"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬ କ ଧାଡ଼ି:
 
==ବୃତ୍ତି==
ପପୁ ଜଣେ ତାଲିମ୍ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ |ସ୍ନାତକ କରିବା ପରେ ଗାୟନ ଓ ଅଭିନୟ ରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ବର ଚାଲି ଆସିଲେ | ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ | ପ୍ରଥମେ ପପୁ ଓଡିଆ ଆଲ୍ ବମ୍ ଗୀତ ରେ ଗାଇଥିଲେ ଏବଂ ୬୦ ଟି ଆଲ୍ ବମ୍ ଗୀତ ରେ ନିଜର ସ୍ବର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ | ଦୀର୍ଘ ୮ ବର୍ଷଧରି ଚେଷ୍ଟା କରିସୁଧା କୌଣସି ସଫଳତା ନପାଇ ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କପାଇନ୍ ବନ୍ଦ ହୋଇଗଲା | ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ |ଏହାପରେ ସେ ଏକ ଘରୋଇ ରେଡିଓ ଚ୍ଯାନେଲ୍ '''ରେଡିଓ ଚକୋଲେଟ୍ ୧୦୪''' ରେ '''ପପୁ ପମ୍ ପମ୍''' ନାମରେ ଉପସ୍ତାପକ ଭାବେ କିଛିଦିନ କାମ କରିଥିଲେ | ଏହାପରେ ତାଙ୍କ ଭାଗ୍ଯ ଭଲ ମୋଡ ନେଲା ଓ ତାପରଠାରୁ ସେ ଆଉ ପଛକୁ ବୁଲି ଚାହିନାହାନ୍ତି | ୨୦୦୯ ମସିହାରେ '''ତରଙ୍ଗ ଚ୍ଯାନେଲ୍''' ସହିତ କମେଡି ଧାରାବାହିକ ରେ ଅଭିନୟ କରିବାପାଇନ୍ ସେ ଚୁକ୍ତି କରିଥିଲେ |
 
[[ଶ୍ରେଣୀ:ଓଡ଼ିଆ ସିନେମା]]
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି