"ପ୍ରଜାତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇତିହାସ୍
ଆଧାର
୩୮ କ ଧାଡ଼ି:
 
== ଇତିହାସ ==
'''ପ୍ରଜାତନ୍ତ୍ର''' ୨ ଅକ୍ଟୋବର ୧୯୨୩ ରୁ ଏକ ସାପ୍ତାହିକ ଖବରକାଗଜ ରୁପେ ପ୍ରଥମେ [[ବାଲେଶ୍ଵର]]ରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା । ଇଁରେଜ ସରକାରଙ୍କ 'ପ୍ରେସ ଅର୍ଡିନାନ୍ସ' କୁ ବିରୋଧ କରି ୨୮ ଡିସେମ୍ବର ୧୯୩୦ ଏହାର ପ୍ରକାଶନ ବନ୍ଦ କରାଯାଇଥିଲା । ୮ ଅଗଷ୍ଟ ୧୯୪୭ ରୁ ଏହା ପୁଣି ଏକ ଦୈନିକ ଖବରକାଗଜ ରୁପେ ପ୍ରକାଶ ପାଇବାକୁ ଲାଗିଲା ।'''ପ୍ରଜାତନ୍ତ୍ର''', [[ହରେକୃଷ୍ଣ ମହତାବ|ଡକ୍ଟର ମହତାବ]]ଙ୍କ ନେତୃତ୍ବରେ ଓଡିଶା ରାଜ୍ୟ ପୁନ୍ନଗଠନରେ ଏକ ମୁଖ୍ୟ ଭୁମିକା ଗ୍ରହଣ କରିଥିଲା । ସେ ସମୟରେ ସାମ୍ବାଦିକ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ସଂସ୍ଥା ରୁପେ ମଧ୍ୟ '''ପ୍ରଜାତନ୍ତ୍ର''' କାର୍ଯ୍ୟ କରୁଥିଲା, ଯେଉଁଠାରୁ ପ୍ରଶିକ୍ଷଣ ଲାଭ କରିଥିବା ବହୁ ସାମ୍ବାଦିକ ମାନେ ପରବର୍ତୀ ସମୟରେ ବହୁ ଗୁରୁତ୍ବପୁର୍ଣ ରାଜନୈତିକ ଓ ସାମାଜିକ ଦାୟିତ୍ଵ ବହନ କରିଥିଲେ । <ref> http://orissa.gov.in/e-magazine/orissaannualreference/ORA-2005/pdf/history_of_pres.pdf</ref>
 
{{ଓଡ଼ିଆ ଖବରକାଗଜ}}