"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬ କ ଧାଡ଼ି:
 
==ବୃତ୍ତି==
ପପୁ ଜଣେ ତାଲିମ୍ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ |ସ୍ନାତକ କରିବା ପରେ ଗାୟନ ଓ ଅଭିନୟ ରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ବର ଚାଲି ଆସିଲେ | ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ | ପ୍ରଥମେ ପପୁ ଓଡିଆ ଆଲ୍ ବମ୍ ଗୀତ ରେ ଗାଇଥିଲେ ଏବଂ ୬୦ ଟି ଆଲ୍ ବମ୍ ଗୀତ ରେ ନିଜର ସ୍ବର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ | ଏହାପରେ ସେ ଏକ ଘରୋଇ ରେଡିଓ ଚ୍ଯାନେଲ୍ '''ରେଡିଓ ଚକୋଲେଟ୍''' ରେ ଉପସ୍ତାପକ ଭାବେ କିଛିଦିନ କାମ କରିଥିଲେ |
 
[[ଶ୍ରେଣୀ:ଓଡ଼ିଆ ସିନେମା]]
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି