"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Sanu1989 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Aiswarya.19ଙ୍କ ଦେଇ କରାଯାଇଥିବା ଶେଷ ବଦ�
ଟିକେNo edit summary
୧ କ ଧାଡ଼ି:
'''ପପୁ ପମ ପମ''' (ଅନ୍ୟନାମ "ପପୁ", '''ତତ୍ଵ ପ୍ରକାଶ ଶତପଥୀ''' ନାମରେ ଜନ୍ମିତ''') ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା । ସେ ୧୫ ଟି [[ଓଡ଼ିଆ ସିନେମା ଜଗତ|ଓଡ଼ିଆ କଥା ଚିତ୍ର]]ରେ ଅଭିନୟ କରିସାରିଛନ୍ତି ।
 
 
==ପ୍ରାରମ୍ଭିକ ଜୀବନ==
'''ତତ୍ଵ ପ୍ରକାଶ ଶତପଥୀ''' '''ମୟୁରଭଞ୍ଜ''' ର କପ୍ତିପଦା ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । '''ପପୁ''' ପିଲା ଦିନ ରୁ ଓଡିଆ ଯାତ୍ରା, ଗୀତ,ନ୍ରୁତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତର ରେ ଅନେକ ପୁରସ୍କାର ଜିତିଥିଲେ। ସେ ଉଦଳା କଲେଜ ରୁ ରସାୟନ ବିଜ୍ଞାନ ରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସେ ଉଦଳା ମହବିଦ୍ୟାଳୟ ରେ ଡ୍ରାମାଟିକ ସେକ୍ରେଟେରିସେକ୍ରେଟାରି ମଧ୍ୟ ଥିଲେ |
 
==ବୃତ୍ତି==
ପପୁ ଜଣେ ତାଲିମ୍ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ |ସ୍ନତକସ୍ନାତକ କରିବା ପରେ ଗାୟନ ଓ ଅଭିନୟ ରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ଵର ଚାଲି ଆସିଲେ | ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ | ପ୍ରଥମେ ପପୁ ଓଡିଆ ଆଲ୍ଆଲବମ ବମ୍ ଗିତଗୀତ ରେ ଗାଇଥିଲେ ଏବଂ ୬୦ ଟି ଆଲ୍ ବମ୍ଆଲବମ ଗିତଗୀତ ରେ ନିଜର ସ୍ଵର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ |
 
[[ଶ୍ରେଣୀ:ଓଡ଼ିଆ ସିନେମା]]
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି