"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
No edit summary |
||
୨ କ ଧାଡ଼ି:
'''ଭାରତୀୟ ଜନତା ପାର୍ଟି '''[[ଭାରତ]]ର ଏକ ରାଜନୈତିକ ଦଳ ।
ଭାରତୀୟ ଜନତା ପାର୍ଟି ସଙ୍ଘ ପରିବାରର ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂବକ (ଆରଏସ୍ଏସ୍) ଉପରେ ସବୁବେଳେ ସାମ୍ପ୍ରଦାୟିକ, ପ୍ରତିକ୍ରିୟାତ୍ମକ ବୋଲି ଅଭିଯୋଗ ହୋଇଥାଏ। ତେବେ କେବଳ ଆରଏସ୍ଏସ୍ ର୍ ସମାଲୋଚକମାନେ ଏଭଳି କହି ନଥାନ୍ତି, ଅନ୍ୟମାନେ ମଧ୍ଯ ଏପରି ଚିନ୍ତା କରିଥାନ୍ତି। କିନ୍ତୁ ସଂଘର ସ୍ବୟଂସେବକମାନେ ଏଭଳି ସମାଲୋଚନାକୁ ଅଗ୍ରାହ୍ୟ କରିଦିଅନ୍ତି। କାରଣ ସେମାନଙ୍କ ହୃଦୟରେ କ୍ଔଣସି ଦ୍ବନ୍ଦ୍ବ ନଥାଏ ଯେ, ଆରଏସ୍ ଏସ୍ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ରାଷ୍ଟ୍ରୀୟତା ଓ ରାଷ୍ଟ୍ରୀୟ ଶକ୍ତି ବୃଦ୍ଧି ପାଇଁ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଚରିତ୍ରକୁ ଶାଣିତ କରିବାରେ କାର୍ଯ୍ୟ କରେ। ଏବେ ଏହି ସଂଗଠନ ଏକ୍ ସନ୍ତୁଳିତ ବ୍ୟବସ୍ଥା ସହ ଦୃଢ ତଥା ଅଗ୍ରଗାମୀ କ୍ରମବର୍ଦ୍ଧିଷ୍ଣ ଦେଶପ୍ରେମୀ ସଂଗଠନରେ ପରିଣତ ହୋଇଛି। ବିଜେପିର ସମାଲୋଚକମାନେ ମଧ୍ଯ ଏହା ସ୍ବୀକାର କରୁଛନ୍ତି ଯେ, ବିଜେପି ଏବେ ଏକ ମହାଦୃମରେ ପରିଣତ ହୋଇଛି। ଏହାର ରାଷ୍ଟ୍ରବ୍ୟାପୀ ମହାକାୟାକୁ ପ୍ରତିହତ କରିବା ଆଉ ସମ୍ଭବ ନୁହେଁ।
ଗୋଟିଏ ରାଷ୍ଟ୍ରର ଇତିହାସ ଏହାର ଦର୍ଶନକୁ ପ୍ରତିଫଳିତ କରିଥାଏ ଏବଂ ସଂଘ ପରିବାର ଭାରତୀୟ ଇତିହାସ ସମ୍ପର୍କରେ ଏକ ସ୍ପଷ୍ଟ ଓ ତୀର୍ଯ୍ୟକ ଅବଧାରଣା ରଖିଛନ୍ତି। ଜମ୍ବୁଦ୍ବୀପ ଭାରତ ବର୍ଷରେ ଦିନେ ଏକ ମହାନ ସଭ୍ୟତା ଗଢି ଉଠିଥିଲା। ଯାହା ଦକ୍ଷିଣାତ୍ୟରେ [[ଶ୍ରୀଲଙ୍କା]]ଠାରୁ ଆରମ୍ଭ କରି ଜାଭା, ପୂର୍ବରେ ଜାପାନ୍, ଉତ୍ତରରେ ତିଦ୍ଦତ ମଙ୍ଗୋଲିଆରୁ [[ଚୀନ]] ଏପରିକି ସାଇବେରିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆର୍ଯ୍ୟଭୂମୀ [[ଭାରତ]]ବର୍ଷ ହୁନ, ଶାକ ଓ ଗ୍ରୀକମାନଙ୍କ ଆକ୍ରମଣରୁ ନିଜକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ତୁର୍କୀମାନଙ୍କ ଇସଲାମିସକ୍ ଝଡ ନିକଟରେ ଶିଥିଳ ପଡିଯାଇଥିଲା। ତେବେ ହଜାରେ ବର୍ଷ ଧରି ଏହି ଝଡ ଯୋଗୁଁ [[ଭାରତ]] ରକ୍ତରଞ୍ଜିତ ହୋଇଛି। ତଥାପି କେବେ ହେଲେ ଏହି ଝଡ ନିକଟରେ ଆତ୍ମସମର୍ପଣ କରିନାହିଁ। ବିଜୟନଗରର ମହାରାଜା, ଶିବାଜୀ, ରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହ ଓ ଶହୀଦ ହୋଇଯାଇଥିବା ଅସଂଖ୍ୟ ଯୋଗଜନ୍ମା ବୀରପୁତ୍ରଙ୍କ ତ୍ୟାଗ ଓ ଚେଷ୍ଟା ଯୋଗୁଁ ଭାରତୀୟ ସଭ୍ୟତା ଆଜି ମଧ୍ଯ ତୀର୍ଯ୍ୟକ ଓ ଯାଜୁଲ୍ୟମାନ ହୋଇ ରହିଛି। ପୂର୍ବରୁ ଭାରତୀୟ ସଭ୍ୟତାର ଏହି ମଶାଲ ସ୍ବାମୀ ଦୟାନନ୍ଦ ଓ[[ ସ୍ବାମୀ ବିବେକାନନ୍ଦ]]ଙ୍କ ଭଳି ବରପୁତ୍ରଙ୍କ ହାତରେ ସୁରକ୍ଷିତ ରହିଥିଲା। ଚଳିତ ଶତାଦ୍ଦୀରେ ମଧ୍ଯ ଶ୍ରୀ ଅରବିନ୍ଦ, ଲୋକମାନ୍ୟ ତିଲକ ଓ [[ମହାତ୍ମାଗାନ୍ଧୀ]]ଙ୍କ ପରି ତ୍ୟାଗପୁତ୍ର ଭାରତୀୟଙ୍କ ସତ୍ୟନିଷ୍ଠ କର୍ମରେ ଏହା ଅଧିକ ରୁଦ୍ଧିମନ୍ତ ହୋଇଛି। ଠିକ୍ ସେହିପରି ଜଣେ ତ୍ୟାଗପୁତ ସଚ୍ଚା ଭାରତୀୟ, ଡକ୍ଟର ହେଗଡେୱ୍ଆରଙ୍କ ଦ୍ବାରା ୧୯୨୫ରେ ସ୍ଥାପିତା ହୋଇଥିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ ଏସ୍)। ୧୯୪୦ରେ ଶ୍ରୀ ଗୁରୁଜୀଙ୍କ ଦ୍ବାରା ଏହାକୁ ଏକ ସାଙ୍ଗଠନିକ ରୂପେ ଦିଆଗଲା। ଏହା ଭାରତରେ ଥିବା ମୁସଲମାନ ସଂପ୍ରଦାୟର ବିରୋଧି ନୁହଁ। ଏହି ପ୍ରସଙ୍ଗରେ
ରାଷ୍ଟୀୟ ସ୍ବୟଂସେବକ ସଂଘ
ରାଷ୍ଟୀୟ ସ୍ବୟଂସେବକ ସଂଘ (
କୋଟି କୋଟି ଲୋକଙ୍କ ସମର୍ଥନ ହାସଲ କରି କାର୍ଯ୍ଯ କରୁଥିବା ଆରଏସ୍ଏସ୍ କେବେ ହେଲେ ଗାନ୍ଧିଜୀଙ୍କ ମୁସଲମାନ ସନ୍ତୁଷ୍ଟିକରଣ ନୀତିକୁ ଗ୍ରହଣ କରି ପାରିନଥିଲା। ଗାନ୍ଧିଜୀ ଖିଲାଫତ ଆନ୍ଦୋଳନକୁ ସମର୍ଥନ୍ ଦେବା ମଧ୍ଯ ଆରଏସ୍ଏସ୍ ପାଇଁ ଗ୍ରହଣଯୋଗ୍ଯ ନଥିଲା। ଏହା ସତ୍ତ୍ବେ ଆରଏସ୍ଏସ୍ ଗାନ୍ଧିଜୀଙ୍କ ପ୍ରତି ସବୁଠାରୁ ଅଧିକ ସମ୍ମାନ ଓ ଆଦର ଜ୍ଞାପନ କରିଥାଏ। ଏପରିକି ଗାନ୍ଧିଜୀ ୧୯୩୪ ଡିସେମ୍ବରରେ ଔର୍ଧ୍ଧାସ୍ଥିତ ଆରଏସ୍ଏସ୍ ଶୀତକାଳୀନ କ୍ଯାମ୍ପକୁ ପରିଦର୍ଶନରେ ଯାଇଥିଲେ ଓ ସେପ୍ଟେମ୍ବର ୧୯୪୭ରେ ଦିଲ୍ଲୀର ଭଙ୍ଗି କଲୋନୀ ଠାରେ ଆରଏସ୍ଏସ୍ ର କର୍ମକର୍ତ୍ତାଙ୍କୁ ଉଦବୋଧନ୍ ଦେଇଥିଲୋ।
|