"ଭଦ୍ରକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୧ କ ଧାଡ଼ି:
 
== ପର୍ଯ୍ୟଟନ==
''''''ଭଦ୍ରକ ଜିଲ୍ଲା ରେ ଭଦ୍ରକାଳୀ,ଆଖଣ୍ଡଳମଣି ପିଠ ଅବସ୍ତିତ'''''''''
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ରେଳଷ୍ଟେସନଠାରୁ ପ୍ରାୟ ୧୦ କି.ମି.ଦୂରରେ ଅବସ୍ଥିତ। ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଭଦ୍ରକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ। ମୁସଲିମ୍ ସୁଫି ସନ୍ଥ ମୁଜାହିଦ୍-ଇ-ମିଲ୍ଲାତଙ୍କର ସମାଧୀ (ମଜ୍ଜାର) ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୨୨କି.ମି.ଦୂର ଧାମନଗରଠାରେ ରହିଅଛି। ଆଉଜଣେ ସୁଫିସନ୍ଥ, ସୟଦ ନାସିମ ଅଖତାର କ୍ୱାଦ୍ରି ଓରଫ ସରକାର ବାବାଙ୍କ ମସଜିଦ୍ ଭଦ୍ରକ ପୌରପରିଷଦ ଇଲାକାରେ ଅବସ୍ଥିତ ଯାହା ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୩କି.ମି.ଦୂରରେ ରହିଛି । ସେ ଜଣେ ଜୀବନ୍ତ ମହାପୁରୁଷ ଓ ପ୍ରତିଦିନ ହଜାର ହଜାର ଭକ୍ତ ତାଙ୍କ ଆଶୀର୍ବାଦ ପାଇବାପାଇଁ ଏଠାକୁ ଆସିଥାନ୍ତି। ଶିଖ୍ ଗୁରୁଦ୍ୱାରା ପୁରୁଣା ବଜାରରେ ଅବସ୍ଥିତ ଯାହା ଭଦ୍ରକ ମୁଖ୍ୟ ବଜାରଠାରୁ ୫ କି.ମ. ଦୂରରେ ଅବସ୍ଥିତ। ଧାମରାର ମା ଧାମରେଇ ମନ୍ଦିର ଭଦ୍ରକଠାରୁ ୮୦ କି.ମି. ଦୂର। ଏଠାରେ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ଅନୁଷ୍ଠାନ ରହିଛି ତଥା ଏଠାରୁ ଭିତର କନିକାର କୁମ୍ଭୀର ଚାଷ ପ୍ରକଳ୍ପକୁ ଯାଇହୁଏ।
 
==ଶିକ୍ଷା==
"https://or.wikipedia.org/wiki/ଭଦ୍ରକ"ରୁ ଅଣାଯାଇଅଛି