାରତୀୟ ରାଜନୀତିଜ୍ଞ ଓ ନେତାମାନେ ଅଖଣ୍ଡ ଭାରତର ସାର୍ବଭ୍ଔମତ୍ବସାର୍ବଭୌମତ୍ଵ ସହ ସାଲିସ କରିବାକୁ ବାଧ୍ଯବାଧ୍ୟ ହୋଇଥିଲେ।ହୋଇଥିଲେ । ଯେଉଁଥିପାଇଁ ଆମକୁ ଦେଶ ବିଭାଜନର ଶକ୍ତ ଧକ୍କା ସହ୍ଯସହ୍ୟ କରିବାକୁ ପଡିଲା।ପଡିଲା । କିନ୍ତୁ ସଂଘ ପରିବାର ମୂଳ ଭାରତୀୟ ସଂସ୍କୃତି, ସଭ୍ଯତାସଭ୍ୟତା ଓ ବିଭିନ୍ନ ସଂପ୍ରଦାୟ ମଧ୍ଯରେମଧ୍ୟରେ ଐକ୍ଯଐକ୍ୟ ଉପରେ ବିଶ୍ବାସବିଶ୍ଵାସ ରଖେ।ରଖେ । ଆରଏସ୍ ଏସ୍ ଗଠନ ହେବା ଦିନଠାରୁ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରି ଆସିଛି। ୧୯୩୦-୪୦ ଦଶକରେ ଭାରତ ଯେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ସେହି ସମୟରେ ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ସହ ଭାରତ ଗଠନରେ ଆରଏସ୍ ଏସ୍ ର ଭୂମିକାକୁ ଯେ କେହି ମଧ୍ଯମଧ୍ୟ ସ୍ଵୀକାର ସ୍ବୀକାରକରିବ କରିବ। କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ହତ୍ଯାହତ୍ୟା ଓ ଶାସନରେ ରହୁଥିବା ରାଜନୈତିକ ଦଳଗୁଡିକର ଚକ୍ଷୁଶୀଳତା ଯୋଗୁଁ ଏହାର ଗାରିମାରେ ଆଞ୍ଚ ଆସିଥିଲା।
ପ୍ରଥମ ଦଶନ୍ଧି :
ପ୍ରଥମ ୧୦ ବର୍ଷରେ ଭାରତୀୟ ଜନସଂଘ ସାଙ୍ଗଠନିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ବ ପ୍ରଦାନ କରିଥିଲା। ଏହି ଦଶନ୍ଧିରେ ଦଳ କାଶ୍ମୀର, କଚୁ ଓ ବେରୁବାରିର ପ୍ରାଦେଶିକ ଅଖଣ୍ଡତା ପ୍ରସଙ୍ଗକୁ ଦୃଢତାର ସହ ଉତଥାପଏ କରିଥିଲା। ଏଥିପାଇଁ ଦଲର ସଂଘର୍ଷ ମଧ୍ଯ ଉଲ୍ଲେଖଯୋଗ୍ଯ। ଏହି ସଂଘର୍ଷରେ ଦଲର ପ୍ରତିଷ୍ଠାତା ତଥା ଅଧ୍ଯକ୍ଷ ଡଃ ମୁଖାର୍ଜୀ କାଶ୍ମୀର ଜେଲରେ ଶହୀଦ ହୋଇଥିଲେ। ସମ୍ବିଧାନର ଧାରା ୪୮ ଅନ୍ତର୍ଗତ ଦଳ ଗୋମାତାର ସୁରକ୍ଷା ପାଇଁ ଦାବି କରିଥିଲା। ଗାନ୍ଧିଜୀଙ୍କ ଘୋଷଣା ମୁତାବକ ଗୋମାତାର ସୁରକ୍ଷା ସ୍ବରାଜ ଠାରୁ ମଧ୍ଯ ଅଧିକ ଗୁରୁତ୍ବପୂର୍ଣ୍ଣ। ଏହା ଉପଲବ୍ଧି କରି ଦଳ ଗୋମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲା। ଜମିଦାରୀ ଓ ଜାଗିରିଦାରୀ ପ୍ରଥା ବିରୁଦ୍ଧରେ ଭାରତୀୟ ଜନସଂଘ ନିଜର ସ୍ବର ଦୃଢ କରିବା ସହ ପରମିଟ୍ ଲାଇସେନ୍ସ - କୋଟା ରାଜକୁ ତୀବ୍ର ବିରୋଧ କରିଥିଲା। ରାଷ୍ଟ୍ରୀୟ ସୁରକ୍ଷାକୁ ଅଧିକ୍ ମଜବୁତ କରିବା ପାଇଁ ଭାରତୀୟ ଜନସଂଘ ହିଁ ଆଣବିକ ଶକ୍ତିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ସଂଘ ପରିବାର ଦେଶରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏପରିକି ୧୯୬୫ ଯୁଦ୍ଧ ସମୟରେ ଆରଏସ୍ଏସକୁ ପୋଲିସ୍ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ଆରଏସଏସର୍ କାର୍ଯ୍ଯ କୁଶଳତା ଓ ନିଛକ ଦେଶପ୍ରେମ ଦେଶର୍ ସବୁ ସଂପ୍ରଦାୟ ବେଶ ଉପଲବ୍ଧି କରିପାରିଥିଲେ। ଯାହାଦ୍ବାରା ହଜାର ହଜାର ସଂଖ୍ଯାରେ ମୁସଲମାନ ସଂପ୍ରଦାୟର ଲୋକମାନେ ଜନସଂଘରେ ଯୋଗଦେଇଥିଲେ। ସେଥିପାଇଁ ଶ୍ରୀ ଗୁରୁଜୀଙ୍କୁ ସ୍ବତନ୍ତ୍ର ଭାବେ ରାଷ୍ଟ୍ରୀୟ ଏକତା ପରିଷଦକୁ ନିମନ୍ତ୍ରିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜେନେରାଲ୍ କୁଲବନ୍ତ ସିଂ କହିଥିଲେ ଯେ, ପଞ୍ଜାବ ହେଉଛି ଭାରତର ଖଡ୍ଗ ଓ ଆରଏସ୍ଏସ୍ ପଞ୍ଜାବର ଖଡ୍ଗ।
 
କୋଟି କୋଟି ଲୋକଙ୍କ ସମର୍ଥନ ହାସଲ କରି କାର୍ଯ୍ଯକାର୍ଯ୍ୟ କରୁଥିବା ଆରଏସ୍ଏସ୍ କେବେ ହେଲେ ଗାନ୍ଧିଜୀଙ୍କ ମୁସଲମାନ ସନ୍ତୁଷ୍ଟିକରଣ ନୀତିକୁ ଗ୍ରହଣ କରି ପାରିନଥିଲା।ପାରିନଥିଲା । ଗାନ୍ଧିଜୀ ଖିଲାଫତ ଆନ୍ଦୋଳନକୁ ସମର୍ଥନ୍ ଦେବା ମଧ୍ଯମଧ୍ୟ ଆରଏସ୍ଏସ୍ ପାଇଁ ଗ୍ରହଣଯୋଗ୍ଯଗ୍ରହଣଯୋଗ୍ୟ ନଥିଲା।ନଥିଲା । ଏହା ସତ୍ତ୍ବେସତ୍ତ୍ଵେ ଆରଏସ୍ଏସ୍ ଗାନ୍ଧିଜୀଙ୍କ ପ୍ରତି ସବୁଠାରୁ ଅଧିକ ସମ୍ମାନ ଓ ଆଦର ଜ୍ଞାପନ କରିଥାଏ।କରିଥାଏ । ଏପରିକି ଗାନ୍ଧିଜୀ ୧୯୩୪ ଡିସେମ୍ବରରେ ଔର୍ଧ୍ଧାସ୍ଥିତୱର୍ଦ୍ଧାସ୍ଥିତ ଆରଏସ୍ଏସ୍ ଶୀତକାଳୀନ କ୍ଯାମ୍ପକୁଶିବିରକୁ ପରିଦର୍ଶନରେ ଯାଇଥିଲେ ଓ ସେପ୍ଟେମ୍ବର ୧୯୪୭ରେ ଦିଲ୍ଲୀର ଭଙ୍ଗି କଲୋନୀ ଠାରେ ଆରଏସ୍ଏସ୍ ର କର୍ମକର୍ତ୍ତାଙ୍କୁ ଉଦବୋଧନ୍ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଆରଏସ୍ ଏସ୍ ସତ୍ୟନିଷ୍ଠ ଭାବନା ଓ ଶୃଙ୍ଖଳାକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କେବେହେଲେ ଆରଏସ୍ ଏସକୁ ସମାଲୋଚନା କରିବା ତ ଦୂରର କଥା ଆରଏସ୍ ଏସ୍ ବିରୁଦ୍ଧରେ ପଦୁଟିଏ କହିନଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଗାନ୍ଧିଜୀଙ୍କ ହତ୍ୟା ପରେ ଶ୍ରୀ ଗୁରୁଜୀଙ୍କ ସମେତ ୧୭ ହଜାର ଆରଏସ୍ଏସ୍ କର୍ମୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଅଣାଯାଇଥିଲା। ଏଥିନେଇ ଆରଏସ୍ଏସ୍ କର୍ମୀମାନେ ସତ୍ୟାଗ୍ରହ କରିଥିଲେ। ଇତିମଧ୍ଯରେ ଦେଶର କ୍ଔଣସିକୌଣସି ସାଂସଦ କିମ୍ବା ବିଧାୟକ ଏହି ପ୍ରସଙ୍ଗ କେବେହେଲେ କ୍ଔଣସିକୌଣସି ବିଧାନସଭା କିମ୍ବା ସଂସଦରେ ଉଠାଇନଥିଲେ।ଉଠାଇନଥିଲେ । ଆରଏସ୍ଏସ୍ କୁ ଗାନ୍ଧିଜୀଙ୍କ ହତ୍ୟା ପ୍ରସଙ୍ଗରେ ଯୋଡି ଦିଆଯିବାରୁ ଏହାକୁ ଦିନେ ନିଜ ଅସ୍ତିତ୍ବ୍ଅସ୍ତିତ୍ଵ ପାଇଁ ସଂଗ୍ରାମ କରିବାକୁ ପଡିଥିଲା, ଆରଏସଏସର ସ୍ପଷ୍ଟୀକରଣ୍ ପ୍ରଭାବହୀନ ଥିଲା। ଗୋଖଲେ କହିଥିଲେ ଯେ, ରାଜନୀତିର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହୁଏ ଏହା ଆରଏସଏସ ପାଇଁ ନିର୍ବାର ସତ୍ଯସତ୍ୟ ଥିଲା।