"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Sanu1989 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Aiswarya.19ଙ୍କ ଦେଇ କରାଯାଇଥିବା ଶେଷ ବଦ�
୧ କ ଧାଡ଼ି:
'''ପପୁ ପମ ପମ''' (ଅନ୍ଯନାମଅନ୍ୟନାମ "ପପୁ", '''ତତ୍ବତତ୍ଵ ପ୍ରକାଶ ଶତପଥୀ''' ନାମରେ ଜନ୍ମିତ''') ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ଯହାସ୍ୟ ଅଭିନେତା । ସେ ୧୫ ଟି [[ଓଡ଼ିଆ ସିନେମା ଜଗତ|ଓଡ଼ିଆ କଥା ଚିତ୍ର]]ରେ ଅଭିନୟ କରିସାରିଛନ୍ତି ।
 
 
==ପ୍ରାରମ୍ଭିକ ଜୀବନ==
'''ତତ୍ବତତ୍ଵ ପ୍ରକାଶ ଶତପଥୀ''' '''ମୟୁରଭଞ୍ଜ''' ଜିଲ୍ଲାର କପ୍ତିପଦା ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଉଚ୍ଚ ବିଦ୍ଯାଳୟରବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । '''ପପୁ''' ପିଲାଟିଦିନପିଲା ଦିନ ରୁ ଓଡିଆ ଯାତ୍ରା, ଗୀତ,ନୃତ୍ଯନ୍ରୁତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ଯସ୍ତରରେରାଜ୍ୟ ସ୍ତର ରେ ଅନେକ ପୁରସ୍କାର ଜିତିଥିଲେ। ସେ ଉଦଳା କଲେଜ ରୁ ରସାୟନ ବିଜ୍ଞାନ ରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସେ ଉଦଳା ମହବିଦ୍ୟାଳୟ ରେ ଡ୍ରାମାଟିକ ସେକ୍ରେଟାରିସେକ୍ରେଟେରି ମଧ୍ଯମଧ୍ୟ ଥିଲେ |
 
==ବୃତ୍ତି==
ପପୁ ଜଣେ ତାଲିମ୍ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ |ସ୍ନାତକସ୍ନତକ କରିବା ପରେ ଗାୟନ ଓ ଅଭିନୟ ରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ବରଭୁବନେଶ୍ଵର ଚାଲି ଆସିଲେ | ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ | ପ୍ରଥମେ ପପୁ ଓଡିଆ ଆଲ୍ ବମ୍ ଗୀତଗିତ ରେ ଗାଇଥିଲେ ଏବଂ ୬୦ ଟି ଆଲ୍ ବମ୍ ଗୀତଗିତ ରେ ନିଜର ସ୍ବରସ୍ଵର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ | ଦୀର୍ଘ ୮ ବର୍ଷଧରି ଚେଷ୍ଟା କରିସୁଧା କୌଣସି ସଫଳତା ନପାଇ ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କପାଇନ୍ ବନ୍ଦ ହୋଇଗଲା | ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ |ଏହାପରେ ସେ ଏକ ଘରୋଇ ରେଡିଓ ଚ୍ଯାନେଲ୍ '''ରେଡିଓ ଚକୋଲେଟ୍ ୧୦୪''' ରେ '''ପପୁ ପମ୍ ପମ୍''' ନାମରେ ଉପସ୍ତାପକ ଭାବେ କିଛିଦିନ କାମ କରିଥିଲେ | ଏହାପରେ ତାଙ୍କ ଭାଗ୍ଯ ଭଲ ମୋଡ ନେଲା ଓ ତାପରଠାରୁ ସେ ଆଉ ପଛକୁ ବୁଲି ଚାହିନାହାନ୍ତି | ୨୦୦୯ ମସିହାରେ '''ତରଙ୍ଗ ଚ୍ଯାନେଲ୍''' ସହିତ କମେଡି ଧାରାବାହିକ ରେ ଅଭିନୟ କରିବାପାଇନ୍ ସେ ଚୁକ୍ତି କରିଥିଲେ | ଏହାପରଠାରୁ ସେ '''ତରଙ୍ଗ''' ଓ '''ତରଙ୍ଗ ମ୍ଯୁଜିକ୍''' ର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ '''ତୋ ଆଖିରେ ମୁ''', '''ସଞ୍ଜୁ ଓ ସଞ୍ଜନା''', ''' ଦିଓବାନା''', '''ବାଳୁଙ୍ଗାଟୋକା''' ଏପରି ଅନେକ ଚଳଚ୍ଚିତ୍ର ରେ ନିଜ ଅଭିନୟ ଦଖ୍ଯତା ଦେଖାଇଛନ୍ତି | '''ତରଙ୍ଗ ଚ୍ଯାନେଲ୍''' ଦ୍ବାରା ଆୟୋଜିତ '''ତରଙ୍ଗ ସିନେ ଆଓବାର୍ଡସ୍''' ରେ ମଧ୍ଯ ସେ ଶ୍ରେଷ୍ଠ କମେଡି କଳାକାର ଭାବେ ପୁରସ୍କୃତ ହୋଇଥିଲେ |
 
[[ଶ୍ରେଣୀ:ଓଡ଼ିଆ ସିନେମା]]
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି