"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୫ କ ଧାଡ଼ି:
 
== ଉଇକିପିଡ଼ିଆରେ କିଏ କିଏ ଭାଗ ନେଇ ପାରିବେ? ==
ଯେକୌଣସି ଚଳଣିର, ଧର୍ମ ଅବା କର୍ମକୁସଳତା ଥିବା କେହି ବି ଜ୍ଞାନ ବାଣ୍ଟିବାକୁ ଚାହୁଁଥିଲେ ଉଇକିପିଡ଼ିଆରେ ଭାଗ ନେଇ ପାରିବେ । ଏହା ଭିତରେ ସ୍କୁଲ ପିଲା, ଅବସର ନେଇସାରିଥିବା ମିଲିଟାରି ଲୋକେ, ଚାଷି, ଘରୁଆ ଲୋକେ, ସଫ୍ଟୱାରସଫ୍ଟୱେର ଚାକିରିଆ, ସରକାରୀ ଚାକିରିଆ ବା ଆଉ କେହି ଏଥିରେ ଭାଗ ନେଇ ପାରିବେ । ଗୁଡ଼ିଏ ଅଲଗା ଅଲଗା ଚିନ୍ତାଧାରାର ଲୋକେ ଉଇକିପିଡ଼ିଆରେ ଏକାଠି ହେଉଛନ୍ତି ନିଜର ଆଉ ଅନ୍ୟ ମାନଙ୍କର ଜ୍ଞାନ ବଢ଼ାଇବା ପାଇଁ, ଆଉ ତା ସହ ନିଜ ପରପିଢ଼ି ପାଇଁ ବି କିଛି ଜ୍ଞାନ ଛାଡ଼ିଯାଉଛନ୍ତି ।
 
== ଉଇକିପିଡ଼ିଆ ଇଂରାଜୀ ବ୍ୟତୀତ ଅଲଗା ଭାଷାରେ ମିଳୁଛି କି? ଓଡ଼ିଆ କି ଅଲଗା ଭାରତୀୟ ଭାଷାରେ ଉଇକିପିଡ଼ିଆ ଅଛି କି? ==