"ରାଜେଶ ଖାନ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୭ କ ଧାଡ଼ି:
| children = [[ଟ୍ଵିଙ୍କିଲ ଖାନ୍ନା]]<br />[[ରିଙ୍କି ଖାନ୍ନା]]
}}
'''ରାଜେଶ ଖାନ୍ନା'''(୨୯ ଡିସେମ୍ବର ୧୯୪୨-୧୮ ଜୁଲାଇ ୨୦୧୨), ଭାରତର ଜଣେ ହିନ୍ଦୀ କଥାଚିତ୍ର ଅଭିନେତା ତଥା ପ୍ରଯୋଜକ ଏବଂ ଜଣେ ରାଜନୈତିକ ।ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର କାକାଜୀ ଭାବେ ପରିଚିତ ।ରାଜେଶଙ୍କର ପ୍ରକୃତ ନାମ ଯତିନ ଖାନ୍ନା ।ରାଜେଶଙ୍କୁ ତାଙ୍କ ପିତାମାତାଙ୍କର ଜଣେ ସମ୍ପର୍କିୟ ପୌଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ ।
 
==ପ୍ରାରମ୍ଭିକ ଜୀବନ==