"ଲକ୍ଷ୍ମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୮ କ ଧାଡ଼ି:
| Planet =
}}
ମାଆ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର[[ବିଷ୍ଣୁ]]ଙ୍କର ସହଧର୍ମିଣୀ ı ସେ ବିଷ୍ଣୁଙ୍କର[[ବିଷ୍ଣୁ]]ଙ୍କର ଶକ୍ତି ସୂରୁପା ıସେ ଧନ,ସୁଖ୍ଯାତି ଓ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି ı ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ ı ସେ ସମୁଦ୍ରର କନ୍ୟା ıଲକ୍ଷ୍ମୀଙ୍କର ବାହାନ ପେଚା ıଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି ı
 
ତାଙ୍କର ଚାରିହାତ ଧର୍ମ,କାମନା,ଅର୍ଥ ଓ ମୋକ୍ଷର ପ୍ରତୀକ ବୋଲି କେହି କେହି ମତ ଦିଅନ୍ତି ıତାଙ୍କୁ ପୂଜାକରିବା ଦ୍ବାରା ଧର୍ମ,କାମନା,ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ ıପ୍ରତ୍ୟେକ ହିନ୍ଦୁଘରେ ଗୁରୁବାରଦିନ ଲକ୍ଷ୍ମୀଙ୍କର ପୂଜା ହୁଏ ıଓଡିଶାରେ ମାର୍ଗଶିର ମାସ [[ଗୁରୁବାର]] ଲକ୍ଷ୍ମୀଙ୍କର ପ୍ରିୟପୂଜା ମାଣବସା ପୂଜା ନାମରେ ପ୍ରସିଦ୍ଧ ıବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର [[କାମଦେବ]],ସେ ପ୍ରେମ ଶ୍ରଦ୍ଧାର ଦେବତା ı
 
 
"https://or.wikipedia.org/wiki/ଲକ୍ଷ୍ମୀ"ରୁ ଅଣାଯାଇଅଛି