"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଓଡ଼ିଆ କି ଅଲଗା ଭାରତୀୟ ଭାଷାରେ ଉଇକିପିଡ଼ିଆ ଅଛି କି? ଅଦ୍ୟତନ
→‎ଉଇକି କଣ?: as per discussion on VP
୧୫ କ ଧାଡ଼ି:
 
== ଉଇକି କଣ? ==
ସାଧାରଣ ଭାବରେ ଗୋଟିଏ ୱେବସାଇଟରେ କିଛି ଅଦଳବଦଳ କରିବା ପାଇଁ ବୈଷୟିକ ଜ୍ଞାନ ଓ ଲେଖକର ଅନୁମତି ଲୋଡ଼ା । ଉଇକି ଗୋଟିଏ ସଫ୍ଟୱାରସଫ୍ଟୱେର ଯାହା ଆମକୁ ଏହି ସବୁ ଝିନଝଟରୁ ମୁକ୍ତି ଦେଇଥାଏ ଆଉ ବୈଷୟିକ ଜ୍ଞାନ ବିନା ବି ଖୋଲା ଭାବେ କିଛି ବି ଲେଖା ଲେଖିବାରେ, ବଦଳାଇବାରେ ଅବା ଲିଭାଇବାରେ କରିବାରେ ସାହାଯ୍ୟ କରିଥାଏ। ଯେହେତୁ ଉଇକି ସଫ୍ଟୱାରରେସଫ୍ଟୱେରରେ ଲେଖାସବୁ ଲେଖିବା ଭାରି ସହଜ, ଏହା ଏକାସାଙ୍ଗେ ଗୁଡ଼ିଏ ଲେଖକଙ୍କୁ ଲେଖିବାରେ ସାହାଯ୍ୟ କରିଥାଏ ।
 
ଉଇକି ସଫ୍ଟୱାରକୁସଫ୍ଟୱେରକୁ ଉଆଡ଼ କନିଙ୍ଗହାମ ୧୯୯୪ରେ ତିଆରି କରିଥିଲେ । ମାର୍ଚ ୨୫ରେ ସେ ''"ଉଇକିଉଇକିୱେବ ସଫ୍ଟୱାରସଫ୍ଟୱେର"କୁ''କୁ ତିଆରିକରି www.http://c2.com ରେ ବାହାର କରିଥିଲେ । ସେ ନିଜେ ଏହାର ନାମ '''ଉଇକି''' ଦେବାକୁ ମତ ଦେଇଥିଲେ ।
ହନଲୁଲୁ ବିମାନଘାଟିରେ ଜଣେ କର୍ମଚାରିଠୁ ଏହି ଉଇକିଉଇକି ନାମଟି ପାଇଥିଲେ, ହାଉଆଇ ଭାଷାରେ ଯାହାର ମାନେ '''''ଗତି''''' ।