"ରାଜେଶ ଖାନ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Adding fr:Rajesh Khanna
ଟିକେ ବନାନ
୧୭ କ ଧାଡ଼ି:
| children = [[ଟ୍ଵିଙ୍କିଲ ଖାନ୍ନା]]<br />[[ରିଙ୍କି ଖାନ୍ନା]]
}}
'''ରାଜେଶ ଖାନ୍ନା'''(୨୯ ଡିସେମ୍ବର ୧୯୪୨-୧୮ ଜୁଲାଇ ୨୦୧୨), ଭାରତର ଜଣେ ହିନ୍ଦୀ କଥାଚିତ୍ର ଅଭିନେତା ତଥା ପ୍ରଯୋଜକ ଏବଂ ଜଣେ ରାଜନୈତିକରାଜନେତା ।ସେ। ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର କାକାଜୀ ଭାବେ ପରିଚିତ ।ସେ। ସେ ବଲିଉଡରବଲିଉଡ଼ର ପ୍ରଥମ ସୁପର୍ ଷ୍ଟାର ଥିଲେ ।<ref>http://www.bbc.co.uk/news/world-asia-india-18881804</ref> ରାଜେଶଙ୍କର ପ୍ରକୃତ ନାମ ଯତିନ ଖାନ୍ନା ।ରାଜେଶଙ୍କୁ। ରାଜେଶଙ୍କୁ ତାଙ୍କ ପିତାମାତାଙ୍କର ଜଣେ ସମ୍ପର୍କିୟ ପୌଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ ।<ref>http://m.indiatoday.in/story/rajesh-khanna-dead/1/208913.html</ref>
 
==ପ୍ରାରମ୍ଭିକ ଜୀବନ==
ଛୋଟବେଳୁ ଅଭିନୟ କରିବାର ତାଙ୍କର ବହୁତ ଆଗ୍ରହ ଥିଲା । ସେ ସ୍କୁଲ ଓ କଲେଜ ସମୟରେ ଡ୍ରାମା ରେ ଅଭିନୟ କରୁଥିଲେ ।୧୯୬୫। ୧୯୬୫ ମସିହାରେ ତାଙ୍କର ଭାଗ୍ୟର ଡୋରି ବଦଳିଯାଇଥିଲା । ସେହି ସମୟରେ "ୟୁନାଇଟେଡ୍ ପ୍ରଡ୍ୟୁସର ଏଣ୍ଦଏଣ୍ଡ ଫିଲ୍ମଫେୟାର" ପକ୍ଷରୁ ଅଭିନେତା ପାଇଁ "ଟେଲେଣ୍ଟଟାଲେଣ୍ଟ ହଣ୍ଟ"ରେ ଭାଗ ନେଇ ଶେଷ ୮ ଜଣଙ୍କ ମଧ୍ୟରେ ରହି ସମସ୍ତଙ୍କ ନଜରକୁ ଆସିଥିଲେ ।ଏହାର। ଏହାର ଗୋଟିଏ ବର୍ଷ ପରେ ସେ [[ଚେତନ ଆନନ୍ଦ]] ତାଙ୍କୁ ଆଖିର୍ ଖତ୍ ଚଳଚ୍ଚିତ୍ରରେ ପ୍ରଥମଥର ହିରୋମୁଖ୍ୟଚରିତ୍ର ଭାବରେରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ ।ସେହିଠାରେ। ସେହିଠାରେ ହିଁ ତାଙ୍କ ନାମ ଯତିନ ରୁଯତିନରୁ ରାଜେଶକୁ ପରିବର୍ତ୍ତନ କରାଯାଇଥିଲା ।ଏହା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।ପ୍ରାରମ୍ଭିକ। ପ୍ରାରମ୍ଭିକ ସମୟରେ ତାଙ୍କ ଫିଲ୍ମ ଗୁଡିକ ବିଶେଷ ସଫଳତା ଲାଭ କରିନ ଥିଲା ।କିନ୍ତୁ। କିନ୍ତୁ ୧୯୬୯ ରେ ନିର୍ମିତ "ଆରାଧନା" ଫିଲ୍ମରେକଥାଚିତ୍ରରେ ଅଭିନେତ୍ରୀ [[ଶର୍ମିଲା ଟାଗୋର]] ଙ୍କ ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନ କୁ କିଣି ନେଇଥିଲା ।ଆରାଧନା। ଆରାଧନା ଫିଲ୍ମରର ବିପୁଳ ସଫଳତା ଥିଲା ରାଜେଶ ଙ୍କରାଜେଶଙ୍କ କ୍ୟାରିଅରର ଟର୍ଣ୍ଣିଂନିର୍ଣ୍ଣାୟକ ପଏଣ୍ଟମୋଡ଼ "ଆରାଧନା" ଫିଲ୍ମରୁକଥଚିତ୍ରରୁ ସେ ହେଲେ ସୁପରଷ୍ଟାର ।ସେ। ସେ ଅଭିନେତ୍ରୀ [[ହେମାମାଳିନୀ]]ଙ୍କ ସହ ସର୍ବାଧିକ ୧୫ଟି ରୋମାଣ୍ଟିକ ଫିଲ୍ମ କରିଥିଲେ ।ଫିଲ୍ମ ଆନନ୍ଦଫିଲ୍ମ '''ଆନନ୍ଦ'''ରେ ସେ ଖୁବ ଉଚ୍ଚ କୋଟୀର ଅଭିନୟ କରି ମାଧ୍ୟମରେ ପ୍ରମାଣ କରିଦେଇଥିଲେ ଯେ,"ଫିଲ୍ମ ରେ ଜଣେ ଅଭିନେତା କାନ୍ଦିବାଟା ଦୁଃଖ ନୁହେଁ, ତାହାକୁ ଦେଖି ଯଦି ଦର୍ଶକ ଦେଖି କାନ୍ଦିବେ ତାହା ପ୍ରକୃତ ଦୁଃଖ" ।ଫିଲ୍ମଟି। ଫିଲ୍ମଟି ଦେଖିବାପରେ ଦର୍ଶକଙ୍କ କାନରେ ରାଜେଶଙ୍କ"ବାବୁମୁସାୟ" ଡାକଟି ସତେ ଯେମିତି ଗୁଞ୍ଜରିତ ହେଉଥିଲା ।ଜୀବନ। ଜୀବନ କାଳ ମଧ୍ୟରେ ସେ ୧୬୩ଟି ଫିଲ୍ମରେକଥଚିତ୍ରରେ ଅଭିନୟ କରିଛନ୍ତି ।ସେ। ସେ ଗୁଡିକ ମଧ୍ୟରେ ୧୦୬ଟି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।ଫିଲ୍ମ। ଫିଲ୍ମ ଫେୟାର ଆୱାଡ ପାଇଁ ସେ ୧୪ ଥର ମନୋନୟନ ତାଲିକାରେ ସ୍ଥାନ ପାଇଥିବା ବେଳେ ତାଙ୍କୁ ୩ ଥର ଶ୍ରେଷ୍ଠ ଅଭିନେତା ପୁରସ୍କୃତ କରାଯାଇଥିଲା ।୨୦୦୫। ୨୦୦୫ ରେ ତାଙ୍କୁ '''ଲାଇଫ ଟାଇମ ଆଚିଭମେଣ୍ଟ '''ପୁରସ୍କାର ପ୍ରଦାନ କରାଯାଇଥିଲା ।<ref>http://www.awardsandshows.com/features/lifetime-achievement-award-64.html</ref>ଅଭିନେତ୍ରୀ ଅଞ୍ଜୁ ମାହେନ୍ଦ୍ରୁଙ୍କମହେନ୍ଦ୍ରୁଙ୍କ ସହ ତାଙ୍କର ୭ ବର୍ଷର ପ୍ରେମ ସମ୍ପର୍କ ରହିଥିଲା।ତାହାରହିଥିଲା । ତାହା ତୁଟି ଯିବାପରେ ସେ ୧୯୭୩ ମସିହାରେ ହଠାତ ଅଭିନେତ୍ରୀ [[ଡିମ୍ପଲ କାପଡିଆକାପାଡ଼ିଆ]] ଙ୍କୁ ବିବାହ କରି ବଲିଉଡ ରେବଲିଉଡ଼ରେ ଚହଳ ସୃଷ୍ଟି କରିଥିଲେ । <ref>http://entertainment.oneindia.in/bollywood/features/2012/the-love-hate-story-of-rajesh-khanna-dimple-kapadia-097601.html</ref>ତାଙ୍କ ଦୁଇ ଝିଅ ଟ୍ବିଙ୍କିଲଟ୍ଵିଙ୍କିଲ ଓ ରିଙ୍କି ।ଅଭିନେତା। ଅଭିନେତା [[ଅକ୍ଷୟ କୁମାର]] ତାଙ୍କ ଜ୍ବାଇଁଜାମାତାଟ୍ବିଙ୍କିଲଟ୍ଵିଙ୍କିଲଙ୍କ ଙ୍କ ସ୍ବାମୀସ୍ଵାମୀ ।<ref>http://www.in.com/rajesh-khanna/biography-612.html</ref>୧୯୮୪ ରେ ଡିମ୍ପଲ ଙ୍କ ସହ ମନୋମାଳିନ୍ୟ ଯୋଗୁଁ ପରସ୍ପର ଦୁରେଇଯାଇଥିଲେ ।କିନ୍ତୁ। କିନ୍ତୁ ସେମାଙ୍କ ମଧ୍ୟରେ ବିବାହ ଉଚ୍ଛେଦ ହୋଇନଥିଲା ।
 
===ସର୍ବକାଳୀନ ଶ୍ରେଷ୍ଠ ୧୫ ଫିଲ୍ମକଥାଚିତ୍ର===
*ଇତେଫାକ୍(୧୯୬୯)
*ଆରାଧନା(୧୯୬୯)
୩୯ କ ଧାଡ଼ି:
*ହମ ଦୋନୋ(୧୯୮୫)<ref>http://www.topsongsmovieslist.com/list-of-rajesh-khanna-movies/</ref>
==ରାଜନୀତି==
ନବେ ଦଶକୁ ଅଭିନୟରୁ ଦୂରେଇ ରାଜେଶ ରାଜନୀତିରେ ପ୍ରବେଶ କରିଥିଲେ ।୧୯୯୨। ୧୯୯୨ ରେ ସେ କଂଗ୍ରେସ ଟିକେଟରୁ [[ନୂଆ ଦିଲ୍ଲୀ]]ରୁ ଲୋକସଭାକୁ ନିର୍ବାଚିତ ହେଇଥିଲେ ।<ref>http://books.google.co.in/books?id=yInZdHn-pKoC&pg=PA493&hl=en#v=onepage&q&f=false</ref>
 
 
 
==ଆଧାର==
{{ଆଧାର}}
==ବାହାର ଆଧାର==
ଓଡି଼ଆ* ଓଡ଼ିଆ ଖବର କାଗଜ [[ସମ୍ବାଦ]] ତା.୧୯-୦୭-୧୨
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ଶ୍ରେଣୀ:୧୯୪୨ ଜନ୍ମ]]
[[ଶ୍ରେଣୀ:୨୦୧୨ ମୃତ୍ୟୁ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ar:راجيش كانا]]
[[de:Rajesh Khanna]]