"ନିର୍ମଳା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
 
{{ଛୋଟ|NirmalaMishra}}
{{Infobox person
Line ୨୧ ⟶ ୧୯:
 
==ବ୍ୟକ୍ତିଗତ ଜୀବନ==
ସେ ପଶ୍ଚିମବଙ୍ଗ ରାଜ୍ୟର, ମଜିଲପୁର(ଜୟନଗର) ଠାରେ ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ମାତା ଭବାନୀ ଦେବିଙ୍କ ଠାରୁ ଦୁର୍ଗା ସପ୍ତମୀ(ଗୁରୁବାର) ତିଥୀରେ ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ପିତାଙ୍କ ଚାକିରି ନିମନ୍ତେ ତାଙ୍କ ପରିବାର କଲିକତାର ଚେତଲା ଅଞ୍ଚଳରେ ବସବାସ କରିଥିଲେ । ତାଙ୍କ ପରିବାରରେ ଏକ ସଙ୍ଗୀତମୟ ବାତାବରଣ ଥିଲା । ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ବଡ ଭାଇ ମୁରାରିମୋହନ ମିଶ୍ର ଉଭୟ ପ୍ରଖ୍ୟାତ ଗାୟକ ଥିଲେ । ତାଙ୍କ ପରିବାରର ପ୍ରକ୍ରୁତ ସାଙ୍ଗିଆ ବନ୍ଦୋପାଧ୍ୟାୟ(ବାନାର୍ଜୀ) ଥିଲା । ପରେ ତାଙ୍କ ପରିବାରକୁ 'ମିଶ୍ର' ଉପାଧି ପ୍ରଦାନ କରାଯାଇଥିଲା । ତାଙ୍କ ପିତାଙ୍କୁ 'କାଶି ସଙ୍ଗୀତ ସମାଜ' ତରଫରୁ 'ପଣ୍ଡିତ', 'ସଙ୍ଗୀତରତ୍ନ' ତଥା 'ସଙ୍ଗୀତନାୟକ' ଉପାଧିରେ ମଧ୍ୟ ସମ୍ମାନୀତ କରାଯାଇଥିଲା । <ref> http://www.kolkatabengalinfo.com/2011/10/nirmala-mishra-family-early-life.html#</ref>
==କର୍ମଜୀବନ==
ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ [[ବାଳକୃଷ୍ଣ ଦାସ]] '''ନିର୍ମଳା ମିଶ୍ର'''ଙ୍କ ପ୍ରତିଭାକୁ ଜାଣିପାରି ତାଙ୍କୁ ପ୍ରଥମ କରି ଚଳଚିତ୍ରରେ କଣ୍ଠଦାନ କରିବାକୁ ସୁଯୋଗ ଦେଇଥିଲେ । <ref>http://www.hindu.com/2011/06/04/stories/2011060460860300.htm</ref> ସେ କଣ୍ଠଦାନ କରିଥିବା ପ୍ରମ୍ମୁଖ ଚଳଚିତ୍ର ଗୁଡିକ ମଧ୍ୟରେ [[ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର)]], [[କା (୧୯୬୬ର ଚଳଚ୍ଚିତ୍ର)]], [[ମଲାଜହ୍ନ]], [[ଅଭିନେତ୍ରୀ (୧୯୬୫ର ଓଡ଼ିଆ ସିନେମା)]], [[ଅନୁତାପ (୧୯୭୭ର ଚଳଚ୍ଚିତ୍ର)]], [[କିଏ କାହାର]] ଆଦି ଅନ୍ୟତମ ।
 
 
==ମାନସମ୍ମାନ ଓ ପୁରସ୍କାର==