"କୋଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ:ଅଁଳା
୩୧ କ ଧାଡ଼ି:
||ଏହା ପ୍ରାୟ ବର୍ଷସାରା ଫଳିଥାଏ। ସାଧାରଣତଃ ଆଶ୍ୱିନ ମାସକୁ ଫୁଲ ଆସେ, ପଉଷ, ମାଘ ଆଡ଼କୁ ପାଚେ। ପିମ୍ପୁଡ଼ିସବୁ ଗୋଟିଏ ଜାଗାରେ ଠୁଳ ହେଲେ ଯେମିତି ଦିଶେ, ଏହି କୋଳିଟି ସେମିତି ଦିଶିଥାଏ।
||କଷିବେଳେ ପ୍ରବଳ ଖଟାଲାଗେ, ପାଚିଗଲାପରେ କଳା ପଡ଼ିଯାଏ ଓ ବହୁତ ମିଠାଲାଗେ।
||
|| [[Image : Mulberry in Libya.jpg|100px]]
|-
|'''ନିରେଇଶ କୋଳି'''
Line ୧୪୨ ⟶ ୧୪୩:
||ଏହି କୋଳି କଷିବେଳେ ସବୁଜ କଷାସ୍ୱାଦଯୁକ୍ତ ହୋଇଥାଏ ଓ ମଞ୍ଜି ନରମ ହୋଇଥାଏ। ପାକଳ ହେଲେ ହଳଦିଆ ହୁଏ ଓ କଷାମିଶା ମିଠା ଲାଗେ। ପାଚିଗଲେ, ଏହା ଖଇରିଆ ରଙ୍ଗ ହୋଇଯାଏ ଓ ଖୁବ୍ ମିଠା ଲାଗେ। ପାଚିଲାପରେ ଏହାର ମଞ୍ଜି ଟାଣ ହୋଇଯାଏ।
||ଏହାର ପତ୍ରରୁ ଝାଡ଼ୁ ତିଆରି ହୋଇଥାଏ।
|| [[Image : Palm tree wtih Dates.JPG|100px]]
||
|-
|'''ନୁଣୁନୁଣୁକା କୋଳି'''
Line ୧୫୬ ⟶ ୧୫୭:
||କଞ୍ଚାବେଳେ ଟିକେ ନେଳିଆ ଦେଖାଯାଏ, ପାଚିଗଲେ ଅଳ୍ପ କଳା ପଡ଼ିଯାଇଥାଏ। କୋଳି ଗୁଡ଼ିକ ପାଚିଗଲେ ଖୁବ୍ ମିଠା ଲାଗେ।
||ଏହାର ରସକୁ ସଂଗ୍ରହ କରି ପ୍ୟାକେଟରେ ମଧ୍ୟ ବଜାରରେ ବିକ୍ରି କରାଯାଏ।
|| [[Image : Litchi chinensis fruits.JPG|100px]]
||
|-
|'''କ୍ଷୀର କୋଳି'''
Line ୧୭୦ ⟶ ୧୭୧:
||କଞ୍ଚାବେଳେ ସବୁଜ ଓ ପାଚିଗଲେ ପୂରା କଳା। ସ୍ୱାଦିଷ୍ଠ, ଖାଇଲେ ଜିଭ କଳା ପଡ଼ିଯାଏ।
||ଜାମୁକୋଳି ମଧୁମେହ ନିବାରଣ କରିଥାଏ ବୋଲି କୁହାଯାଏ।
|| [[Image : Kalo jaam.jpg|100px]]
||
|-
|'''ଜାମୁ ରୋଳ'''
Line ୨୨୪ ⟶ ୨୨୫:
||
||
||[[Image : Table grapes on white.jpg|100px]]
||
|-
|'''ଚେରି କୋଳି'''
"https://or.wikipedia.org/wiki/କୋଳି"ରୁ ଅଣାଯାଇଅଛି