"ଦିଲ୍ଲୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୭ କ ଧାଡ଼ି:
'''ଦିଲ୍ଲୀ''' [[ଭାରତ]]ର ରାଜଧାନୀ ଓ ଆୟତନ ଅନୁସାରେ ସବୁଠୁ ବଡ଼ [[:category:ମହାନଗର|ମହାନଗର]] ଓ ଜନସଂଖ୍ୟା ହିସାବରେ [[ଭାରତର ଜନବହୁଳ ସହର ମାନଙ୍କର ତାଲିକା|ଦ୍ଵିତୀୟ ବୃହତ ମହାନଗର]]<ref name="habib1999jkf">{{Citation | title=The agrarian system of Mughal India, 1556-1707 | author=Irfan Habib | publisher=Oxford University Press, 1999 | isbn=9780195623291 | url=http://books.google.co.in/books?id=0ymFAAAAIAAJ | quote=''... The current Survey of India spellings are followed for place names except where they vary rather noticeably from the spellings in our sources: thus I read "Dehli" not "Delhi ...''}}</ref><ref name="jrasgbi1824fjs">{{Citation | title=Journal of the Royal Asiatic Society of Great Britain & Ireland | author=Royal Asiatic Society | publisher=Cambridge University Press, 1834 | isbn=| url=http://books.google.co.in/books?id=mtosAAAAIAAJ | quote=''... also Dehli or Dilli, not Delhi ...''}}</ref><ref name="karamchandani1968ysf">{{Citation | title=India, the beautiful | author=L.T. Karamchandani| publisher=Sita Publication, 1968 | isbn=| url=http://books.google.co.in/books?id=_sHWfveQGksC | quote=''... According to available evidence the present Delhi, spelt in Hindustani as Dehli or Dilli, derived its name from King ...''}}</ref><ref name="ngjoi1994glk">{{Citation | title=The National geographical journal of India, Volume 40| author=| publisher=National Geographical Society of India, 1994 | isbn=| url=http://books.google.co.in/books?id=aqqAAAAAMAAJ | quote=''... The name which remained the most popular is Dilli with variation in its pronunciation as Dilli, Dehli, or Delhi ...''}}</ref> ଏହା ପୃଥିବୀର [[ଜନବହୁଳ ସହର ମାନଙ୍କର ତାଲିକା|ଅଷ୍ଟମ ବୃହତ ମହାନଗର]] । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର [[ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଭାରତ)|ନ୍ୟାସନାଲ କ୍ୟାପିଟାଲ ରିଜିଅନ]] ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି ।<ref name="un">{{cite web|url=http://esa.un.org/unpd/wup/index.htm|title=World Urbanization Prospects: The 2009 Revision Population Database|accessdate=2 April 2019|publisher=UN}}</ref> ଦିଲ୍ଲୀ ନାମ [[ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଭାରତ)|ନ୍ୟାସନାଲ କ୍ୟାପିଟାଲ ରିଜିଅନ]] ପାଖାପାଖି ସହରାଞ୍ଚଳକୁ ଓ ଭାରତର [[:category:ରାଜଧାନୀ|ରାଜଧାନୀ]]କୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି [[ନ୍ୟାୟପାଳିକା]], [[ହାଇକୋର୍ଟ]], ଜଣେ [[ମୁଖ୍ୟମନ୍ତ୍ରୀ]]ଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା [[ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଭାରତ)|ନ୍ୟାସନାଲ କ୍ୟାପିଟାଲ ରିଜିଅନ]]ର ମଧ୍ୟ ରାଜଧାନୀ ।
 
±== ଇତିହାସ ==
[[ଫାଇଲ:Qutab.jpg|thumb|left|{{convert|72.5|m|ft|abbr=on|0}}, [[କୁତବ ମିନାର]] ପୃଥିବୀର ଉଚ୍ଚତମ ଇଟା ତିଆରି [[ମିନାର]]<ref name="Qutab">{{cite web|url=http://portal.unesco.org/en/ev.php-URL_ID=6643&URL_DO=DO_TOPIC&URL_SECTION=201.html|title=Under threat: The Magnificent Minaret of Jam|work= The New Courier No 1| month=October|year=2002| publisher=UNESCO|accessdate=3 May 2006}}</ref>]]
[[ଫାଇଲ:Humayun's Tomb Delhi .jpg|thumb|left|୧୫୬୦ରେ ତିଆରି, [[ହୁମାୟୁଁଙ୍କ ଦୁର୍ଗ]] ପ୍ରଥମ [[ମୋଗଲ ସ୍ଥାପତ୍ୟ|ମୋଗଲ ଦୁର୍ଗ]] ।<ref>{{cite book |last=Petersen |first=Andrew |title=Dictionary of Islamic Architecture |url=http://books.google.com/?id=gVQj7bW0W9MC&pg=PA204&dq=humayun%27s+tomb+architecture+mughal |accessdate=14 November 2008 |publisher=Routledge |location= |language= |isbn=0415213320 |pages= |chapter= |chapterurl= |year=1999}}</ref>]]
୭୪ କ ଧାଡ଼ି:
|url=http://www.indiatourism.com/delhi-history/index.html
|title=Delhi History |accessdate=22 December 2006 |work=Delhi Tourism |publisher=Advent InfoSoft (P) Ltd }}{{Dead link|date=January 2011}}</ref> ଓ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ପରଠାରୁ ଏଠାରେ [[ନିରନ୍ତର ଜନବସତି ତିଆରିହୋଇଚାଲିଥିବା ସହର ମାନଙ୍କର ତାଲିକା|ନିରନ୍ତର ଜନବସତି]] ତିଆରି ହୋଇଚାଲିଥିଲା ।<ref name=asherhabit/> ଏହା [[ମହାଭାରତ]]ର [[ପାଣ୍ଡବ]]ମାନଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ବୋଲି ବିଶ୍ଵାସ କରାଯାଏ ।<ref name=ecosurv1/> [[ମୌର୍ଯ୍ୟ ଶାସନ]] ପରେ ଏଠାରେ ବିଭିନ୍ନ କାମ ବ୍ୟବସ୍ଥିତ ହୋଇଥିଲା ବୋଲି ଅନୁମାନ କରାଯାଏ ( ଖ୍ରୀ.ପୂ. ୩୦୦) <ref name=tourhist/>।
ମୁ କିପରି ଓଦିଆ ଲେଖି ପାରିବି?
 
==ଆଧାର==
"https://or.wikipedia.org/wiki/ଦିଲ୍ଲୀ"ରୁ ଅଣାଯାଇଅଛି