"ବୁଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୭୫ କ ଧାଡ଼ି:
[[zh-yue:水星]]
[[zu:UMerkuriyu]]
ଦୂରତା ଅନୁସାରେ ବୁଧ ସୂର୍ୟ ର ନିକଟତମ ଗ୍ରହ| ଆୟତନ ଅନୁସାରେ ଏହ ସୌରଜଗତର କ୍ଷୁଦ୍ରତମ ଗ୍ରହ| ସୂର୍ୟର ଅତି ନିକଟରେ ଥିବାରୁ ଏହାର ପରିକ୍ରମଣ ବେଗ ଖୁବ୍ ବେସି| ନଚେତ୍ ଏହ ସୂର୍ୟ ଆଡକୁ ଆକର୍ଷିତ ହୋଇ ତା ସହିତ ମିସି ଯାଇଥାନ୍ତା| ଏହାର ପରିକ୍ରମଣ କାଳ ପ୍ରାୟ ୫୮ ଦିନ ଓ ଆବର୍ତନ କାଳ ପ୍ରାୟ ୫୯ ଦିନ| ବୁଧର ବାୟୁମନ୍ଦଳ ପ୍ରାୟ ନାହି କହିଲେ ବି ଚଲିବ|
"https://or.wikipedia.org/wiki/ବୁଧ"ରୁ ଅଣାଯାଇଅଛି