"ସନ୍ତୋଷ ଟ୍ରଫି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
| current = [[୨୦୧୨ ସନ୍ତୋଷ ଟ୍ରଫି]]
}}
'''ସନ୍ତୋଷ ଟ୍ରଫି''' ଫୁଟବଲ।୧୯୪୧ ମସିହାରେ ଭାରତୀୟ ଫୁଟବଲ ଆସୋସିଏଶନ ଥିବା ସଭାପତି ଥିବା '''ସନ୍ତୋଷ'''ର ମହାରାଜା ସାର ମନ୍ମଥ ନାଥ ରାୟ ଚୈଧୁରୀଙ୍କ ନାମରେ ଏହି ଟ୍ରଫିର ନାମକରଣ ହେଇଛି।ସନ୍ତୋଷ ବର୍ତ୍ତମାନ ବାଂଲାଦେଶରେ[[ବାଂଲାଦେଶ]]ରେ ଅବସ୍ତିତ।କିନ୍ତୁ ସ୍ବାଧୀନତାସ୍ଵାଧୀନତା ପୂର୍ବରୁ ଅଖଣ୍ଡ ଭାରତୀୟ ରାଜ୍ୟଭାବେ ରହିଥିବା ସନ୍ତୋଷ ନାମରେ ହିଁ ଏହି ଟ୍ରଫିର ନାମକରଣ ହେଇଛି ।୧୯୪୧ ମସିହାରୁ ପ୍ରତିବର୍ଷ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ଅନୁଷ୍ଠିତ ହେଇଆସୁଛି ଏହି ପ୍ରତିଯୋଗିତା ।ଏଥିରେ ପ୍ରତ୍ୟେକ ରାଜ୍ୟ,କେନ୍ଦ୍ରଶାସିତ ଅଂଚଳ ଓ ବିଭିନ୍ନ ସରକାରୀ ସଂଗଠନ ଗୁଡିକ ଅଂଶଗ୍ରହଣ କରିଆସୁଛନ୍ତି ।ରନର୍ସ ଅଫ ଟ୍ରଫି କମଳା ଗୁପ୍ତା ଙ୍କ ନାମରେ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ମହୀଶୁର ଫୁଟବଲ ଆସୋସିଏଶନ ପକ୍ଷରୁ ସମ୍ପାଙ୍ଗୀ କପ ୧୯୫୨ ମସିହାରୁ ଦିଆହୋଇଆସୁଛି ।ସମ୍ପାଙ୍ଗୀ ମହୀଶୁର(ବର୍ତ୍ତମାନ [[କର୍ଣ୍ଣାଟକ]])ର ଜଣେ ପ୍ରସିଦ୍ଧ ଫୁଟବଲ ଖେଳାଳି ଥିଲେ ଏବଂ ତାଙ୍କ ନାମରେ ଏହି ଟ୍ରଫି ଦେବାର ବ୍ୟବସ୍ଥା କରାଯାଇଛି।
 
==ଲକ୍ଷ୍ୟ==
୧୯୯୬ ପର୍ଯ୍ୟନ୍ତ ସନ୍ତୋଷ ଟ୍ରଫି [[ଭାରତ]]ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚିତ ହେଇଆସୁଥିଲା ।ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନକୁ ଭିତ୍ତିକରି ଜାତୀୟ ଦଳ ସହ ଅନ୍ୟାନ୍ୟ ଦଳ ଚୟନ କରାଯାଉଥିଲା।କିନ୍ତୁ ୧୯୯୬ରେ ନ୍ୟାଶନାଲ ଫୁଟବଲ ଲିଗ ଆରମ୍ଭ ହେବା ପରେ ସନ୍ତୋଷ ଟ୍ରଫିର ଗୁରୁତ୍ବ କମିଯାଇଛି।ନ୍ୟାଶନାଲ ଫୁଟବଲ ଲିଗରେ ଦେଶର ପ୍ରତିଷ୍ଠିତ ଖେଳାଳିଙ୍କ ସମେତ ଦେଶ ବାହାରର ଖେଳାଳିଙ୍କ ସମାଗମ ଯୋଗୁଁ ଏହା ଦେଶର ସବୁଠୁ ବଡ ଏବଂ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ବିବେଚିତ ହେଇଛି।ଏବେ ସନ୍ତୋଷ ଟ୍ରଫିକୁ ଭବିଷ୍ୟତ ଗଢିବା ପାଇଁ ବ୍ୟବହାର କରାଯାଉଛି।ଏହି ଟୁର୍ଣ୍ଣାମେଣ୍ଟକୁ ଏବେ [[ଅଲିମ୍ପିକ କ୍ରିଡ଼ା |ଅଲିମ୍ପିକ]] ଢାଞ୍ଚାରେ ଆୟୋଜନ କରାଯାଉଛି।ଟୁର୍ଣ୍ଣାମେଣ୍ଟରେ କେବଳ ୨୩ ବର୍ଷରୁ କମ ବୟସର ଖେଳାଳି ମାନଙ୍କୁ ସାମିଲ କରାଯାଉଥିବାରୁ ଭବିଷ୍ୟତ ଖେଳାଳିଙ୍କୁ ଚିହ୍ନଟ କରିବାପାଇଁ ସବୁଠାରୁ ବଡ ପ୍ଲାଟଫର୍ମ ଭାବେ ଉଭାହେଇଛି।ଯୁବ ଖେଳାଳିମାନେ ମଧ୍ୟ ଏହାର ସଦୁପଯୋଗ କରିଛନ୍ତି ।
୯,୨୪୪

ଗୋଟି ସମ୍ପାଦନା