"ନିଜାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ କଥାଚିତ୍ର ତାଲିକା
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Nizam}}
ନିଜାମ ଓଡିଆ ସିନେମା ର ଜଣେ ପ୍ରଖ୍ୟାତ ଗୀତିକାର । ସେ ୧୯୭୭ ମସିହାରେ [[ଅନୁତାପ (୧୯୭୭ର ଚଳଚ୍ଚିତ୍ର)|ଅନୁତାପ]] କଥାଚିତ୍ରରୁ ନିଜ ପେଶାଦାର ଜୀବନର ଶୁଭାରମ୍ଭ କରିଥିଲେ । <ref>{{cite web |url= http://orissadiary.com/CurrentNews.asp?id=15010 |title=Famous lyricist of Oriya film industry Nizam in critical state, Orissa Current News |work=orissadiary.com |year=2012 |quote=He started his career in the year 1977 with Anutap |accessdate=30 June 2012}}</ref> [[ଅନୁତାପ (୧୯୭୭ର ଚଳଚ୍ଚିତ୍ର)|ଅନୁତାପ]], [[ସମର ସଲିମ ସାଇମନ]], [[ମାନିନୀ]], [[ଫୁଲ ଚନ୍ଦନ]] ପ୍ରଭ୍ରୁତି ଚଳଚିତ୍ର ତାଙ୍କୁ ଅପାର ସଫଳତା ଆଣିଦେଇଥିଲା । [[ରଜନୀଗନ୍ଧା (୧୯୮୯ର ସିନେମା)|ରଜନୀଗନ୍ଧା]](୧୯୮୯) <ref>{{cite web |url= http://www.orissacinema.com/history/orissa-state-film-award.html |title=Orissa State Film Award Winners &#124; Orissa Cinema &#124; Odisha Ollywood |work=orissacinema.com |year=2012 |quote=Best Lyricist : Nizam (Rajnigandha) |accessdate=30 June 2012}}</ref>ଓ ଜୀବନ ସାଥୀ(୧୯୯୭)<ref>{{cite web |url= http://cinemasagar.com/award/orissa-state-film-award-winners/ |title=CinemaSagar » Orissa State Film Award Winners |work=cinemasagar.com |year=2012 |quote= Best Lyrist : Nizam (Jeevan Sathi) |accessdate=30 June 2012}}</ref> ପାଇଁ ତାଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ [[ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର|ରାଜ୍ୟ ଚଳଚିତ୍ର ପୁରସ୍କାର]]ରେ ସମ୍ମାନୀତ କରାଯାଇଥିଲା ।
 
===ଗୀତ ଲେଖିଥିବା ଓଡ଼ିଆ କଥାଚିତ୍ର ତାଲିକା===
"https://or.wikipedia.org/wiki/ନିଜାମ"ରୁ ଅଣାଯାଇଅଛି