ଥିଲା । ତେଣୁ ଆରଏସଏସ ଆଉ ଅଧିକ ଦିନ ଧର୍ମଭୀରୁ, ରାଜନୈତିକ ନେତାମାନଙ୍କ ଦାୟାରେ ନିଜର ଅସ୍ତିତ୍ବ୍ଅସ୍ତିତ୍ଵ ପାଇଁ ସଂଗ୍ରାମ କରିବା ପରିବର୍ତ୍ତେ ନିଜର୍ ରାଜନୈତିକ ଦାନ୍ତ ଓ ଡେଣା ଲଗାଇବା ପାଇଁ ପ୍ରତିଜ୍ଞାବଦ୍ଧ ହେଲା। ଶ୍ରୀ ଗୁରୁଜୀଙ୍କ ଆଶୀର୍ବାଦରୁ ଡଃ ଶ୍ଯାମାପ୍ରସାଦଶ୍ୟାମାପ୍ରସାଦ ମୁଖର୍ଜୀଙ୍କମୁଖାର୍ଜୀଙ୍କ ନେତୃତ୍ବରେ ୧୯୫୧ରେ ଭରତୀୟ ଜନସଂଘ ସୃଷ୍ଟି ହେଲା। ଭାରତୀୟ ଜନସଂଘ ସ୍ବାଧିନୋତ୍ତରସ୍ଵାଧୀନୋତ୍ତର ଭାରତରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରି ଭାରତର ୪ଟି ରାଷ୍ଟ୍ରୀୟ ରାଜନୈତିକ ଦଳ ମଧ୍ଯରୁମଧ୍ୟରୁ ଅନ୍ଯତମଅନ୍ୟତମ ଭାବେ ନିଜକୁ ପ୍ରତିଷ୍ଠିତ୍ପ୍ରତିଷ୍ଠିତ କରିପାରିଲା। ସେବେଠାରୁ ଦଳ କେବେହେଲେ ପଛକୁ ବୁଲି ଚାହିଁ ନାହିଁ।ନାହିଁ ।
ପରାଧିନ ଥିବାରୁ ସବୁ ଦେଶରେ ଯେଉଁ ଦଳ ରାଷ୍ଟ୍ରର ସ୍ବାଧୀନତା ସଂଗ୍ରାମରେ ନିୟୋଜିତ ହୋଇଥାଏ, ସେହିଦଳ ସ୍ବାଧୀନତା ପରେ ଅନେକ ସମୟ ଧରି କ୍ଷମତାରେ ରହିବା ସ୍ବାଭାବିକ। ସେହିପରି କଂଗ୍ରେସ ମଧ୍ଯ ସ୍ବାଧୀନୋତ୍ତର ଭାରତରେ ଦୀର୍ଘ ୨୦ ବର୍ଷ ପର୍ଯ୍ଯନ୍ତ ଶାସନରେ ରହିଥିଲା। କିନ୍ତୁ ୧୯୬୭ରେ କଂଗ୍ରେସର ଏଭଳି ଏକାଧିପତ୍ଯ ନଷ୍ଟ ହେଲା। ପଞ୍ଜାବରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସବୁଠାରେ ଅଣକଂଗ୍ରେସ ମେଣ୍ଟ କ୍ଷମତାକୁ ଆସିଲା। କୁହାଗଲା, ଅମୃତସରରୁ କୋଲକାତା ପର୍ଯ୍ଯନ୍ତ ଗଲେ ରାସ୍ତାରେ ଗୋଟିଏ ହେଲେ ମଧ୍ଯ କଂଗ୍ରେସଶାସିତ ରାଜ୍ଯ ପଡିବ ନାହିଁ। ପ୍ରାୟ ଅଧିକାଂଶ ରାଜ୍ଯରେ ଜନସଂଘ ଓ କମ୍ଯୁନିଷ୍ଟମାନେ ମିଳିତ ଭାବେ କାର୍ଯ୍ଯ କରୁଥିଲେ। ଉଭୟଙ୍କ ମଧ୍ଯରେ ଗୋଟିଏ ପ୍ରତିବଦ୍ଧତା ଥିଲା ଯେ, ସମସ୍ତେ ଭାରତମାତାର ସନ୍ତାନ ଓ ସମସ୍ତେ ବିଂଶ ଶତାବ୍ଦୀରେ ଜନ୍ମିତ। କିନ୍ତୁ ଏହା ଅର୍ଥ ଓ ବାହୁବଳରେ ବିଭିନ୍ନ ରାଜ୍ଯରେ କ୍ଷମତାସୀନ ଅଣକଂଗ୍ରେସ ସରକାରମାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚେଷ୍ଟା କଲା। ଏହାଦ୍ବାରା ଜନସଂଘ ବିଚଳିତ ହୋଇନଥିଲା। ହେଲେ ଦେଶରେ ଐତିହ୍ଯ ଓ ଅଖଣ୍ଡତା ପାଇଁ କାର୍ଯ୍ଯ କରୁଥିବା ସଂଘ ପରିବାରର ପଣ୍ଡିତ ଦିନଦୟାଲ ଉପାଧ୍ଯାୟଙ୍କ ନେତୃତ୍ବରେ କାଲିକଟଠାରେ ଅନୁଷ୍ଠିତ ଏସ ମହାସଭାରେ କୁହାଗଲା ଯେ, ସବୁ ଭାରତୀୟ ଭାଷା ପାଇଁ ମିଳିବ ସହଯୋଗ। ଏହାଦ୍ବାରା ଦେଶର ସବୁ ଭାଷାଭାଷୀଙ୍କ ମଧ୍ଯରେ ଆନନ୍ଦର ଲହରୀ ଖେଳିଗଲା। ଏପରିକି ଦାକ୍ଷିଣାତ୍ଯରେ ମାଲାୟାଲାମ ଭାଷାରେ ପ୍ରକାଶିତ ମାତୃଭୂମି ଭାରତୀୟ ଜନସଂଘର ଏହି ଅଧିବେଶନକୁ ଏଥର ଗଙ୍ଗା ଦାକ୍ଷିଣାତ୍ଯକୁ ଆସୁଛି ବୋଲି ବର୍ଣ୍ଣନା କରିଥିଲା। କିନ୍ତୁ ଦୁର୍ଭାଗ୍ଯର ବିଷୟ ଯେ, ଦିନଦୟାଲଜୀଙ୍କ ଏହି ଐତିହାସିକ ଅଧିବେଶନର କିଛି ଦିନ ପରେ ତାଙ୍କୁ ମୋଗଲସରାଇ ରେଳ ଷ୍ଟେସନ ଠାରେ ହତ୍ଯା କରି ଦିଆଯାଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଭାରତୀୟ ଜନସଂଘ ଦାବି କଲା। ସିବିଆଇ ତଦନ୍ତ କଲା କିନ୍ତୁ ଘଟଣାର ଅନୁସନ୍ଧାନ କରିଥିବା ସିବିଆଇ ଦିନଦୟାଲଙ୍କ ହତ୍ଯା ପଛରେ ଥିବା ରାଜନୈତିକ ଷଡଯନ୍ତ୍ର୍ ସମ୍ପର୍କରେ ଚୁପ ରହିଥିଲା। ଏଥିରୁ ସିବିଆଇର ରାଜନୀତିକରଣ ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା।
===ପ୍ରଥମ ଦଶନ୍ଧି :===
ପ୍ରଥମ ୧୦ ବର୍ଷରେ ଭାରତୀୟ ଜନସଂଘ ସାଙ୍ଗଠନିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ବଗୁରୁତ୍ଵ ପ୍ରଦାନ କରିଥିଲା। ଏହି ଦଶନ୍ଧିରେ ଦଳ କାଶ୍ମୀର, କଚୁ ଓ ବେରୁବାରିର ପ୍ରାଦେଶିକ ଅଖଣ୍ଡତା ପ୍ରସଙ୍ଗକୁ ଦୃଢତାର ସହ ଉତଥାପଏ କରିଥିଲା। ଏଥିପାଇଁ ଦଲର ସଂଘର୍ଷ ମଧ୍ଯମଧ୍ୟ ଉଲ୍ଲେଖଯୋଗ୍ଯ।ଉଲ୍ଲେଖଯୋଗ୍ୟ । ଏହି ସଂଘର୍ଷରେ ଦଲର ପ୍ରତିଷ୍ଠାତା ତଥା ଅଧ୍ଯକ୍ଷଅଧ୍ୟକ୍ଷ ଡଃ ମୁଖାର୍ଜୀ କାଶ୍ମୀର ଜେଲରେ ଶହୀଦ ହୋଇଥିଲେ। ସମ୍ବିଧାନର ଧାରା ୪୮ ଅନ୍ତର୍ଗତ ଦଳ ଗୋମାତାର ସୁରକ୍ଷା ପାଇଁ ଦାବି କରିଥିଲା। ଗାନ୍ଧିଜୀଙ୍କ ଘୋଷଣା ମୁତାବକ ଗୋମାତାର ସୁରକ୍ଷା ସ୍ବରାଜସ୍ଵରାଜ ଠାରୁ ମଧ୍ଯମଧ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ।ଗୁରୁତ୍ଵପୂର୍ଣ୍ଣ । ଏହା ଉପଲବ୍ଧି କରି ଦଳ ଗୋମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲା। ଜମିଦାରୀ ଓ ଜାଗିରିଦାରୀ ପ୍ରଥା ବିରୁଦ୍ଧରେ ଭାରତୀୟ ଜନସଂଘ ନିଜର ସ୍ବରସ୍ଵର ଦୃଢ କରିବା ସହ ପରମିଟ୍ ଲାଇସେନ୍ସ - କୋଟା ରାଜକୁ ତୀବ୍ର ବିରୋଧ କରିଥିଲା। ରାଷ୍ଟ୍ରୀୟ ସୁରକ୍ଷାକୁ ଅଧିକ୍ ମଜବୁତ କରିବା ପାଇଁ ଭାରତୀୟ ଜନସଂଘ ହିଁ ଆଣବିକ ଶକ୍ତିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା।ଦେଇଥିଲା । ୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ସଂଘ ପରିବାର ଦେଶରେ ଏକ ମହତ୍ତ୍ବପୂର୍ଣ୍ଣମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏପରିକି ୧୯୬୫ ଯୁଦ୍ଧ ସମୟରେ ଆରଏସ୍ଏସକୁ ପୋଲିସ୍ପୁଲିସ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ଆରଏସଏସର୍ କାର୍ଯ୍ଯକାର୍ଯ୍ୟ କୁଶଳତା ଓ ନିଛକ ଦେଶପ୍ରେମ ଦେଶର୍ ସବୁ ସଂପ୍ରଦାୟ ବେଶ ଉପଲବ୍ଧି କରିପାରିଥିଲେ। ଯାହାଦ୍ବାରାଯାହାଦ୍ଵାରା ହଜାର ହଜାର ସଂଖ୍ଯାରେସଂଖ୍ୟାରେ ମୁସଲମାନ ସଂପ୍ରଦାୟର ଲୋକମାନେ ଜନସଂଘରେ ଯୋଗଦେଇଥିଲେ। ସେଥିପାଇଁ ଶ୍ରୀ ଗୁରୁଜୀଙ୍କୁ ସ୍ବତନ୍ତ୍ର ଭାବେ ରାଷ୍ଟ୍ରୀୟ ଏକତା ପରିଷଦକୁ ନିମନ୍ତ୍ରିତ କରାଯାଇଥିଲା।କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜେନେରାଲ୍ କୁଲବନ୍ତ ସିଂ କହିଥିଲେ ଯେ, ପଞ୍ଜାବ ହେଉଛି ଭାରତର ଖଡ୍ଗ ଓ ଆରଏସ୍ଏସ୍ ପଞ୍ଜାବର ଖଡ୍ଗ।
 
