"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎କ୍ୟାରିଅର୍: କିଛି ଲେଖିଲି
୫ କ ଧାଡ଼ି:
'''ତତ୍ଵ ପ୍ରକାଶ ଶତପଥୀ''' '''ମୟୁରଭଞ୍ଜ''' ର କପ୍ତିପଦା ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । '''ପପୁ''' ପିଲା ଦିନ ରୁ ଓଡିଆ ଯାତ୍ରା, ଗୀତ,ନ୍ରୁତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତର ରେ ଅନେକ ପୁରସ୍କାର ଜିତିଥିଲେ। ସେ ଉଦଳା କଲେଜ ରୁ ରସାୟନ ବିଜ୍ଞାନ ରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସେ ଉଦଳା ମହାବିଦ୍ୟଲୟ ରେ ଡ୍ରାମାଟିକ ସେକ୍ରେଟେରି ମଧ୍ୟ ଥିଲେ |
 
==ବୃତ୍ତି==
==କ୍ୟାରିଅର୍ ==
ପପୁ ଜଣେ ତାଲିମ୍ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ |ସ୍ନତକ କରିବା ପରେ ଗାୟନ ଓ ଅଭିନୟ ରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ଵର ଚାଲି ଆସିଲେ | ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ | ପ୍ରଥମେ ପପୁ ଓଡିଆ ଆଲ୍ ବମ୍ ଗିତ ରେ ଗାଇଥିଲେ ଏବଂ ୬୦ ଟି ଆଲ୍ ବମ୍ ଗିତ ରେ ନିଜର ସ୍ଵର ଦେଇଥିଲେ ଯାହ ସଫଳତା ପାଇଲା ନାହିଁ |
 
[[ଶ୍ରେଣୀ:ଓଡ଼ିଆ ସିନେମା]]
[[ଶ୍ରେଣୀ:ଜୀବନ୍ତ ମଣିଷ]]
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି