"ପପୁ ପମ ପମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩ କ ଧାଡ଼ି:
 
==ପ୍ରାରମ୍ଭିକ ଜିବନ==
'''ତତ୍ଵ ପ୍ରକାଶ ଶତପଥୀ''' '''ମୟୁରଭଞ୍ଜ''' ର କପ୍ତିପଦା ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଶିକ୍ଷକ ଥିଲେ । '''ପପୁ''' ପିଲା ଦିନ ରୁ ଓଡିଆ ଯାତ୍ରା, ଗୀତ,ନ୍ରୁତ୍ୟ ଆଦି ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ସ୍ତର ରେ ଅନେକ ପୁରସ୍କାର ଜିତିଥିଲେ। ସେ '''ଉଦଳା କଲେଜ''' ରୁ ରସାୟନ ବିଜ୍ଞାନ ରେ ବି.ସ୍.ସି ଶିକ୍ଷା ଲାଭ କରିଛନ୍ତି ।
[[ଶ୍ରେଣୀ:ଓଡ଼ିଆ ସିନେମା]]
[[ଶ୍ରେଣୀ:ଜୀବନ୍ତ ମଣିଷ]]
"https://or.wikipedia.org/wiki/ପପୁ_ପମ_ପମ"ରୁ ଅଣାଯାଇଅଛି