"ଆଲାନ ଟ୍ୟୁରିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish ଆଲାନ୍ ଟ୍ୟୁରିଙ୍ଗ୍ ପୃଷ୍ଠାଟି ଆଲାନ ଟ୍ୟୁରିଙ୍ଗକୁ ଘୁଞ୍ଚାଇଲେ: ଓଡ଼ିଆ ଲିପିରେ ନାମ ଲେଖିଲା ବେଳେ ହଳ...
ଟିକେ ଅନାବଶ୍ୟକ ହଳନ୍ତକୁ ହଟାଗଲା-
୧ କ ଧାଡ଼ି:
[[File:Alan Turing Memorial Closer.jpg|right|thumb|ଆଲାନ୍ଆଲାନ ଟ୍ୟୁରିଙ୍ଗ୍‌ଙ୍କଟ୍ୟୁରିଙ୍ଗ‌ଙ୍କ ମୂର୍ତ୍ତୀ]]
[[File:Bombe-rebuild.jpg|thumb|right|ଆଲାନ୍ଆଲାନ ଟ୍ୟୁରିଙ୍ଗ୍‌ଙ୍କଟ୍ୟୁରିଙ୍ଗ‌ଙ୍କ ଯନ୍ତ୍ରର ପୁନର୍ନିର୍ମାଣ]]
 
ଆଲାନ୍ଆଲାନ ମାଥିସନ୍ମାଥିସନ ଟ୍ୟୁରିଙ୍ଗ୍ଟ୍ୟୁରିଙ୍ଗ (୨୩ ଜୁନ୍ଜୁନ ୧୯୧୨ - ୭ ଜୁନ୍ଜୁନ ୧୯୫୪) ଲଣ୍ଡନ୍‌ରେଲଣ୍ଡନ‌ରେ ଜନ୍ମିତ ଜଣେ ବ୍ରିଟିଶ୍ ଗଣିତଜ୍ଞ ଓ କମ୍ପ୍ୟୁଟର୍କମପୁଟର ବିଜ୍ଞାନୀ ଥିଲେ ।
 
ପ୍ରଥମେ ପ୍ରଥମେ କମ୍ପ୍ୟୁଟର୍‌କମପୁଟର‌ ବିଷୟରେ କାମ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସେ ଜଣେ । ମଣିଷକୁ କଷ୍ଟ ଲାଗୁଥିବା କାମକୁ କମ୍ପ୍ୟୁଟର୍କମପୁଟର ମାଧ୍ୟମରେ କରିବା କଥା ସେ ପ୍ରଥମେ ଚିନ୍ତା କରିଥିଲେ । ୧୯୩୬ରେ ସେ ଟ୍ୟୁରିଙ୍ଗ୍ଟ୍ୟୁରିଙ୍ଗ ଯନ୍ତ୍ର ଉଦ୍ଭାବନ କରିଥିଲେ । ଏହା ଏକ କାଳ୍ପନିକ ଯନ୍ତ୍ର ହେଲେ ହେଁ, କାର୍ଯ୍ୟକ୍ରମ (program)ର ଧାରଣା ସଂଶ୍ଳିଷ୍ଟ ଥିଲା ।
 
କୃତ୍ରିମ ବୁଦ୍ଧିମତାରେ ଟ୍ୟୁରିଙ୍ଗ୍ଟ୍ୟୁରିଙ୍ଗ ଆଗ୍ରହୀ ଥିଲେ । ସେ ଟ୍ୟୁରିଙ୍ଗ୍ଟ୍ୟୁରିଙ୍ଗ ପରୀକ୍ଷାର ପ୍ରସ୍ତାବ ଦେଲେ, କୌଣସି ଯନ୍ତ୍ରର ବୁଦ୍ଧିମତା ନିର୍ଣୟ କରିବା ପାଇଁ ।
 
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଟ୍ୟୁରିଙ୍ଗ୍ଟ୍ୟୁରିଙ୍ଗ ଜର୍ମାନ୍ ଗୁପ୍ତ ସନ୍ଦେଶର ଅର୍ଥ ନିର୍ଣୟ କରୁଥିଲେ । ପରେ, ସେ ଅନ୍ୟ ଜର୍ମାନ୍ ସଂକେତ ସମାଧାନ କରୁଥିଲେ ।
 
