"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬ କ ଧାଡ଼ି:
<ref>ଦିବ୍ୟଭାସ୍କର- ଗୁଜୁରାତୀ ଖବର କାଗଜ ତା. ୧୦-୦୬-୨୦୧୨ ର ୧୧ ପୃଷ୍ଠା</ref>
 
ସରୋଜିନୀ ନାଇଡୁ ୧୮୭୯ ମସିହା ଫେବ୍ରୁଆରୀ ୧୩ ତାରିଖରେ ହାଇଦ୍ରାବାଦରେ[[ହାଇଦ୍ରାବାଦ]]ରେ ଜନ୍ମ ଗ୍ରହଣ କରିଥିଲେ l ଡକ୍ଟର ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ତାଙ୍କର ପତ୍ନୀ ବରଦା ସୁନ୍ଦରୀ ଦେବୀଙ୍କ ଜ୍ୟେଷ୍ଠ ସନ୍ତାନ ଥିଲେ l ବ୍ରାହ୍ମଣ ପରିବାରରେ ଜନ୍ମହୋଇଥିଲେ ମଧ୍ୟ [[ମୁସଲମାନ]] ସଂସ୍କୃତି ପ୍ରଧାନ [[ହାଇଦ୍ରାବାଦ]] ସହରରେ ବଢିଥିବାରୁ ସେ ନିଜକୁ ଅଧା ହିନ୍ଦୁ ଅଧା ମୁସଲମାନ ମନେ କରୁଥିଲେ l ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ[[ ମାଡ୍ରାସ ବିଶ୍ବବିଦ୍ୟାଳୟରେବିଶ୍ବବିଦ୍ୟାଳୟ]]ରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ l କୁହାଯାଏ ସରୋଜିନୀ ଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ ହାଇଦ୍ରାବାଦର ନିଜାମ ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ l ପରବର୍ତ୍ତୀ ତିନିବର୍ଷ ସରୋଜିନୀ [[ଲଣ୍ଡନ]][[କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେବିଶ୍ବବିଦ୍ୟାଳୟ]]ରେ ଅଧ୍ୟୟନ କଲେ l ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙ୍କ ପ୍ରୋତ୍ସାହନ ପାଇଁ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା l
 
ସରୋଜିନୀଙ୍କୁ ଯେତେବେଳେ ୧୯ ବର୍ଷ ସେ ନିଜାମଙ୍କ ଚିକିତ୍ସ୍କ ଗୋବିନ୍ଦରାଜୁ ଙ୍କ ପ୍ରେମରେ ପଡିଥିଲେ l ଜଣେ ଉଚ୍ଚ ଶ୍ରେଣୀର ବ୍ରହ୍ମଣକନ୍ୟା ବା ଜଣେ ଅଣବ୍ରାହ୍ମଣ କୁ କେମିତି ବିବାହ କରିବ କହି ତାଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ କିନ୍ତୁ ଅସାଧାରଣ ଇଛାଶକ୍ତି ଓ ସାହସିକତା ଯୋଗୁଁ ୧୮୯୮ ମସିହା ସରୋଜିନୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ତାଙ୍କୁ ବିବାହ କରିଥିଲେ l ସରୋଜିନୀଙ୍କ ଗାର୍ହସ୍ଥ୍ୟ ଜୀବନ ସୁଖମୟ ଥିଲା l
ସାମାଜିକ କିମ୍ବା ରାଜନୈତିକ ଅଧିକାର ପାଇଁ ସଂଗ୍ରାମ ହେଉ, କିମ୍ବା ହିନ୍ଦୁ-ମୁସଲମାନ ଏକତା ପ୍ରସଙ୍ଗ ହେଉ ସେ ସର୍ବଦା ନିଷ୍ଠା ଓ ସାହସିକତା ଦେଖାଇଥିଲେ l ସେଥିପାଇଁ [[ଗାନ୍ଧିଜୀ]] ତାଙ୍କୁ ଶ୍ରଦ୍ଧାରେ "ଆଜିର ମୀରାବାଈ" ଡାକୁଥିଲେ l
==ଗୁରୂତ୍ବପୂର୍ଣ୍ଣ ଘଟଣାବଳୀ==
[[File:Gandhi Naidu London.jpg|thumb|ଲଣ୍ଡନରେ ଗାନ୍ଧିଜୀଙ୍କ ସହ ସରୋଜିନୀ ନାଇଡୁ]]
<ref>http://www.culturalindia.net/leaders/sarojini-naidu.html</ref>
*୧୯୦୫ ମସିହାରେ ବଙ୍ଗଭଙ୍ଗ ପରେ ସରୋଜିନୀ ସକ୍ରିୟ ଭାବରେ ଭାରତର[[ଭାରତ]]ର ସ୍ବାଧୀନତା ଅନ୍ଦୋଳନରେ ଯୋଗଦେଲେ l [[ଅସହଯୋଗ ଆନ୍ଦୋଳନ]] ଓ ସତ୍ୟାଗ୍ରହରେ ଗାନ୍ଧିଜୀଙ୍କ[[ଗାନ୍ଧିଜୀ]]ଙ୍କ ସହ କାମକରି ସେ ଅନେକ ସମୟ ଜେଲଦଣ୍ଡ ଭୋଗିଥିଲେ l
 
*୧୯୧୯ ର [[ଜାଲିଆଁୱାଲାବାଗ ହତ୍ୟାକାଣ୍ଡରହତ୍ୟାକାଣ୍ଡ]]ର ପରେ ପରେ ସେ ହୃଦ୍ ରୋଗରେ ପିଡିତ ହେବାରୁ ସେ [[ଇଂଲଣ୍ଡ]] ଯାଇଥିଲେ l
 
*୧୯୨୪ ମସିହାରେ ସେ ପୂର୍ବ ଓ [[ଦକ୍ଷିଣ ଆଫ୍ରିକା ]]ଭ୍ରମଣରେ ଯାଇ ସେଠାରେ ଭାରତୀଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ l
 
*୧୯୨୫ ମସିହାରେ ସେ ପ୍ରଥମେ ଭାରତୀୟ ମହିଳାଭାବେ କାନପୁର [[କଂଗ୍ରେସ]] ସମ୍ମିଳନୀର ସଭାପତିତ୍ବ କରିଥିଲେ l
 
*୧୯୩୦ ମସିହାରେ ଦାଣ୍ଡି [[ଲବଣ ସତ୍ୟାଗ୍ରହ]] ସମୟରେ [[ଗାନ୍ଧିଜୀ]] ବନ୍ଦୀ ହେଲାପରେ ସେ ପଚିଶ ହଜାର ସ୍ବଛାସେବୀଙ୍କୁ ନେଇ ଧାରସନା ଲୁଣ କାରଖାନା ଆନ୍ଦୋଳନ କରିଥିଲେ l
 
*୧୯୩୧ ମସିହାରେ [[ଲଣ୍ଡନ]] ଗୋଲ ଟେବୁଲ ବୈଠକରେ ଭାରତୀୟ ମହିଳାମାନଙ୍କର ପ୍ରତିନିଧିତ୍ବ କରିଥିଲେ l
 
*୧୯୪୯ ମସିହାରେ ମାର୍ଚ୍ଚ ୩ ତାରିଖରେ ସେ ମୃତ୍ୟୁବରଣ କରିଥିଲେ l