ପରାଧିନ ଥିବାରୁ ସବୁ ଦେଶରେ ଯେଉଁ ଦଳ ରାଷ୍ଟ୍ରର ସ୍ବାଧୀନତା ସଂଗ୍ରାମରେ ନିୟୋଜିତ ହୋଇଥାଏ, ସେହିଦଳ ସ୍ବାଧୀନତା ପରେ ଅନେକ ସମୟ ଧରି କ୍ଷମତାରେ ରହିବା ସ୍ବାଭାବିକ।ସ୍ଵାଭାବିକ । ସେହିପରି କଂଗ୍ରେସ ମଧ୍ଯମଧ୍ୟ ସ୍ବାଧୀନୋତ୍ତରସ୍ଵାଧୀନୋତ୍ତର ଭାରତରେ ଦୀର୍ଘ ୨୦ ବର୍ଷ ପର୍ଯ୍ଯନ୍ତପର୍ଯ୍ୟନ୍ତ ଶାସନରେ ରହିଥିଲା।ରହିଥିଲା । କିନ୍ତୁ ୧୯୬୭ରେ କଂଗ୍ରେସର ଏଭଳି ଏକାଧିପତ୍ଯଏକାଧିପତ୍ୟ ନଷ୍ଟ ହେଲା।ହେଲା । ପଞ୍ଜାବରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସବୁଠାରେ ଅଣକଂଗ୍ରେସ ମେଣ୍ଟ କ୍ଷମତାକୁ ଆସିଲା।ଆସିଲା । କୁହାଗଲା, ଅମୃତସରରୁ କୋଲକାତା ପର୍ଯ୍ଯନ୍ତପର୍ଯ୍ୟନ୍ତ ଗଲେ ରାସ୍ତାରେ ଗୋଟିଏ ହେଲେ ମଧ୍ଯମଧ୍ୟ କଂଗ୍ରେସଶାସିତ ରାଜ୍ଯରାଜ୍ୟ ପଡିବ ନାହିଁ।ନାହିଁ । ପ୍ରାୟ ଅଧିକାଂଶ ରାଜ୍ଯରେରାଜ୍ୟରେ ଜନସଂଘ ଓ କମ୍ଯୁନିଷ୍ଟମାନେକମ୍ୟୁନିଷ୍ଟମାନେ ମିଳିତ ଭାବେ କାର୍ଯ୍ଯକାର୍ଯ୍ୟ କରୁଥିଲେ କରୁଥିଲେ। ଉଭୟଙ୍କ ମଧ୍ଯରେମଧ୍ୟରେ ଗୋଟିଏ ପ୍ରତିବଦ୍ଧତା ଥିଲା ଯେ, ସମସ୍ତେ ଭାରତମାତାର ସନ୍ତାନ ଓ ସମସ୍ତେ ବିଂଶ ଶତାବ୍ଦୀରେ ଜନ୍ମିତ।ଜନ୍ମିତ । କିନ୍ତୁ ଏହା ଅର୍ଥ ଓ ବାହୁବଳରେ ବିଭିନ୍ନ ରାଜ୍ଯରେରାଜ୍ୟରେ କ୍ଷମତାସୀନ ଅଣକଂଗ୍ରେସ ସରକାରମାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚେଷ୍ଟା କଲା।କଲା । ଏହାଦ୍ବାରାଏହାଦ୍ଵାରା ଜନସଂଘ ବିଚଳିତ ହୋଇନଥିଲା। ହେଲେ ଦେଶରେ ଐତିହ୍ଯଐତିହ୍ୟ ଓ ଅଖଣ୍ଡତା ପାଇଁ କାର୍ଯ୍ଯକାର୍ଯ୍ୟ କରୁଥିବା ସଂଘ ପରିବାରର ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଉପାଧ୍ଯାୟଙ୍କ ନେତୃତ୍ବରେନେତୃତ୍ଵରେ କାଲିକଟଠାରେ ଅନୁଷ୍ଠିତ ଏସ ମହାସଭାରେ କୁହାଗଲା ଯେ, ସବୁ ଭାରତୀୟ ଭାଷା ପାଇଁ ମିଳିବ ସହଯୋଗ।ସହଯୋଗ ଏହାଦ୍ବାରା। ଏହାଦ୍ଵାରା ଦେଶର ସବୁ ଭାଷାଭାଷୀଙ୍କ ମଧ୍ଯରେମଧ୍ୟରେ ଆନନ୍ଦର ଲହରୀ ଖେଳିଗଲା।ଖେଳିଗଲା । ଏପରିକି ଦାକ୍ଷିଣାତ୍ଯରେଦାକ୍ଷିଣାତ୍ୟରେ ମାଲାୟାଲାମ ଭାଷାରେ ପ୍ରକାଶିତ ମାତୃଭୂମି ଭାରତୀୟ ଜନସଂଘର ଏହି ଅଧିବେଶନକୁ ଏଥର ଗଙ୍ଗା ଦାକ୍ଷିଣାତ୍ଯକୁଦାକ୍ଷିଣାତ୍ୟକୁ ଆସୁଛି ବୋଲି ବର୍ଣ୍ଣନା କରିଥିଲା।କରିଥିଲା । କିନ୍ତୁ ଦୁର୍ଭାଗ୍ଯରଦୁର୍ଭାଗ୍ୟର ବିଷୟ ଯେ, ଦିନଦୟାଲଜୀଙ୍କ ଏହି ଐତିହାସିକ ଅଧିବେଶନର କିଛି ଦିନ ପରେ ତାଙ୍କୁ ମୋଗଲସରାଇ ରେଳ ଷ୍ଟେସନ ଠାରେ ହତ୍ଯାହତ୍ୟା କରି ଦିଆଯାଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଭାରତୀୟ ଜନସଂଘ ଦାବି କଲା। ସିବିଆଇ ତଦନ୍ତ କଲା କିନ୍ତୁ ଘଟଣାର ଅନୁସନ୍ଧାନ କରିଥିବା ସିବିଆଇ ଦିନଦୟାଲଙ୍କ ହତ୍ଯାହତ୍ୟା ପଛରେ ଥିବା ରାଜନୈତିକ ଷଡଯନ୍ତ୍ର୍ ସମ୍ପର୍କରେ ଚୁପ ରହିଥିଲା। ଏଥିରୁ ସିବିଆଇର ରାଜନୀତିକରଣ ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା।
