"ଭାରତ ସରକାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଂଗ
ଟିକେNo edit summary
୧୨ କ ଧାଡ଼ି:
୨. କାର୍ଯ୍ୟପାଳିକା
 
ଭାରତର ପ୍ରଶାସନିକ ପ୍ରଧାନ ହେଉଛନ୍ତି ରାଷ୍ଟ୍ରପତି । ଦେଶର ସମସ୍ତ ପ୍ରଶାସନିକ କାମ ରାଷ୍ଟ୍ରପତିଙ୍କ ନାମରେ ଚାଲିଥାଏ । ସେ ତାଙ୍କ ଅଧିନସ୍ଥ କର୍ମଚାରୀମାନଙ୍କ ଦ୍ୱାରା ନିଜ କ୍ଷମତାର ଉପଯୋଗ କରିଥାନ୍ତି। <ref>Ministry of Law and Justice, Govt of India: ''Constitution of India, updated up to 94th Amendment Act'', page 26,http://lawmin.nic.in/coi/coiason29july08.pdf</ref> ରାଷ୍ଟ୍ରପତି ବହୁମତ ପ୍ରାପ୍ତ କରିଥିବା ରାଜନୈତିକ ଦଳର ନେତାମାନଙ୍କୁ ସରକାର ଗଠନ କରିବାପାଇଁ ଆମନ୍ତ୍ରଣ ଦେଇଥାନ୍ତି । ଯେତେବେଳେ ଗୋଟିଏ ଦଳକୁ ବହୁମତ ମିଳି ନ ଥାଏ, ସେତେବେଳେ କେତେଗୋଟି ଦଳ ପରସ୍ପର ସହିତ ମିଶି ସରକାର ଗଠନ କରିଥାନ୍ତି । ଏମାନଙ୍କର ନେତାଙ୍କୁ ସେ ପ୍ରଧାନ ମନ୍ତ୍ରୀ ରୂପେ ନିଯୁକ୍ତ କରିଥାନ୍ତି । ପ୍ରଧାନ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମଣ୍ଡଳ ଗଠନ କରିଥାନ୍ତି । [[File:Rashtrapati Bhavan flank perspective.jpg|thumb|240px|[[Rashtrapatiରାଷ୍ଟ୍ରପତି Bhawanଭବନ]], theଭାରତର residenceରାଷ୍ଟ୍ରପତିଙ୍କ of the President Of India.ନିବାସ]]
 
୩. ନ୍ୟାୟପାଳିକା