"ଗୋପାଳସ୍ୱାମୀ ଦୋରାଇସ୍ୱାମୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ
୧ କ ଧାଡ଼ି:
 
{{Infobox scientist
|name = ଗୋପାଳଗୋପାଳସ୍ଵାମୀ ସ୍ବାମୀ ଦୋରାଇସ୍ବାମୀଦୋରାଇସ୍ଵାମୀ ନାଇଡୁ
|image = G.D. Naidu.jpg
|image_size =
|caption = Gopalaswamy Doraiswamy Naidu
|birth_date = {{birth date|1893|3|23|mfdf=y}}
|birth_place = କଲଙ୍ଗଲ, [[କୋଏମ୍ବାଟୁର]], [[ଭାରତ]]
|death_date = {{death date and age|1974|1|4|1893|3|23|df=y}}
Line ୨୪ ⟶ ୨୩:
|influenced =
|prizes =
|religion = [[ହିନ୍ଦୁ]]
|footnotes = Referred to as the ''[[Thomasଥୋମାସ Edisonଆଲଭା ଏଡିସନ|Edisonଏଡିସନ]] of [[India]]
|signature =
}}
 
'''ଗୋପାଳଗୋପାଳସ୍ଵାମୀ ସ୍ବାମୀ ଦୋରାଇସ୍ବାମୀଦୋରାଇସ୍ଵାମୀ ନାଇଡୁ (ଜି.ଡି.ନାଇଡୁ) '''ଥିଲେ [[ଭାରତ]]ର ଜଣେ ଖ୍ୟାତନାମା ଉଦ୍ଭାବକ ତଥା ଇଞ୍ଜିନିୟର ı[[ଭାରତ]]ରେ ସେ ପ୍ରଥମ କରି ବୈଦ୍ୟୁତିକ ମୋଟର ଉଦ୍ଭାବନ କରିଥିଲେ ıବୈଦ୍ୟୁତିକ। ବୈଦ୍ୟୁତିକ, ଯାନ୍ତ୍ରିକ, କୃଷି ଓ ଅଟୋମୋବାଇଲ ଉପକରଣ ମଧ୍ୟ ସେ ନିର୍ମାଣ କରିଥିଲେ ı କମପାଠ ପଢି ମଧ୍ୟ ନାଇଡୁ ଜଣେ ପ୍ରତିଭାର ଅଧିକରୀ ହେଇପାରିଥିଲେ ı
 
[[ତାମିଲନାଡୁ]]ର [[କୋଏମ୍ବାଟୁର]] ଅନ୍ତର୍ଗତ କଲଙ୍ଗଲ ଠାରେ ୧୮୯୩ ମାର୍ଚ ୨୩ ରେ ସେ ଜନ୍ମ ଗ୍ରହଣ କରିଥିଲେ ıପିଲାପିଲା ବେଳେ ସେ ଜଣେ ବ୍ରିଟିଶ ଅଧିକାରୀ ମୋଟରସାଇକେଲ ଚଳାଉଥିବା ଦେଖିଥିଲେ ıତେଣୁତେଣୁ ଭବିଷ୍ୟତରେ ମୋଟରସାଇକେଲ ଚଳାଇବାକୁ ତାଙ୍କର ଆଗ୍ରହ ହେଇଥିଲା ıତେଣୁତେଣୁ ସେ ଅଧାରୁ ପାଠ ଛାଡି ଘରୁ ଲୁଛିପଳେଇଥିଲେ ı[[କୋଏମ୍ବାଟୁର]] ଠାରେ ଏକ ହୋଟେଲ ରେ ଜଣେ ୱେଟର ଭାବେ ସେ କାମ କରିଥିଲେ ıଦିର୍ଘଦିର୍ଘ ୩ ବର୍ଷ ସେଠାରେ କାମ କରି ସେ ୪୦୦ଟଙ୍କା ସଞ୍ଚୟ କରିଥିଲେ ıସେଠାରେ ସେ ମୋଟରସାଇକେଲ ଚଳାଉଥିବା ଉକ୍ତ ବ୍ରିଟିଶ ଅଧିକାରୀଙ୍କୁ ଠାବ କରିବାସହ ତାଙ୍କ ଘରକୁ ଯାଇ ମୋଟରସାଇକେଲ ଦେବାକୁ ଅନୁରୋଧ କରିଥିଲେ ıଏଥି ପାଇଁ ସେ ରୋଜଗାର କରିଥିବା ୪୦୦ଟଙ୍କା ମଧ୍ୟ ସମ୍ପୃକ୍ତ ବ୍ରିଟିସ ଅଧିକାରୀଙ୍କୁ ଦେଇଥିଲେ ıବାଳକର ଏଭଳି ଉତ୍ସାହ ଦେଖି ପରେ ସମ୍ପୃକ୍ତ ଅଧିକାରୀ ତାଙ୍କ ମୋଟସାଇକେଲ ନାଇଡୁଙ୍କୁ ଦେଇଥିଲେ ıସେ ମୋଟରସାଇକେଲ କୁ ନେଇଆସି ପରବର୍ତ୍ତି ସମୟରେ ମୋଟରସାଇକେଲ ସବୁ ଯନ୍ତ୍ରାଂଶ ଖୋଲି ପରେ ପୁଣି ଲଗେଇବାରେ ସମର୍ଥ ହେଇଥିଲେ ı
୧୯୨୦ ମସିହାରେ ସେ ଜଣେ ମେକାନିକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ı୧୯୩୭ରେ୧୯୩୭ରେ ସେ ପ୍ରଥମ ସ୍ବଦେଶୀସ୍ଵଦେଶୀ ମୋଟର ନିର୍ମାଣ କଲେ ıଏହାପରେଏହାପରେ ସେ ସେଭିଂ ବ୍ଳେଡ, ଫିଲ୍ମ କ୍ୟାମେରା ପାଇଁ ଡିଷ୍ଟାନ୍ସ ଆଡଜଷ୍ଟର, ଫଳରସ ଏକ୍ସଟ୍ରାକ୍ଟର, ଟ୍ୟାମ୍ପର-ପ୍ରୁଫ ଭୋଟିଂ ରେକର୍ଡିଂ ମେଶିନ ଏବଂ କିରୋସିନ ଚାଳିତ ପଙ୍ଖା ଆଦି ଉଦ୍ଭାବନ କରିଥିଲେ ı
 
ସେ ନୂଆ ପ୍ରଜାତିର ତୁଳା, ମକା, ଅମୃତଭଣ୍ଡା ବିକାଶ ଉପରେ ବ୍ୟାପକ ଗବେଷଣା କରିଥିଲେ ıତାଙ୍କତାଙ୍କ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ସେ ମାତ୍ର ୮ ଘଣ୍ଟାରେ ଘର ତିଆରି କରିପାରିଥିଲେ ı<ref>http://www.hindu.com/2009/01/10/stories/2009011050160200.htm</ref>୧୯୩୬ରେ ସେ [[ଜର୍ମାନୀ]] ଯାଇ [[ଆଡଲଫ ହିଟଲର]]ଙ୍କୁ ଭେଟିଥିଲେ ı୧୯୪୪ରେ।୧୯୪୪ରେ ସେ ଅଟୋମୋବାଇଲ କ୍ଷେତ୍ରରୁ ଅବ୍ୟାହତି ନେଇଥିଲେ ıପରେପରେ ସେ ଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ ସହ ସଂଶ୍ଲିଷ୍ଟ ହେଇଥିଲେ ı୧୯୭୪ ଜାନୁୟାରୀ ୪ରେ ତାଙ୍କର ପରଲୋକ ହେଇଥିଲା ı
[[ତାମିଲନାଡୁ]]ର [[କୋଏମ୍ବାଟୁର]] ଅନ୍ତର୍ଗତ କଲଙ୍ଗଲ ଠାରେ ୧୮୯୩ ମାର୍ଚ ୨୩ ରେ ସେ ଜନ୍ମ ଗ୍ରହଣ କରିଥିଲେ ıପିଲା ବେଳେ ସେ ଜଣେ ବ୍ରିଟିଶ ଅଧିକାରୀ ମୋଟରସାଇକେଲ ଚଳାଉଥିବା ଦେଖିଥିଲେ ıତେଣୁ ଭବିଷ୍ୟତରେ ମୋଟରସାଇକେଲ ଚଳାଇବାକୁ ତାଙ୍କର ଆଗ୍ରହ ହେଇଥିଲା ıତେଣୁ ସେ ଅଧାରୁ ପାଠ ଛାଡି ଘରୁ ଲୁଛିପଳେଇଥିଲେ ı[[କୋଏମ୍ବାଟୁର]] ଠାରେ ଏକ ହୋଟେଲ ରେ ଜଣେ ୱେଟର ଭାବେ ସେ କାମ କରିଥିଲେ ıଦିର୍ଘ ୩ ବର୍ଷ ସେଠାରେ କାମ କରି ସେ ୪୦୦ଟଙ୍କା ସଞ୍ଚୟ କରିଥିଲେ ıସେଠାରେ ସେ ମୋଟରସାଇକେଲ ଚଳାଉଥିବା ଉକ୍ତ ବ୍ରିଟିଶ ଅଧିକାରୀଙ୍କୁ ଠାବ କରିବାସହ ତାଙ୍କ ଘରକୁ ଯାଇ ମୋଟରସାଇକେଲ ଦେବାକୁ ଅନୁରୋଧ କରିଥିଲେ ıଏଥି ପାଇଁ ସେ ରୋଜଗାର କରିଥିବା ୪୦୦ଟଙ୍କା ମଧ୍ୟ ସମ୍ପୃକ୍ତ ବ୍ରିଟିସ ଅଧିକାରୀଙ୍କୁ ଦେଇଥିଲେ ıବାଳକର ଏଭଳି ଉତ୍ସାହ ଦେଖି ପରେ ସମ୍ପୃକ୍ତ ଅଧିକାରୀ ତାଙ୍କ ମୋଟସାଇକେଲ ନାଇଡୁଙ୍କୁ ଦେଇଥିଲେ ıସେ ମୋଟରସାଇକେଲ କୁ ନେଇଆସି ପରବର୍ତ୍ତି ସମୟରେ ମୋଟରସାଇକେଲ ସବୁ ଯନ୍ତ୍ରାଂଶ ଖୋଲି ପରେ ପୁଣି ଲଗେଇବାରେ ସମର୍ଥ ହେଇଥିଲେ ı
୧୯୨୦ ମସିହାରେ ସେ ଜଣେ ମେକାନିକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ı୧୯୩୭ରେ ସେ ପ୍ରଥମ ସ୍ବଦେଶୀ ମୋଟର ନିର୍ମାଣ କଲେ ıଏହାପରେ ସେ ସେଭିଂ ବ୍ଳେଡ,ଫିଲ୍ମ କ୍ୟାମେରା ପାଇଁ ଡିଷ୍ଟାନ୍ସ ଆଡଜଷ୍ଟର,ଫଳରସ ଏକ୍ସଟ୍ରାକ୍ଟର,ଟ୍ୟାମ୍ପର-ପ୍ରୁଫ ଭୋଟିଂ ରେକର୍ଡିଂ ମେଶିନ ଏବଂ କିରୋସିନ ଚାଳିତ ପଙ୍ଖା ଆଦି ଉଦ୍ଭାବନ କରିଥିଲେ ı
 
 
ସେ ନୂଆ ପ୍ରଜାତିର ତୁଳା,ମକା,ଅମୃତଭଣ୍ଡା ବିକାଶ ଉପରେ ବ୍ୟାପକ ଗବେଷଣା କରିଥିଲେ ıତାଙ୍କ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ସେ ମାତ୍ର ୮ ଘଣ୍ଟାରେ ଘର ତିଆରି କରିପାରିଥିଲେ ı<ref>http://www.hindu.com/2009/01/10/stories/2009011050160200.htm</ref>୧୯୩୬ରେ ସେ [[ଜର୍ମାନୀ]] ଯାଇ [[ଆଡଲଫ ହିଟଲର]]ଙ୍କୁ ଭେଟିଥିଲେ ı୧୯୪୪ରେ ସେ ଅଟୋମୋବାଇଲ କ୍ଷେତ୍ରରୁ ଅବ୍ୟାହତି ନେଇଥିଲେ ıପରେ ସେ ଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ ସହ ସଂଶ୍ଲିଷ୍ଟ ହେଇଥିଲେ ı୧୯୭୪ ଜାନୁୟାରୀ ୪ରେ ତାଙ୍କର ପରଲୋକ ହେଇଥିଲା ı
==ଆଧାର==
{{ଆଧାର}}
==ବାହାର ଆଧାର==
* [http://www.destinationinfinity.org/2011/01/02/g-d-naidu-museum-industrial-exhibition-in-coimbatore/ G.D.Naidu Museum & Industrial Exhibition in Coimbatore]
* [http://www.thehindu.com/todays-paper/tp-features/tp-editorialfeatures/article1453197.ece?viewImage=5 Vintage cycle at G.D. Naidu Museum The Hindu]
 
{{Persondata <!-- Metadata: see [[Wikipedia:Persondata]]. -->
| NAME = Naidu, Gopalswamy Doraiswamy
| ALTERNATIVE NAMES = Naidu, G. D.
| SHORT DESCRIPTION = Indian inventor and engineer
| DATE OF BIRTH = 23 March 1893
| PLACE OF BIRTH = Kalangal, [[Coimbatore]], [[India]]
| DATE OF DEATH = 4 January 1974
| PLACE OF DEATH = [[Coimbatore]], [[India]]
}}
{{DEFAULTSORT:Naidu, Gopalswamy Doraiswamy}}
 
[[ଶ୍ରେଣୀ:୧୮୯୩ ଜନ୍ମ]]
[[ଶ୍ରେଣୀ:୧୯୭୪ ମୃତ୍ୟୁ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Gopalswamy Doraiswamy Naidu]]
[[ta:கோபால்சாமி துரைசாமி நாயுடு]]
[[te:గోపాలస్వామి దొరస్వామి నాయుడు]]