"ନିଜାମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
||
୧ କ ଧାଡ଼ି:
{{prettyurl|Nizam
ନିଜାମ ଓଡିଆ ସିନେମା ର ଜଣେ ପ୍ରଖ୍ୟାତ ଗୀତିକାର । <ref>http://www.imdb.com/name/nm3373656/</ref>ସେ ୧୯୭୭ ମସିହା ରେ [[ଅନୁତାପ]] ସିନେମା ରୁ ନିଜ ଚଳଚିତ୍ର ଜୀବନର ସୁଭାରମ୍ବ କରିଥିଲେ । [[ଅନୁତାପ]]<ref>http://www.imdb.com/title/tt1499629/fullcredits#cast</ref>, [[ସମର ସଲିମ ସାଇମନ]] <ref>http://www.imdb.com/title/tt1402554/fullcredits#cast</ref>, ମାନିନୀ, [[ଫୁଲ ଚନ୍ଦନ]] <ref>http://www.imdb.com/title/tt1418211/fullcredits#cast</ref>ପ୍ରଭ୍ରୁତି ଚଳଚିତ୍ର ତାଙ୍କୁ ଅପାର ସଫଳତା ଆଣିଦେଇଥିଲା । ରଜନୀଗନ୍ଧା(୧୯୮୯) ଓ ଜୀବନ ସାଥୀ(୧୯୯୭) ପାଇଁ ତାଙ୍କୁ ଶ୍ରେଷ୍ଥ ଗୀତିକାର ଭାବରେ ରାଜ୍ୟ ଚଳଚିତ୍ର ପୁରଷ୍କାର ରେ ସମ୍ମାନୀତ କରାଯାଇଥିଲା ।
|