"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଲିଙ୍କ
୧ କ ଧାଡ଼ି:
'''ପପୁ ପମ ପମ''' (ଅନ୍ୟନାମ "ପପୁ", '''ତତ୍ଵ ପ୍ରକାଶ ଶତପଥୀ''' ନାମରେ ଜନ୍ମିତ''') ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା । ସେ ୧୫ ଟି [[ଓଡ଼ିଆ ସିନେମା ଜଗତ।ଓଡ଼ିଆଜଗତ|ଓଡ଼ିଆ କଥା ଚିତ୍ର]]ରେ ଅଭିନୟ କରିସାରିଛନ୍ତି ।
 
==ପ୍ରାରମ୍ଭିକ ଜୀବନ==
'''ତତ୍ଵ ପ୍ରକାଶ ଶତପଥୀପପୁ''' [[ମୟୂରଭଞ୍ଜ '''ମୟୁରଭଞ୍ଜ''' ଜିଲ୍ଲା]]ର କପ୍ତିପଦା ଠାରେ '''୧୯୭୮ ମସିହା ମଇ ୨୬''' ତାରିଖରେ ଏକ କଳାକାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଉଚ୍ଚ ବିଦ୍ୟାଳୟରଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । କିନ୍ତୁ ସେ '''ମ୍ଯାଜିକ୍''ଯାଦୁବିଦ୍ୟା' ପାଇନ୍ପାଇଁ ରାଷ୍ଟ୍ରପତିଙ୍କ[[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]ଙ୍କ ଠାରୁ ପୁରସ୍କାର ପାଇଥିଲେ | '''ପପୁ''' ପିଲା ଦିନଦିନରୁ ରୁ ଓଡିଆଓଡ଼ିଆ ଯାତ୍ରା, ଗୀତ,ନ୍ରୁତ୍ୟ ନୃତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତର ରେସ୍ତରରେ ଅନେକ ପୁରସ୍କାର ଜିତିଥିଲେ।ବର୍ତ୍ତମାନଜିତିଥିଲେ । ବର୍ତ୍ତମାନ ସୁଦ୍ଧା ସେ ୧୦୦ ରୁ ଅଧିକ ମଞ୍ଚରେ ନିଜର ଚମତ୍କାର ଅଭିନୟ ଦେଖାଇସାରିଛନ୍ତି | ସେ ଉଦଳା କଲେଜ ରୁ କଲେଜରୁ ରସାୟନ ବିଜ୍ଞାନ ରେବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସେ ଉଦଳା ମହବିଦ୍ୟାଳୟ ରେମହବିଦ୍ୟାଳୟର ଡ୍ରାମାଟିକନାଟ୍ୟସଂସଦର ସେକ୍ରେଟାରିସମ୍ପାଦକ ମଧ୍ୟ ଥିଲେ ।
 
==ବୃତ୍ତି==
ପପୁ ଜଣେ ତାଲିମ୍ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ । ସ୍ନାତକ କରିବା ପରେ ଗାୟନ ଓ ଅଭିନୟ ରେଅଭିନୟରେ ନିଜର ବୃତ୍ତି କରିବା ଲାଗି ସେ [[ଭୁବନେଶ୍ଵର]] ଚାଲି ଆସିଲେ । ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ । ପ୍ରଥମେ ପପୁ ଓଡିଆଓଡ଼ିଆ ଆଲବମ ଗୀତ ରେଗୀତରେ ଗାଇଥିଲେ ଏବଂ ୬୦ ଟି ଆଲବମ ଗୀତ ରେ ନିଜର ସ୍ଵର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ । ଦୀର୍ଘ ୮ ବର୍ଷଧରି ଚେଷ୍ଟା କରିସୁଧା କୌଣସି ସଫଳତା ନପାଇ ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କପାଇନ୍ତାଙ୍କ ପାଇଁ ବନ୍ଦ ହୋଇଗଲା । ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ ।ଏହାପରେ। ଏହାପରେ ସେ ଏକ ଘରୋଇ ରେଡିଓରେଡ଼ିଓ ଚ୍ଯାନେଲ୍ଚ୍ୟାନେଲ୍ '''ରେଡିଓ ଚକୋଲେଟ୍ ୧୦୪''' ରେ '''ପପୁ ପମ୍ ପମ୍''' ନାମରେ ଉପସ୍ତାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ଯଭାଗ୍ୟ ଭଲ ମୋଡମୋଡ଼ ନେଲା ଓ ତାପରଠାରୁ ସେ ଆଉ ପଛକୁ ବୁଲି ଚାହିନାହାନ୍ତି । ୨୦୦୯ ମସିହାରେ '''[[ତରଙ୍ଗ ଚ୍ଯାନେଲ୍'''ଟିଭି]] ସହିତ କମେଡି ଧାରାବାହିକ ରେ ଅଭିନୟ କରିବାପାଇନ୍ ସେ ଚୁକ୍ତି କରିଥିଲେ । ଏହାପରଠାରୁ ସେ '''[[ତରଙ୍ଗ''' ଟିଭି]]'''[[ତରଙ୍ଗ ମ୍ଯୁଜିକ୍''' ମ୍ୟୁଜିକ]]ର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ '''ତୋ ଆଖିରେ ମୁ''', '''[[ସଞ୍ଜୁ ଆଉ ସଞ୍ଜନା''']], ''' ଦିଓବାନାଦିୱାନା''', '''ବାଳୁଙ୍ଗାଟୋକା''' ଏପରି ଅନେକ ଚଳଚ୍ଚିତ୍ର ରେଚଳଚ୍ଚିତ୍ରରେ ନିଜ ଅଭିନୟ ଦଖ୍ଯତାଦକ୍ଷତା ଦେଖାଇଛନ୍ତି । '''[[ତରଙ୍ଗ ଚ୍ଯାନେଲ୍'''ଟିଭି]] ଦ୍ବାରାଦ୍ଵାରା ଆୟୋଜିତ '''ତରଙ୍ଗ ସିନେ ଆଓବାର୍ଡସ୍ଆୱାର୍ଡସ୍''' ରେ ମଧ୍ଯମଧ୍ୟ ସେ ଶ୍ରେଷ୍ଠ କମେଡିହାସ୍ୟ କଳାକାରଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।
 
==ଆଧାର==
{{ଆଧାର}}
 
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି