"ନିର୍ମଳା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଆଧାର
୯ କ ଧାଡ଼ି:
| yearsactive =
| occupation = [[ପ୍ରଚ୍ଛଦପଟ ଗାୟିକା]]
| spouse = ପ୍ରଦୀପ ଦାସଗୁପ୍ତା
| deathdate =
| birthname =
୧୮ କ ଧାଡ଼ି:
 
==ବ୍ୟକ୍ତିଗତ ଜୀବନ==
 
ସେ ପଶ୍ଚିମବଙ୍ଗ ରାଜ୍ୟର, ମଜିଲପୁର(ଜୟନଗର) ଠାରେ ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ମାତା ଭବାନୀ ଦେବିଙ୍କ ଠାରୁ ଦୁର୍ଗା ସପ୍ତମୀ(ଗୁରୁବାର) ତିଥୀରେ ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ପିତାଙ୍କ ଚାକିରି ନିମନ୍ତେ ତାଙ୍କ ପରିବାର କଲିକତାର ଚେତଲା ଅଞ୍ଚଳରେ ବସବାସ କରିଥିଲେ । ତାଙ୍କ ପରିବାରରେ ଏକ ସଙ୍ଗୀତମୟ ବାତାବରଣ ଥିଲା । ପିତା ପଣ୍ଡିତ ମୋହିନିମୋହନ ମିଶ୍ର ଓ ବଡ ଭାଇ ମୁରାରିମୋହନ ମିଶ୍ର ଉଭୟ ପ୍ରଖ୍ୟାତ ଗାୟକ ଥିଲେ । ତାଙ୍କ ପରିବାରର ପ୍ରକ୍ରୁତ ସାଙ୍ଗିଆ ବନ୍ଦୋପାଧ୍ୟାୟ(ବାନାର୍ଜୀ) ଥିଲା । ପରେ ତାଙ୍କ ପରିବାରକୁ 'ମିଶ୍ର' ଉପାଧି ପ୍ରଦାନ କରାଯାଇଥିଲା । ତାଙ୍କ ପିତାଙ୍କୁ 'କାଶି ସଙ୍ଗୀତ ସମାଜ' ତରଫରୁ 'ପଣ୍ଡିତ', 'ସଙ୍ଗୀତରତ୍ନ' ତଥା 'ସଙ୍ଗୀତନାୟକ' ଉପାଧିରେ ମଧ୍ୟ ସମ୍ମାନୀତ କରାଯାଇଥିଲା । <ref> http://www.kolkatabengalinfo.com/2011/10/nirmala-mishra-family-early-life.html#</ref>
==କର୍ମଜୀବନ==
ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ [[ବାଳକୃଷ୍ଣ ଦାସ]] '''ନିର୍ମଳା ମିଶ୍ର'''ଙ୍କ ପ୍ରତିଭାକୁ ଜାଣିପାରି ତାଙ୍କୁ ପ୍ରଥମ କରି ଚଳଚିତ୍ରରେ କଣ୍ଠଦାନ କରିବାକୁ ସୁଯୋଗ ଦେଇଥିଲେ । <ref>http://www.hindu.com/2011/06/04/stories/2011060460860300.htm</ref>
 
==କଥାଚିତ୍ରରେ ଭୂମିକା==
===ଗାୟକ ଭାବରେ===
 
==ମାନସମ୍ମାନ ଓ ପୁରସ୍କାର==
 
 
 
 
 
 
 
Line ୩୯ ⟶ ୩୨:
 
==ବାହାର ଆଧାର==
*[http://www.imdb.com/name/nm1721604/]