"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧୫ କ ଧାଡ଼ି:
}}
 
ବାଗ୍ମୀ ବିଶ୍ଵନାଥ କର ୧୮୬୪ମସିହା ଡିସେମ୍ବର ୨୪ ତାରିଖ ଦିନ ନେମାଳ ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।ବିଶ୍ବନାଥ ଙ୍କ ପିତାଙ୍କ ନାମ ନାରାୟଣ କର ଓ ମାତାଙ୍କ ନାମ ବୈଦେହୀ ଦେବୀ । ସେ ଏକାଧାରରେ ଜଣେ ସାହିତ୍ୟିକ, ସୁବକ୍ତା, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ ଥିଲେ ୤ ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ଉତ୍କଳ ସମ୍ମିଳନୀର ଅନ୍ୟତମ ବିଶିଷ୍ଟ ସଂଚାଳକ ଓ ବିହାର-ଓଡିଶା ପ୍ରଦେଶର ଜଣେ ଦକ୍ଷ ତଥା ନିର୍ଭିକ ବ୍ୟବସ୍ଥାପକ ଭାବେ ତାଙ୍କର ଥିଲା ଯଥେଷ୍ଟ ଖ୍ୟାତି ଓ ସୁନାମ ।ତତକାଳୀନ ବ୍ରିଟିଶ ସରକାରଙ୍କ ଠାରୁ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ପ୍ରତ୍ୟାଖ୍ୟାନ କରିଥିବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ବ୍ୟକ୍ତି ।

୧୮୯୬ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ୤ 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ଯାବତୀୟ ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୧୨</ref>
୧୯୩୪ ମସିହାରେମସିହା ଅକ୍ଟୋବର୧୯ ତାରିଖ ବିଜୟା ଦଶମୀ ତିଥୀରେ ତାଙ୍କର ଦେହାନ୍ତ ହୋଇଥିଲା
 
==ଟୀକା==