ଦିନଦୟାଲଜୀଙ୍କ ହତ୍ଯା ଭାରତୀୟ ଜନସଂଘ ପାଇଁ ଏକ ଶକ୍ତ ଧକ୍କା ଥିଲା। କିନ୍ତୁ ଏହା ଦଳକୁ କର୍ତ୍ତବ୍ଯ ପଥରୁ ବିଚ୍ଯୁତ କରିପାରିନଥିଲା। ପୁଣି ଥରେ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ବରେ ଦଳ ନିଜକୁ ବାଂଲାଦେଶର ମୁକ୍ତି ଆନ୍ଦୋଳନରେ ସାମିଲ କଲା। ଦେଶରେ ବର୍ଦ୍ଧିତ ଖାଦ୍ଯ ପଦାର୍ଥ ମୂଲ୍ଯ ଓ ଖାଦ୍ଯାଭାବ ବିରୋଧରେ ବୃହତ ଆନ୍ଦୋଳନ କଲା। ୧୯୭୧ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦଳ ନିଜର ନିର୍ବାଚନୀ ଇସ୍ତାହାରରେ ଦାରିଦ୍ର୍ଯ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା। ଚିରାଚରିତ ଭାବେ ପରଶ୍ରୀକାତର କଂଗ୍ରେସ ଏହି ସ୍ଲୋଗାନକୁ ଚୋରି କରି ନେଇ ହିନ୍ଦୀରେ ରୂପାନ୍ତରିତ କରି ଗରିବ ହଟାଓ ଆହ୍ବାନ ଦେଲା। ଏହି ସ୍ଲୋଗାନ ବେଶ ଲୋକପ୍ରିୟ ହେଲା। ଫଳରେ ୧୯୭୧-୭୨ ନିର୍ବାଚନରେ କଂଗ୍ରେସକୁ ପ୍ରବଳ ଜନମତ ମିଳିଲା। ଏହାସତ୍ତ୍ବେ ଜନସଂଘ ରାଜନୈତିକ ଉତଥାନ ଓ ପତନକୁ ସାହସ ଓ ଧୈର୍ଯ୍ଯର ସହ ସମ୍ମୁଖୀନ୍ ହେଲା।
 
ଦିନଦୟାଲଜୀଙ୍କ ହତ୍ଯାହତ୍ୟା ଭାରତୀୟ ଜନସଂଘ ପାଇଁ ଏକ ଶକ୍ତ ଧକ୍କା ଥିଲା।ଥିଲା । କିନ୍ତୁ ଏହା ଦଳକୁ କର୍ତ୍ତବ୍ଯକର୍ତ୍ତବ୍ୟ ପଥରୁ ବିଚ୍ଯୁତବିଚ୍ୟୁତ କରିପାରିନଥିଲା କରିପାରିନଥିଲା। ପୁଣି ଥରେ ଶ୍ରୀ ଅଟଳବିହାରୀ[[ଅଟଳ ବାଜପେୟୀଙ୍କବିହାରୀ ନେତୃତ୍ବରେବାଜପେୟୀ]]ଙ୍କ ନେତୃତ୍ଵରେ ଦଳ ନିଜକୁ ବାଂଲାଦେଶର[[ବାଂଲାଦେଶ]]ର ମୁକ୍ତି ଆନ୍ଦୋଳନରେ ସାମିଲ କଲା।କଲା । ଦେଶରେ ବର୍ଦ୍ଧିତ ଖାଦ୍ଯଖାଦ୍ୟ ପଦାର୍ଥ ମୂଲ୍ଯମୂଲ୍ୟଖାଦ୍ଯାଭାବଖାଦ୍ୟାଭାବ ବିରୋଧରେ ବୃହତ ଆନ୍ଦୋଳନ କଲା।କଲା । ୧୯୭୧ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦଳ ନିଜର ନିର୍ବାଚନୀ ଇସ୍ତାହାରରେ ଦାରିଦ୍ର୍ଯଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା।କରିଥିଲା । ଚିରାଚରିତ ଭାବେ ପରଶ୍ରୀକାତର କଂଗ୍ରେସ ଏହି ସ୍ଲୋଗାନକୁ ଚୋରି କରି ନେଇ ହିନ୍ଦୀରେ ରୂପାନ୍ତରିତ କରି ଗରିବ ହଟାଓ ଆହ୍ବାନଆହ୍ଵାନ ଦେଲା। ଏହି ସ୍ଲୋଗାନ ବେଶ ଲୋକପ୍ରିୟ ହେଲା।ହେଲା । ଫଳରେ ୧୯୭୧-୭୨ ନିର୍ବାଚନରେ କଂଗ୍ରେସକୁ ପ୍ରବଳ ଜନମତ ମିଳିଲା। ଏହାସତ୍ତ୍ବେଏହାସତ୍ତ୍ଵେ ଜନସଂଘ ରାଜନୈତିକ ଉତଥାନ ଓ ପତନକୁ ସାହସ ଓ ଧୈର୍ଯ୍ଯରଧୈର୍ଯ୍ୟର ସହ ସମ୍ମୁଖୀନ୍ସମ୍ମୁଖୀନ ହେଲା ହେଲା।
ଅଖଣ୍ଡ ମାନବବାଦ :