୧୯୪୫ ରୁ ୧୯୪୭ ପର୍ଯ୍ୟନ୍ତ ଟ୍ୟୁରିଙ୍ଗ୍ଟ୍ୟୁରିଙ୍ଗ ସ୍ୱଂୟକ୍ରୀୟ କମ୍ପ୍ୟୁଟିଙ୍ଗ୍କମପ୍ୟୁଟିଙ୍ଗ ଯନ୍ତ୍ର ନିର୍ମାଣ ପାଇଁ କାମ କରୁଥିଲେ । ୧୯ ଫେବୃୟାରୀ ୧୯୪୬ରେ ସେ ଏଥିପାଇଁ ଏକ ଡିଜାଇନ୍ ପ୍ରଦାନ କଲେ । ଯଦିଓ ଏହା ଏକ କାର୍ଯ୍ୟକାରୀ ଡିଜାଇନ୍ ଥିଲା, ଯୁଦ୍ଧ ସମୟ ଯୋଗୁ ପ୍ରକଳ୍ପ ଆରମ୍ଭରେ ଅନେକ ବିଳମ୍ବ ହେଲା । ୧୯୪୭ରେ ବର୍ଷକର ଛୁଟି ନେଇ ସେ କେମ୍ବ୍ରିଜ୍କେମ୍ବ୍ରିଜ ଚାଲି ଆସିଲେ । କେମ୍ବ୍ରିଜ୍‌ରେକେମ୍ବ୍ରିଜ‌ରେ ଥିଲାବେଳେ, ତାଙ୍କ ଅନୁପସ୍ଥିତିରେ ସ୍ୱଂୟକ୍ରୀୟ କମ୍ପ୍ୟୁଟର୍କମପୁଟର ନିର୍ମାଣ କରାଗଲା । ୧୦ ମଈ ୧୯୫୦ରେ ଏହା ପ୍ରଥମ କାର୍ଯ୍ୟକ୍ରମ ସମ୍ପାଦନ କଲା ।
 
== ବ୍ୟକ୍ତିଗତ ଜୀବନ ==
ଟ୍ୟୁରିଙ୍ଗ୍ଟ୍ୟୁରିଙ୍ଗ ଜଣେ ସମଲିଙ୍ଗୀ ଥିଲେ । ୧୯୫୨ରେ ଟ୍ୟୁରିଙ୍ଗ୍ଟ୍ୟୁରିଙ୍ଗ ସ୍ୱୀକାର କଲେ ଯେ ସେ ଇଂଲଣ୍ଡରେ ଜଣେ ପୁରୁଷ ସହିତ ସମ୍ବନ୍ଧ ରଖିଥିଲେ । ସେତେବେଳେ, ସମଲିଙ୍ଗୀ କାର୍ଯ୍ୟକଳାପ ଅପରାଧ ଥିଲା । ସେ ଦୋଷୀ ସାବ୍ୟସ୍ତ ହେଲେ ଓ ନିଷ୍ପତି ନେବା ପାଇଁ ବାଧ୍ୟ ହେଲେ । ତାଙ୍କୁ ଜେଲ ଯିବା ଓ ଶାରୀରିକ କ୍ଷୁଧା କମ୍କମ କରିବା ପାଇଁ ହର୍‌ମୋନ୍ ନେବା ପାଇଁ ବିକଳ୍ପ ଦିଆଗଲା । ସେ ହର୍‌ମୋନ୍ ନେବା ପାଇଁ ନିଷ୍ପତି ନେଲେ । ସଜା ପରେ, ସେ ନପୁଂଷକ ହୋଇଗଲେ । ତାଙ୍କର ସ୍ତନବୃଦ୍ଧି ମଧ୍ୟ ଘଟିଲା ।
 
== ମୃତ୍ୟୁ ==
୧୯୫୪ରେ, ଦୁଇ ବର୍ଷର କଷ୍ଟ ପରେ, ସ୍ୟାନାଇଡ୍ସିଆନାଇଡ଼ ମିଶ୍ରିତ ଶେଓ ଖାଇ ସେ ମୃତ୍ୟୁବରଣ କଲେ ।
 
ତାଙ୍କୁ ଦିଆଯାଇଥିବା ସଜାକୁ ଏବେ ଭେଷଜ ବିଜ୍ଞାନ ଓ ଆନ୍ତର୍ଜାତୀୟ ମାନବ ଅଧିକାର ଅନୁସାରେ ଭୁଲ୍ ବୋଲି ବିଶ୍ୱାସ କରାଯାଉଛି । ଟ୍ୟୁରିଙ୍ଗ୍‌ଙ୍କୁଟ୍ୟୁରିଙ୍ଗ‌ଙ୍କୁ ସମଲିଙ୍ଗୀ ବୋଲି ଦଣ୍ଡ ଦେଇଥିବାରୁ ୨୦୦୯ରେ ଏକ ଦରଖାସ୍ତରେ କ୍ଷମାପ୍ରାର୍ଥନା କରାଗଲା । ଦରଖାସ୍ତରେ ସହସ୍ରାଧିକ ଦସ୍ତଖତ ଥିଲା । ପ୍ରଧାନମନ୍ତ୍ରୀ ଗର୍ଡନ୍ ବ୍ରାଉନ୍ ଦରଖାସ୍ତ ଗ୍ରହଣ କଲେ ଓ ଟ୍ୟୁରିଙ୍ଗ୍‌ଙ୍କଟ୍ୟୁରିଙ୍ଗ‌ଙ୍କ ଦଣ୍ଡକୁ "ଭୟଙ୍କର" ବୋଲି କହିଲେ ।
<blockquote>
ସହସ୍ରାଧିକ ଲୋକ ଆଲାନ୍ଆଲାନ ଟ୍ୟୁରିଙ୍ଗ୍‌ଙ୍କୁଟ୍ୟୁରିଙ୍ଗ‌ଙ୍କୁ ନ୍ୟାୟ ଦେବା ପାଇଁ ଏକାଠି ହେଲେ । ଟ୍ୟୁରିଙ୍ଗ୍‌ଙ୍କୁଟ୍ୟୁରିଙ୍ଗ‌ଙ୍କୁ ତତ୍କାଳୀନ ଆଇନ୍ ଅନୁସାରେ ଦଣ୍ଡିତ କରାଗଲା, ଯାହା ଫେରାଯାଇ ପାରିବ ନାହିଁ, କିନ୍ତୁ ତାହା ଅନୁଚିତ ଓ ମୁଁ ଦୁଃଖିତ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ । ତେଣୁ ବ୍ରିଟିଶ୍‌ବ୍ରିଟିଶ ସରକାର ଓ ଆଲାନ୍‌ଙ୍କଆଲାନ‌ଙ୍କ କାର୍ଯ୍ୟରୁ ପ୍ରଭାବିତ ଜନତାଙ୍କ ତରଫରୁ ଦୁଃଖର ସହିତ ମୁଁ କହୁଛି ଯେ: ଆମେ ଦୁଃଖିତ, ତୁମେ ସମ୍ମାନର ଅଧିକାରୀ ଥିଲ ।
</blockquote>
 
୨୬ କ ଧାଡ଼ି:
{{Reflist}}
 
== ଅନ୍ୟ ୱେବ୍‌ସାଇଟ୍ୱେବସାଇଟ ==
*Jack Copeland 2012. Alan Turing: The codebreaker who saved 'millions of lives'. BBC News / Technology [http://www.bbc.co.uk/news/technology-18419691 ]
 
{{DEFAULTSORT:Turing, Alan}}
[[Category:ଇଂରେଜ ଗଣିତଜ୍ଞମାନେ]]
[[Category:ଇଂରେଜ କମ୍ପ୍ୟୁଟର୍କମପୁଟର ବିଜ୍ଞାନୀ ]]
[[Category:ସମଲିଙ୍ଗୀ]]
[[Category:LGBT people from the United Kingdom]]
[[Category:ଲଣ୍ଡନ୍‌ରଲଣ୍ଡନ‌ର ବୈଜ୍ଞାନିକ]]
[[Category:ଆତ୍ମହତ୍ୟା କରିଥିବା ଲୋକ]]
[[Category:୧୯୧୨ ଜନ୍ମ]]