"କୋଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧ କ ଧାଡ଼ି:
! କୋଳି !! ସଂକ୍ଷିପ୍ତ ପରିଚୟ!!ଫଳିବା ବେଳ!!ରୂପ ଓ ସୁଆଦ !! ଅନ୍ୟ ଉପଯୋଗ!!ଛପା
|-
| [['''ବର କୋଳି''']] (ମୂଳଲେଖା [[ବର କୋଳି़କୋଳି]] )
|| ଏହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହାର ଶାଖା, ପ୍ରଶାଖା କଣ୍ଟାରେ ପୂର୍ଣ୍ଣ। ଫଳ ଗୁଡ଼ିକ ଛୋଟ ଛୋଟ ଏବଂ ଶସ ଯୁକ୍ତ।
|| ମାର୍ଗଶିର ମାସରେ ଫୁଲ ଧରେ। ଏହା ପୌଷ, ମାଘ ମାସକୁ ପାଚିଥାଏ। କେତେକ ପ୍ରକାରର ଜଙ୍ଗଲୀ ବରକୋଳି ମଧ୍ୟ ରହିଛି, ଯାହା ମାନବ ସେବନ ଉପଯୋଗୀ ନୁହେଁ।
|| କଞ୍ଚାଥିବା ଅବସ୍ଥାରେ ଏହା ସବୁଜ ଦେଖାଯାଏ ଓ ସ୍ୱାଦ ଲାଳଯୁକ୍ତ କଷା ଓ ଈଷତ୍ ଖଟା ହୋଇଥାଏ। ପାଚିଲା ବରକୋଳି ବାଲିଆ, କାଦୁଆ ଭେଦରେ ଭିନ୍ନ ପ୍ରକାରର ହୋଇଥାଏ। କେତେକ କୋଳି ମିଠା ହୋଇଥିଲାବେଳେ କେତେକ ଖଟାପ୍ରଧାନ ହୋଇଥାଏ। ପାଚିଲା ବରକୋଳିକୁ ସିଧା ଖିଆଯାଇଥାଏ।
|| ଏହାକୁ ଶୁଖାଇ ସଂରକ୍ଷଣ କରାଯାଏ। ଏହି ଶୁଖିଲା କୋଳିରୁ ଅନେକ ପ୍ରକାରର ଆଚାର ଓ ଖଟେଇ ତିଆରି ହୋଇଥାଏ। ବରକୋଳି ପତ୍ର କଳସରେ ଲାଗିଥାଏ। ବରକୋଳିର କାଠ ହୋମ କାର୍ଯ୍ୟରେ ଲାଗିଥାଏ।
|| [[Image:Owoce Jujuba.jpg|100px]]
||
|-
|'''ନର କୋଳି'''
୨୩ କ ଧାଡ଼ି:
|| ପାକଳ ହେବା ପରେ ଏହାର ରଙ୍ଗ ହଳଦିଆ, ସବୁଜ ଓ ଧଳାର ମିଶାମିଶି ରଙ୍ଗ ହୋଇଥାଏ ଓ ଖାଇଲେ ଖଟାଳିଆ ଲାଗେ। କଷି ଅବସ୍ଥାରେ ଏହା ଫିକା ଶାଗୁଆ ରଙ୍ଗର ଦେଖାଯାଏ ଓ ଖାଇଲେ କଷାଳିଆଲାଗେ।
ଏହାକୁ ପାକଳ ଅବସ୍ଥାରେ ସିଧା ଖିଆଯାଏ।
||
||
|-
Line ୭୨ ⟶ ୭୩:
||
|-
|'''[[ଭଇଁଚ କୋଳି|ବଇଁଚ କୋଳି]]'''
||କୋଳିଗୁଡ଼ିକ ନୀଳରଙ୍ଗର। ଗୁଳ୍ମଜାତୀୟ ଏହି ଗଛଟି ଅତିବେଶୀରେ ତିନିଫୁଟଯାଏଁ ବଢ଼ିଥାଏ। ଏହା ଝଙ୍କାଳିଆ ଏବଂ କଣ୍ଟାପୂର୍ଣ୍ଣ ହୋଇଥାଏ।
||ଆଶ୍ୱିନ କାର୍ତ୍ତିକ ମାସରେ ଫୁଲ ଆସେ। ସଙ୍ଗେ ସଙ୍ଗେ ଫଳ ବି ଆସିଯାଏ। ପଉଷ ମାସ ଠାରୁ ପାଚିବା ଆରମ୍ଭ ହୋଇ ମାଘ ଫଗୁଣ ପର୍ଯ୍ୟନ୍ତ ରହେ। ମଞ୍ଜି ବଡ, ଗୋଲ ଗୋଲ, ଶସ କମ୍।
Line ୧୯୧ ⟶ ୧୯୨:
||
|-
|'''[[ଗଉଡ଼ମ| ଗଉଡ଼ ଗୋବିନ୍ଦ]] କୋଳି'''
||
||
Line ୨୦୨ ⟶ ୨୦୩:
||
||
||
|-
|'''ଗୁଆଁଳ କୋଳି'''
Line ୨୦୭ ⟶ ୨୦୯:
||
||
||
|-
|'''ସାହାଡ଼ା କୋଳି'''
Line ୨୧୨ ⟶ ୨୧୫:
||
||
||
|-
 
Line ୨୨୮ ⟶ ୨୩୨:
||
|}
 
== କୋଳିର ବର୍ତ୍ତମାନ ସ୍ଥିତି==
ବରକୋଳି ଓ ଜାମୁକୋଳିକୁ ଛାଡ଼ିଦେଲେ ପ୍ରାୟ ସବୁପ୍ରକାରର କୋଳି ଆଜି ଦୁର୍ଲଭ ହୋଇ ପଡ଼ିଥିଲେ ମଧ୍ୟ ଓଡ଼ିଶାର ତଇଲା ଅଞ୍ଚଳ ଏବେ ବି ବିଭିନ୍ନ ପ୍ରକାରର କୋଳିରେ ସମୃଦ୍ଧ। ତାହା ଅଧୁନା ଜଙ୍ଗଲ ଓ ଗଛ ସଂଖ୍ୟାର ଦ୍ରୁତ ହ୍ରାସ ଓ ପଲ୍ଲୀ ଜନ ଜୀବନର ଚାଲି ଚଳଣିରେ ପରିବର୍ତ୍ତନ ଏମିତି କେତେକ ଦୁର୍ମୂଲ୍ୟ ବନସ୍ପତିକୁ ଧିରେ ଧିରେ ବିସ୍ମୃତ କରି ଦେଉଛି। ଅଧିକାଂଶ କିସମର କୋଳି ଆଜି ଦୁର୍ଲଭ ହୋଇ ପଡ଼ିଲାଣି।
"https://or.wikipedia.org/wiki/କୋଳି"ରୁ ଅଣାଯାଇଅଛି