ଦଳର ଦର୍ଶନ ଅଖଣ୍ଡ ମାନବବାଦ ଉପରେ ଆଧାରିତ ଯାହା ୧୯୬୫ ଏପ୍ରିଲ ୨୨ ରୁ ୨୫ ମଧ୍ଯରେ ଅନୁଷ୍ଠିତ ଏକ ସମାବେଶରେ ପଣ୍ଡିତ ଦିନଦୟାଲ ଉପାଧ୍ଯୟଙ୍କ ଅଭିଭାଷଣରେ କୁହାଯାଇଥିଲା। ପଣ୍ଡିତ ଦିନଦୟାଲ ଉପାଧ୍ଯାୟ ୧୯୧୬ ସେପ୍ଟେମ୍ବର ୨୫ରେ ଉତ୍ତରପ୍ରଦେଶର ମଥୁରା ନିକଟବର୍ତ୍ତୀ ନାଗାଲା ଚନ୍ଦ୍ରଭାନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାଟ୍ରିକ ପରୀକ୍ଷାରେ ଆଜମେର ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଉପାଧ୍ଯାୟଙ୍କୁ ୨ଟି ସ୍ବର୍ଣ୍ଣପଦକ ମିଳିଥିଲା। ପୁଣିଥରେ ଆଇଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଆଉ ଦୁଇଟି ସ୍ବର୍ଣ୍ଣ ପଦକ ପାଇଥିଲେ। ଏହାପରେ ଗଣିତରେ ସ୍ନାତକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଣ୍ଡିତ ଦିନ ଦୟାଲ ୧୯୩୭ରେ ଆରଏସ୍ଏସ୍ ର ପ୍ରାଥମିକ ସ୍ବୟଂସେବକ ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଆରଏସ୍ଏସ୍ ର ଯୁଗ୍ମ ପ୍ରବେଶିକ୍ ପ୍ରଚାରକ ଭାବେ ଉନ୍ନୀତ ହୋଇଥିଲେ। ୧୯୫୨ରେ ଜନସଂଘରେ ଯୋଗଦେଇ ଥିବା ଦିନଦୟାଲ ଏହାର ସାଧାରଣ ସଚିବ ନିଯୁକ୍ତି ପାଇଥିଲେ। ୧୯୬୭ରେ ସଚିବ ଭାବେ ନିଯୁକ୍ତି ପାଇଥିଲେ। ୧୯୬୭ରେ ଭାରତୀୟ ଜନସଂଘର ସଭାପତି ଭାବେ ନିର୍ବାଚିତ ହେବା ପର୍ଯ୍ଯନ୍ତ ସେ ଜନସଂଘର ସଚିବ ଭାବେ କାର୍ଯ୍ଯ ତୁଲାଇଥିଲେ। ଡଃ ଶ୍ଯାମପ୍ରସାଦ ମୁଖାର୍ଜୀଙ୍କ ଦେହାବସାନ ପରେ ଭାରତୀୟ ଜନସଂଘର ସାଙ୍ଗଠନିକ ଦାୟିତ୍ବ ପଣ୍ଡିତ ଦିନଦୟାଲଙ୍କ ଉପରେ ନ୍ଯସ୍ତ ହୋଇଥିଲା। ଯାହାକୁ ସେ ଅତ୍ଯନ୍ତ ନିଷ୍ଠା ଓ ସଫଳତାର ସହ ନିର୍ବାହ କରିଥିଲେ।
 
ପଞ୍ଚଜୈନ୍ଯ (ସପ୍ତାହିକି) ଓ ଲକ୍ଷ୍ମ୍ଔରୁ ପ୍ରକାଶ ପାଉଥିବା ସ୍ବଦେଶ (ଦୈନିକ)ର ସମ୍ପାଦନ ଦାୟିତ୍ବରେ କାର୍ଯ୍ଯ କରିଥିବା ପଣ୍ଡିତ ଉପାଧ୍ଯାୟ ହିନ୍ଦୀରେ ଚନ୍ଦ୍ରଗୁପ୍ତ ମ୍ଔର୍ୟ୍ଯ ଉପନ୍ଯାସ ରଚନା କରିଥିଲେ। ଶଙ୍କରାଚାର୍ଯ୍ଯଙ୍କ ଆତ୍ମଜୀବନୀ ହିନ୍ଦୀରେ ରଚନା କରି ପଣ୍ଡିତ ଉପାଧ୍ଯାୟ ହିନ୍ଦୀ ଭାଷା ସାହିତ୍ଯରେ ଏକ ଅନନ୍ଯ ସ୍ଥାନ ସୃଷ୍ଟି କରିପାରିଥିଲେ। ଆରଏସ୍ଏସ୍ ର ପ୍ରତିଷ୍ଠାତା ଡଃ ହେଗଡେୱ୍ଆରଙ୍କ ଆତ୍ମଜୀବନୀକୁ ମଧ୍ଯ ମରାଠୀରୁ ହିନ୍ଦୀକୁ ପଣ୍ଡିତ ଉପାଧ୍ଯାୟ ଅନୁବାଦ କରିଥିଲେ। ଏକ ଅଭାବନୀୟ ପରିସ୍ଥିତିରେ ୧୯୬୮ ଫେବୃଆରୀ ୧୧ରେ ପଣ୍ଡିତ ଉପାଧ୍ଯାୟଙ୍କ ଦେହାନ୍ତ ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଥିଲା।
 
 
 
==ଅଖଣ୍ଡ ମାନବବାଦ :==
