"କେଦାରନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬୩ କ ଧାଡ଼ି:
[[ଉତ୍ତରାଖଣ୍ଡ]]ର ରାଜ୍ୟର [[ଗଡ଼ୱ୍ଆଲ]] ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ '''ଶ୍ରୀକେଦାରନାଥ '''ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ତିତ ।ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହେଇଛନ୍ତି ।ହିନ୍ଦୁଶାସ୍ତ୍ର,ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ [[କେଦାରଖଣ୍ଡ]] ଭାବେ ବର୍ଣ୍ଣନା କରାଯାଇଛି ।<ref>http://www.chardhamtours.net/kedarnath.html</ref>
==କିମ୍ବଦନ୍ତୀ==
କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର [[ପାଣ୍ଡବ]]ମାନଙ୍କ ଦ୍ଵାରା ନିର୍ମିତ ହେଇଥିଲା।<ref>http://www.chardhamtours.net/kedarnath-history.html</ref>ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରେଇଥିଲକରେଇଥିଲେ ।ବର୍ତ୍ତମାନର ମଣ୍ଡିର ଅଷ୍ଟମ ଶତାବ୍ଦୀରେ [[ଆଦିଶଙ୍କରାଚାର୍ଯ୍ୟ]]ଙ୍କ ଦ୍ଵାରା ନିର୍ମିତ ।ସମୟ କ୍ରମେ ମନ୍ଦିର ଜିର୍ଣ୍ଣ ହେଇପଡିଛି ଏବଂ ପୁନଃ ମନ୍ଦିରର ଜୀର୍ଣ୍ଣ ସଂସ୍କାର କରାଯାଇଛି ।
 
==ପୌରାଣିକ==
୮୧ କ ଧାଡ଼ି:
{{ଆଧାର}}
==ବାହାର ଆଧାର==
 
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
"https://or.wikipedia.org/wiki/କେଦାରନାଥ"ରୁ ଅଣାଯାଇଅଛି