"ଗାମୁଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଲିଙ୍କ
୧ କ ଧାଡ଼ି:
{{ଛୋଟ|Gamucha}}
ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । <ref>http://www.orissa.gov.in/people/dress.htm</ref>ଏହା ର ଲମ୍ବ ସାଧାରଣତଃ ୧.୫ମି ରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଂଗ ରରଙ୍ଗର ହୋଇଥାଏ । ଏହା କୁଏହାକୁ [[ଓଡ଼ିଶା]], [[ଆସାମ]], ପଶ୍ଚିମବଂଗ[[ପଶ୍ଚିମବଙ୍ଗ]] ଏବଂ [[ବିହାର ]]ରେ ବହୁଳ ଭାବ ରେ ବ୍ୟବହାର କରାଯାଏ । ଆସାମ ରେ ଏହା ଗାମୋସା ବା ଗାମୋଛା ନାମ ରେନାମରେ ପରିଚିତ । <ref>http://assamgovt.nic.in/culture.asp</ref>ସସ୍ତାଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ୍ଖୁବ ଲୋକପ୍ରିୟ । ହିନ୍ଦୁ ପୁଜାପୂଜା ପଦ୍ଧତି ରେ ଗାମୁଛା ର ପ୍ରମୁଖ ଭୁମିକା ରହିଛି । ପୁଜା[[ପୂଜା (ଉପାସନା)|ପୂଜା]] କରିବା ସମୟ ରେ ମଧ୍ୟ ଏହା କୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ [[ଓଡ଼ିଶା]][[ଖୋର୍ଦ୍ଧା ଜିଲାଜିଲ୍ଲା]] ପୃଥିବୀ ପ୍ରସିଦ୍ଧ । <ref>http://www.ordistricts.nic.in/district_profile/history.php</ref> ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହା କୁଏହାକୁ ଏକ ଫେଶନ ସାମଗ୍ରୀ ରୁପ ରେରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।<ref name="Dash1995">{{cite book|author=Satya Narayan Dash|title=Handloom Industry in India|url=http://books.google.com/books?id=a5xjc73xzqAC&pg=PA195|accessdate=5 June 2012|year=1995|publisher=Mittal Publications|isbn=978-81-7099-599-9|pages=195–}}</ref>
 
==ଆଧାର==
"https://or.wikipedia.org/wiki/ଗାମୁଛା"ରୁ ଅଣାଯାଇଅଛି