ଦଳର ଦର୍ଶନ ଅଖଣ୍ଡ ମାନବବାଦ ଉପରେ ଆଧାରିତ ଯାହା ୧୯୬୫ ଏପ୍ରିଲ ୨୨ ରୁ ୨୫ ମଧ୍ଯରେମଧ୍ୟରେ ଅନୁଷ୍ଠିତ ଏକ ସମାବେଶରେ ପଣ୍ଡିତ ଦିନଦୟାଲ ଉପାଧ୍ଯୟଙ୍କଉପାଧ୍ୟାୟଙ୍କ ଅଭିଭାଷଣରେ କୁହାଯାଇଥିଲା।କୁହାଯାଇଥିଲା । ପଣ୍ଡିତ ଦିନଦୟାଲ ଉପାଧ୍ଯାୟଉପାଧ୍ୟାୟ ୧୯୧୬ ସେପ୍ଟେମ୍ବର ୨୫ରେ ଉତ୍ତରପ୍ରଦେଶର ମଥୁରା ନିକଟବର୍ତ୍ତୀ ନାଗାଲା ଚନ୍ଦ୍ରଭାନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାଟ୍ରିକ ପରୀକ୍ଷାରେ ଆଜମେର ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଉପାଧ୍ଯାୟଙ୍କୁଉପାଧ୍ୟାୟଙ୍କୁ ୨ଟି ସ୍ବର୍ଣ୍ଣପଦକସ୍ଵର୍ଣ୍ଣପଦକ ମିଳିଥିଲା।ମିଳିଥିଲା । ପୁଣିଥରେ ଆଇଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଆଉ ଦୁଇଟି ସ୍ବର୍ଣ୍ଣସ୍ଵର୍ଣ୍ଣ ପଦକ ପାଇଥିଲେ। ଏହାପରେ ଗଣିତରେ ସ୍ନାତକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଣ୍ଡିତ ଦିନ ଦୟାଲ ୧୯୩୭ରେ ଆରଏସ୍ଏସ୍ ର ପ୍ରାଥମିକ ସ୍ବୟଂସେବକସ୍ଵୟଂସେବକ ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଆରଏସ୍ଏସ୍ ର ଯୁଗ୍ମ ପ୍ରବେଶିକ୍ପ୍ରବେଶିକ ପ୍ରଚାରକ ଭାବେ ଉନ୍ନୀତ ହୋଇଥିଲେ। ୧୯୫୨ରେ ଜନସଂଘରେ ଯୋଗଦେଇ ଥିବା ଦିନଦୟାଲ ଏହାର ସାଧାରଣ ସଚିବ ନିଯୁକ୍ତି ପାଇଥିଲେ। ୧୯୬୭ରେ ସଚିବ ଭାବେ ନିଯୁକ୍ତି ପାଇଥିଲେ। ୧୯୬୭ରେ ଭାରତୀୟ ଜନସଂଘର ସଭାପତି ଭାବେ ନିର୍ବାଚିତ ହେବା ପର୍ଯ୍ଯନ୍ତପର୍ଯ୍ୟନ୍ତ ସେ ଜନସଂଘର ସଚିବ ଭାବେ କାର୍ଯ୍ଯକାର୍ଯ୍ୟ ତୁଲାଇଥିଲେ। ଡଃ ଶ୍ଯାମପ୍ରସାଦଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଦେହାବସାନ ପରେ ଭାରତୀୟ ଜନସଂଘର ସାଙ୍ଗଠନିକ ଦାୟିତ୍ବଦାୟିତ୍ଵ ପଣ୍ଡିତ ଦିନଦୟାଲଙ୍କ ଉପରେ ନ୍ଯସ୍ତନ୍ୟସ୍ତ ହୋଇଥିଲା। ଯାହାକୁ ସେ ଅତ୍ଯନ୍ତଅତ୍ୟନ୍ତ ନିଷ୍ଠା ଓ ସଫଳତାର ସହ ନିର୍ବାହ କରିଥିଲେ।
 
ପଞ୍ଚଜୈନ୍ଯପଞ୍ଚଜୈନ୍ୟ (ସପ୍ତାହିକି) ଓ ଲକ୍ଷ୍ମ୍ଔରୁ[[ଲକ୍ଷ୍ନୌ]]ରୁ ପ୍ରକାଶ ପାଉଥିବା ସ୍ବଦେଶସ୍ଵଦେଶ (ଦୈନିକ)ର ସମ୍ପାଦନ ଦାୟିତ୍ବରେଦାୟିତ୍ଵରେ କାର୍ଯ୍ଯକାର୍ଯ୍ୟ କରିଥିବା ପଣ୍ଡିତ ଉପାଧ୍ଯାୟଉପାଧ୍ୟାୟ ହିନ୍ଦୀରେ ଚନ୍ଦ୍ରଗୁପ୍ତ ମ୍ଔର୍ୟ୍ଯମୌର୍ଯ୍ୟ ଉପନ୍ଯାସଉପନ୍ୟାସ ରଚନା କରିଥିଲେ। ଶଙ୍କରାଚାର୍ଯ୍ଯଙ୍କଶଙ୍କରାଚାର୍ଯ୍ୟଙ୍କ ଆତ୍ମଜୀବନୀ ହିନ୍ଦୀରେ ରଚନା କରି ପଣ୍ଡିତ ଉପାଧ୍ଯାୟଉପାଧ୍ୟାୟ ହିନ୍ଦୀ ଭାଷା ସାହିତ୍ଯରେସାହିତ୍ୟରେ ଏକ ଅନନ୍ଯଅନନ୍ୟ ସ୍ଥାନ ସୃଷ୍ଟି କରିପାରିଥିଲେ।କରିପାରିଥିଲେ । ଆରଏସ୍ଏସ୍ ର ପ୍ରତିଷ୍ଠାତା ଡଃ ହେଗଡେୱ୍ଆରଙ୍କ ଆତ୍ମଜୀବନୀକୁ ମଧ୍ଯମଧ୍ୟ ମରାଠୀରୁ ହିନ୍ଦୀକୁ ପଣ୍ଡିତ ଉପାଧ୍ଯାୟଉପାଧ୍ୟାୟ ଅନୁବାଦ କରିଥିଲେ। ଏକ ଅଭାବନୀୟ ପରିସ୍ଥିତିରେ ୧୯୬୮ ଫେବୃଆରୀ ୧୧ରେ ପଣ୍ଡିତ ଉପାଧ୍ଯାୟଙ୍କଉପାଧ୍ୟାୟଙ୍କ ଦେହାନ୍ତ ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଥିଲା।କରିଥିଲା ।
 
==ଆଧାର==
୨୪,୯୦୩

ଗୋଟି ସମ୍ପାଦନା