"ଛତିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୭ କ ଧାଡ଼ି:
}}
 
'''ଛତିଆ''' ମନ୍ଦିର [[ଓଡ଼ିଶା]]ର [[ଯାଜପୁର ଜିଲ୍ଲା]]ରେ ଅବସ୍ଥିତ ଏକ ପର୍ଯ୍ୟଟକ ସ୍ଥାନ । ଏଠାରେ ଥିବା ପ୍ରସିଧ୍ଯ ବର ଗଛ ପାଇଁ ଏହା କୁ 'ଛତିଆବଟ' ନାମରେ ମଧ୍ଯ ପରିଚିତ । ଏଠାରେ ଥିବା ପ୍ରସିଧ୍ଯ ଜଗନ୍ନାଥ ମନ୍ଦିର ଆଧୁନିକ ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଜ୍ଵଳନ୍ତ ଉଦାହରଣ। ଚୋଡଗଙ୍ଗଦେବଙ୍କର ପାଞ୍ଛଟି ପ୍ରଧାନ ଦୁର୍ଗ ମଧ୍ଯରୁ ଅନ୍ୟତମ ଦୁର୍ଗ ଅମରାବତୀ-କଟକର ଅବଶେଷ ମଧ୍ଯ ଏହି ଠାରେ ଅବସ୍ଥିତ। <ref name="BeheraPaṭṭanāẏaka1990">{{cite book|author1=Karuna Sagar Behera|author2=Jagannātha Paṭṭanāẏaka|author3=Harish Chandra Das|coauthors=Universe (Organization)|title=Cuttack, one thousand years|url=http://books.google.com/books?id=wyxGAQAAIAAJ|accessdate=13 July 2012|year=1990|publisher=Cuttack City Millennium Celebrations Committee, The Universe|page=81}}</ref>[[ସାରଳା ଦାସ|ସାରଳା]] ମହାଭାରତ ଅନୁସାରେ ପାଣ୍ଦବମାନେ ନିଜରେ ସ୍ଵର୍ଗଗମନ ପୁର୍ବରୁ କଳିଙ୍ଗ ଯାତ୍ରା କରିଥିଲେ । ଏହି ଯାତ୍ରା ସମୟରେ ସେମାନେ ଅମରାବତୀ-କଟକରେ ୭୫ ବର୍ଷ କାଳ ରହିଥିଲେ । ହରି ସାହୁ ନାମକ ଜନେ ସ୍ଥାନିୟ ବାସିନ୍ଦା ନିଜ ଝିଅ 'ସୁହାନି କନ୍ୟା'ଙ୍କୁ ଜ୍ୟେଷ୍ଥ ପାଣ୍ଡବ ଯୁଧିଷ୍ଥିରଙ୍କୁ ଏହି ସମୟରେ ବିଭା ଦେଇଥିଲେ । ପାଣ୍ଡବ ମାନଙ୍କର ନାତୀ ପରିକ୍ଷୀତଙ୍କୁ 'ଜଜାନ ନଗର'ର ରାଜାକରାଯାଇଥିଲା । ଜଜାନ ନଗର' ବର୍ତମାନ [[ଚୌଦ୍ଵାର]] ନାମରେ ପରିଚିତ ।<ref name="BeheraPaṭṭanāẏaka1990">{{cite book|author1=Karuna Sagar Behera|author2=Jagannātha Paṭṭanāẏaka|author3=Harish Chandra Das|coauthors=Universe (Organization)|title=Cuttack, one thousand years|url=http://books.google.com/books?id=wyxGAQAAIAAJ|accessdate=13 July 2012|year=1990|publisher=Cuttack City Millennium Celebrations Committee, The Universe|page=221}}</ref> ସନ୍ଥ [[ହାଡି ଦାସ]]ଙ୍କ ରଚିତ [[ମାଳିକା]]ରେ '''ଛତିଆ'''ର ସ୍ଵତନ୍ତ୍ର ବଣ୍ଣନା କରାଯାଇଛି । ସନ୍ଥ [[ହାଡି ଦାସ]] ମଧ୍ଯ ଏହିଠାରେ ସମାଧୀ ନେଇଥିଲେ ।<ref name="MohapatraEkāḍemī1989">{{cite book|author1=Ramesh Prasad Mohapatra|author2=Oḍiśā Sāhitya Ekāḍemī|title=Temple legends of Orissa|url=http://books.google.com/books?id=83zXAAAAMAAJ|accessdate=13 July 2012|year=1989|publisher=Orissa Sahitya Akademi|page=71}}</ref> ମହାପୁରୁଷ [[ହାଡି ଦାସ]]ଙ୍କ ସମ୍ମାନରେ ଏଠାରେ ଥିବା ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଇଅଛି ।
 
 
୪୫ କ ଧାଡ଼ି:
*[http://www.world66.com/asia/southasia/india/orissa/chhatia/sights/]
*[https://www.batoi.com/360/odisha/cuttack/chhatia/]
*[http://www.mhdmahavidyalaya.org/]
{{ଜଗନ୍ନାଥ}}
{{ହିନ୍ଦୁ ମନ୍ଦିର}}
"https://or.wikipedia.org/wiki/ଛତିଆ"ରୁ ଅଣାଯାଇଅଛି