"ପହ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
[[File:Cow udders02.jpg|thumb|250px|[[ଗାଈ]]ର ପହ୍ନା]]
''ପହ୍ନା'' ଚତୁଷ୍ପଦ ପ୍ରାଣୀ ଯଥା ତୃଣଭୋଜୀ [[ପାକୁଳିଆ]] ପ୍ରାଣୀ [[ଗାଈ]], [[ଛେଳି]], [[ମେଣ୍ଡା]] ଓ [[ହରିଣ]] ଆଦି ପ୍ରାଣୀଙ୍କର [[ଦୁଗ୍ଧଶ୍ରାବୀଦୁଗ୍ଧସ୍ରାବୀ ଗ୍ରନ୍ଥି]]କୁ କୁହାଯାଇଥାଏ । ଏହା ପ୍ରାଣୀମାନଙ୍କର ପଛ ଗୋଡ଼ ସନ୍ଧିରେ ଓହଳିଥାଏ । ଗାଈମାନଙ୍କ କ୍ଷେତ୍ରରେ ଏହା ଦୁଇଯୋଡ଼ା ଥିଲାବେଳେ [[ଘୁଷୁରୀ]]ର ଏକାଧିକ ଯୋଡ଼ା ଥାଏ ।
"https://or.wikipedia.org/wiki/ପହ୍ନା"ରୁ ଅଣାଯାଇଅଛି