"ଗୁପ୍ତେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ The file Image:Linga1.jpg has been removed, as it has been deleted by commons:User:Jameslwoodward: ''Per commons:Commons:Deletion requests/Files uploaded by Amit.jeypore''. ''Translate me!''
ଟିକେ ଛାଞ୍ଚ
୧ କ ଧାଡ଼ି:
 
==ଅବସ୍ଥିତି==
[[କୋରାପୁଟ ଜିଲ୍ଲା]]ର ବୈପାରିଗୁଡ଼ା ବ୍ଳକରେ ଗୁପ୍ତେଶ୍ୱର ଶୈବପୀଠ ଅବସ୍ଥିତ ୤ <ref>[http://www.shaivam.org/siddhanta/spor.htm shaivam.org: Odisha Temples]</ref>ସ୍ଥାନଟି [[କୋରାପୁଟ]] ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର।
 
==ବିଶେଷତା==
ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷ ଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁଗୁପ୍ତେଶ୍ୱରଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ ୤
 
[[ଛତିଶଗଡ଼]]ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା 'Hidden God' ବୋଲି କହିଥାନ୍ତି।କହିଥାନ୍ତି । ଗୁମ୍ଫା ଭିତରେ ୧୦ ଫୁଟ ଗୋଲେଇ ଓ ୩ ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି।
 
ପୌରାଣିକ କଥା ଅନୁଯାୟୀ ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସ କାଳରେ ଏହି ଗୁମ୍ଫାରେ [[ଶିବ]]ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ ୤ ପାହାଡ଼ଠାରୁ ସାମାନ୍ୟ ଦୁରରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି ୤ ଏଠାରେ ରାମ ଓ ସୀତା ସ୍ନାନ କରୁଥିବା ଲୋକକଥାରୁ ଜଣାଯାଏ ୤
Line ୨୦ ⟶ ୧୮:
 
==ପର୍ବ==
 
ଏଠାକାର ମୁଖ୍ୟ ପର୍ବ ହେଲା [[ଶିବରାତ୍ରି]]। ଏହା ଛଡ଼ା କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, ଆଦି ମଧ୍ୟ ଏଠାରେ ପାଳିତ ହୋଇଥାଏ।
 
Line ୨୬ ⟶ ୨୩:
 
==ଆବାସ==
 
ଏଠାରେ ରହିବାପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ପାନ୍ଥଶାଳା, ଧର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈପାରୀଗୁଡ଼ାଙ୍କ ଆବାସସ୍ଥଳ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁରଙ୍କ ଆବାସସ୍ଥଳ ଓ ଜଙ୍ଗଲ ଓ ପରିବେଶ ବିବାଗ, ଜୟପୁରଙ୍କ ଆବାସସ୍ଥଳ ରହିଛି।
==ଯୋଗାଯୋଗ==
Line ୩୩ ⟶ ୨୯:
{{ଆଧାର}}
* ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
 
{{ଓଡ଼ିଶା}}
{{ଓଡ଼ିଶାର ହିନ୍ଦୁଶିବ ମନ୍ଦିର}}
 
[[ଶ୍ରେଣୀ:କୋରାପୁଟ ଜିଲ୍ଲା]]
[[ଶ୍ରେଣୀ:ହିନ୍ଦୁ ମନ୍ଦିର]]