"ବିନୋଦ ରାଠୋଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ
No edit summary
୧୬ କ ଧାଡ଼ି:
 
'''ବିନୋଦ ରାଠୋଡ''' ହେଉଛନ୍ତି ଗାୟକ ପଣ୍ଡିତ ଚତୁର୍ଭୁଜ ରାଠୋଡଙ୍କ ସୁପୁତ୍ର । ସେ ଜଣେ ସୁବିଦିତ [[ବଲିଉଡ]] [[ପ୍ରଚ୍ଛଦପଟ ଗାୟକ]] । ତାଙ୍କର ସୁପ୍ରସିଦ୍ଧି ଲାଭ କରିଥିବା ଗିତର ଚଳଚ୍ଚିତ୍ର ଗୁଡିକ ହେଲା ଚଲ୍ ମେରେ ଭାଇ, ଲଗେ ରହୋ ମୁନ୍ନା ଭାଇ, ମିସନ୍ କସ୍ମିର୍ ଏବଂ ବାଜିଗର ।
 
==ବାଲ୍ୟ ଜୀବନ==
ବିନୋଦଙ୍କ ଜନ୍ମ ସାସ୍ତ୍ରିୟ ସଙ୍ଗିତଜ୍ଞ ପଣ୍ଡିତ ଚତୁର୍ଭୁଜ ରାଠୋଡ ଙ୍କ ଘରେ ହୋଇଥିଲା । ପିତା ତାଙ୍କ ଭିତରେ ସଙ୍ଗିତ ପ୍ରତି ପ୍ରଗାଢ ଆଗ୍ରହ ଓ ପ୍ରତିଭା ଦେଖିଥିଲେ । ପରେ ପିତା ତାଙ୍କୁ ସଙ୍ଗିତର ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରିଥିଲେ ।
 
 
==ବାହାର ଆଧାର==
* {{IMDb name|id=0711757}}