"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଉଇକି କଣ?: as per discussion on VP
୨୧ କ ଧାଡ଼ି:
 
== ଉଇକି ଓ ଉଇକିପିଡ଼ିଆ କଣ ଏକା ଜିନିଷ? ==
ନାମ, ଉଇକି ଓ ଉଇକିପିଡ଼ିଆ ଏକା ନୁହନ୍ତି । ଉଇକି, ଉଇକିପିଡ଼ିଆର ଆଉ ଗୋଟେ ନାମ ନୁହେଁ । ଉଇକି ଗୋଟିଏ ସଫ୍ଟୱାରସଫ୍ଟୱେର ଯାହାକି ମିଳିତ ଲେଖାଲେଖିରେ ସାହାଯ୍ୟ କରିଥାଏ, ଉଇକିପିଡ଼ିଆ ଗୋଟିଏ ୱେବସାଇଟ ଯାହାକି ଉଇକି ସଫ୍ଟୱାରକୁସଫ୍ଟୱେରକୁ ବ୍ୟବହାର କରିଥାଏ । ଆହୁରି ମଧ୍ୟ, ଉଇକିପିଡ଼ିଆ ଉଇକି ସଫ୍ଟୱାରସଫ୍ଟୱେର ବ୍ୟବହାର କରୁଥିବା କେତେଗୁଡ଼ିଏ ୱେବସାଇଟ ଭିତରୁ ଗୋଟେ । ଉଇକିପିଡ଼ିଆ ଇଣ୍ଟରନେଟରେ ଥିବା ସବୁଠୁ ବେଶି ଜଣାଶୁଣା ଆଉ ଢେର ଭଲ ଭଲ ଲେଖାରେ ଭରା ଉଇକି ୱେବସାଇଟ । ପ୍ରାୟ ଲୋକଙ୍କ ଭିତରେ ଉଇକି ଆଉ ଉଇକିପିଡ଼ିଆ ସମାନ ବୋଲି ଥିବା ଧାରଣା ଗୋଟିଏ ଭୁଲ ଧାରଣା ।
 
== ଉଇକିପିଡ଼ିଆର ଇତିହାସ ==