"ଜ୍ୟୋତିର୍ଲିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ
୧ କ ଧାଡ଼ି:
ବ୍ରହ୍ମା-ବିଷ୍ଣୁ-ମହେଶ୍ବରଙ୍କୁ ହିନ୍ଦୁଧର୍ମ ବିଶ୍ବାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ବର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ,ଅପଶକ୍ତି,ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି ।ସେ ଦେବଦେବ ମହାଦେବ-ସତ୍ୟ,ଶିବ,ସୁନ୍ଦର..ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ ।ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ ।ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ ।
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ ।ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ବରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ ।ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ବରୂପ ଶିବ ହେଉଛନ୍ତି ମହାକାଳେଶ୍ବର ।
 
 
[[ଶିବ]]ଙ୍କର ତେଜୋଦୀପ୍ତ ଜ୍ୟୋତିଙ୍କର ସ୍ବୟଂପ୍ରକିଆଶ ହିଁ ଜ୍ୟୋତିର୍ଲିଙ୍ଗ ।ଫାଲ୍ଗୁନ କୃଷ୍ଣପକ୍ଷ ଚତୁତ୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ରୂପରେ ଆବିର୍ଭୂତ ହୋଇଥିବାରୁ ଏହି ତିଥିଟି ପବିତ୍ର [[ମହାଶିବରାତ୍ରି ]]ରୂପେ ପାଳିତ ହେଉଅଛି ।ଭକ୍ତ ମାନେ [[ଶିବ]] ମନ୍ଦିରରେ ସାରା ରାତ୍ରି ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଶିବ ଆରାଧନା ବ୍ରତ ପାଳନ କରୁଥିବାରୁ ଏହା [[ମହାଶିବରାତ୍ରି]] ବା ଜାଗରଯାତ୍ରା ରୂପେ ପ୍ରସିଦ୍ଧ ।ପୌରାଣିକ ବର୍ଣ୍ଣନା ଅନୁସାରେ ଦେବଦେବ ମହାଦେବ ଜ୍ୟୋତିସ୍ବରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ [[ଭାରତ]]ର ବାର ଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ବାଦଶ '''ଜ୍ୟୋତିର୍ଲିଙ୍ଗ''' ରୂପେ ପୁଜା ପାଉଛନ୍ତି ।
 
Line ୯୯ ⟶ ୧୦୩:
==ଆଧାର==
{{ଆଧାର}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[bn:জ্যোতির্লিঙ্গ]]
[[de:Jyotirlinga]]
[[en:Jyotirlinga]]
[[es:Jyotirlinga]]
[[gu:જ્યોતિર્લિંગ]]
[[hi:द्वादश ज्योतिर्लिंग]]
[[kn:ದ್ವಾದಶ ಜ್ಯೋತಿರ್ಲಿಂಗಗಳು]]
[[ml:ജ്യോതിർലിംഗങ്ങൾ]]
[[mr:ज्योतिर्लिंग]]
[[ne:ज्योतिर्लिंग]]
[[pl:Dźjotirlinga]]
[[ru:Джьотирлингам]]
[[sa:सोमनाथः]]
[[ta:ஜோதிர்லிங்கம்]]
[[te:ద్వాదశ జ్యోతిర్లింగాలు]]