"ପାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମିଠା ପାନ ଫଟୋ
ଟିକେ ବନାନ
୧ କ ଧାଡ଼ି:
{{prettyurl|Betel}}
[[File:Betel leaves.JPG|thumb|ପାନ]]
ଭାରତୀୟ ସଂସ୍କୃତିରେ "ପାନ" ର ଏକ ଗୁରୁତ୍ଵପୂର୍ଣ୍ଣ ଭୁମିକା ରହିଛି । ଏହାକୁ ସାଧାରଣତଃ ଖାଇସାରିବା ପରେ ବା କିଛି ଉତ୍ସବ ଯେପରିକି- ବାହାଘର, ଭୋଜି ଆଦିରେ ଦିଆଯାଇଥାଏ । ଏହା ଭାରତର ସବୁ ରାଜ୍ୟ ର ସବୁ ଗଳି ରେ ମିଳେ । ଏହାକୁ ଏକ ପବିତ୍ର ଖାଦ୍ୟ ଭାବେ ମଧ୍ୟ ଇତିହାସରେ ବର୍ଣ୍ଣନା କରାଯାଇଛି । ଏହା ଗରିଷ୍ଠ ଖାଦ୍ୟର ପାଚନ ପ୍ରକ୍ରିଆକୁ ତ୍ଵରାନ୍ଵିତ କରିଥାଏ ଓ ମୁଖକୁ ସୁବାସିତ ମଧ୍ୟ କରିଥାଏ I ମସଲାଯୁକ୍ତ ପାନକୁ ଉତ୍ତେଜକ ହିସାବରେ ବ୍ୟବହାର କରାଯାଏ । ତେଣୁ ପାନ ମଧ୍ୟ ଏକ ଉତ୍ତେଜକ ମୁଖ ପ୍ରସାଧନ ଯାହା ଗୁଆ ଓ ଚୁନଚୂନ ତଥା ଜରଦା (ତମାଖୁ) ସହିତ ଖିଆଯାଇଥାଏ । ପାନକୁ ଚୋବାଯାଇ ତାହାର ପିକକୁ ବାହାରକୁ ଫିଙ୍ଗାଯାଇଥାଏ । ପାନକୁ ଚୋବାଇଲେ ସେଥିରେ ଥିବା "ଖଇର" ନାମକ ଏକ ପଦାର୍ଥ ପାଟିରେ ମିଳେଇଯାଏ ଓ ପାଟିର ଳାଳ ସହିତ ମିଶି ନାଲି ରଂଗର ଛେପ ସୃଷ୍ଠି କରେ । ଲୋକମାନେ ପାନ ଖାଇଲା ପରେ ଏହି ଛେପକୁ ପକାଇଦିଅନ୍ତି । ଭାରତରେ ପାନରେ ଅନେକ ପ୍ରକାରର ମସଲା ଯଥା ଗୁଜୁରାତି ଅଳେଇଚ, ଯାଇଫଳ, ଜାୟତ୍ରୀ, ଲବଙ୍ଗ ଓ ଖଇର ଆଦି ପକାଇ ତିଆରି କରାଯାଇଥାଏ ।
 
==ପ୍ରସ୍ତୁତି ପ୍ରଣାଳୀ==
 
==ପ୍ରସ୍ତୁତିପ୍ରସ୍ତୁତିପ୍ରଣାଳୀ ପ୍ରଣାଳୀ==
# ପାନପତ୍ରକୁ ଭଲଭାବେ ଧୋଇ ଏକ ଶୁଖିଲା କପଡା ରେ ପୋଛାଯାଏ ।
# ଏଥିରେ ଚୁନଚୂନ, ଖଇର, ଗୁଜୁରାତି, ଲବଙ୍ଗ, ବିଭିନ୍ନ ମସଲା, ସ୍ବାଦସ୍ଵାଦ ଓ ଯାଇଫଳକୁ ମିଶାଇ ତା'କୁ ପାନ ପତ୍ରରେ ରଖାଯାଏ ।
# ଏହି ପତ୍ରକୁ ତ୍ରିଭୁଜାକାରରେ ମୋଡି ଖାଇବାକୁ ଦିଆଯାଏ ।
# ଏହାକୁ ସତେଜ ରଖିବା ପାଇଁ ବରଫରେ ବି ରଖାଯାଏ ।
 
===ମିଠା ପାନ===
[[File:Meethapana2.jpg|thumb|ମିଠା ପାନ]]
ମିଠା ପାନର ପ୍ରସ୍ତୁତି ପ୍ରଣାଳୀ ମସଲାଯୁକ୍ତ ପାନଠାରୁ ଅଲଗା । ଏଥିରେ ଚୁନଚୂନ ଓ ମସଲା ମିଶେ ନାହିଁ । କେବଳ ଗୁଜୁରାତି, ଲବଙ୍ଗ, ପ୍ରାକୃତିକ ସ୍ଵାଦ ଓ ରଙ୍ଗ ମିଶାଯାଏ ଯାହା ହଜମରେ ସାହାଯ୍ୟ କରେ । ଦକ୍ଷିଣ ଏସିଆ ର କେତେକ ସ୍ଥାନରେ ମିଠା ପାନରେ ନଡିଆ[[ନଡ଼ିଆ]], ପ୍ରାକୃତିକ ମଞ୍ଜି, କାଜୁ ଓ ଅନ୍ୟ ଶୁଖିଲା ଫଳ ପକାନ୍ତି । ଏହିପରି ଆମ ଦେଶରେ ଅନେକ ସ୍ଥାନର ନାମ ଅନୁସାରେ ପାନ ମିଳେ, ଯେପରି- ବଙ୍ଗାଳି ପାନ, ଜଗନ୍ନାଥ ପାନ, ବନାରସୀ ପାନ ଯାହା ସ୍ଵାଦାନୁସାରେ ପରସ୍ପରଠାରୁ ଅଲଗା ।
 
==ସ୍ଵାସ୍ଥ୍ୟ ଉପରେ ପ୍ରଭାବ==
୧୯ କ ଧାଡ଼ି:
 
ଇତିହାସ କହେ ଯେ ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ । ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ । [[ଭାରତ]], [[ଚୀନ]], [[ନେପାଳ]], [[ଭୁଟାନ]], [[ବର୍ମା]], [[ଥାଇଲାଣ୍ଡ]], [[ମାଲେସିଆ]]ରେ ପାନକୁ ଆଭିଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରୁଥିଲେ ।
 
==ଗାଲେରୀ==
<gallery>
File:Meethapana2.jpg|ମିଠା ପାନ
</gallery>
 
==ଆଧାର==
{{ଆଧାର}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ar:مضغة التنبول]]
[[cs:Betelové sousto]]
Line ୩୮ ⟶ ୩୩:
[[th:หมากสง]]
[[vi:Ăn trầu]]
<gallery>
</gallery>
"https://or.wikipedia.org/wiki/ପାନ"ରୁ ଅଣାଯାଇଅଛି