"ତାଜମହଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୬ କ ଧାଡ଼ି:
| location = ଆଗ୍ରା, ଭାରତ
| elevation = 171 m (561 ft)
| built = 1632–1653୧୬୩୨–୧୬୫୩{{Citation needed|date=April 2010}}
| architect = [[ଉସ୍ତାଦ ଅହମଦ ଲାହୌରି]]<!--[[Ustad Ahmad Lahauri]]-->
| architecture = [[ମୋଗଲ ସ୍ଥପତ୍ୟ]]<!--[[Mughal architecture|Mughal]]-->
୨୭ କ ଧାଡ଼ି:
| visitation_year = ୨୦୦୩
}}
==ପରିଚୟ==
 
"ତାଜ ମହଲ".({lang-hi|ताज महल}}, from [[Persian language|Persian]]/{{lang-ur|{{Nastaliq|تاج محل}}}} "crown of palaces", {{IPA-hns|ˈt̪aːdʒ mɛˈɦɛl<!--/ə/ becomes [ɛ] when surrounding /h/-->|pron}}କୁ ‘‘ତାଜ’’ ("the Taj")<ref>{{cite web|url=http://dictionary.reverso.net/english-definition/taj |title=Collins English Dictionary & Thesaurus, entry for Taj Mahal |publisher=Dictionary.reverso.net |accessdate=14 August 2010}}</ref>) ବୋଲି ମଧ୍ୟ କୁହାଯାଏ। ଏହା ଶଙ୍ଖ ମଲମଲ ପଥର ନିର୍ମିତ ଏକ ସମାଧି। ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ। ଏହାର କାରୁକାର୍ଯ୍ୟ, ଶିଳ୍ପ ଚାତୁରୀ ଏବେଯାଏଁ ଏହାକୁ ଭାରତର ଅମର ଭବନର ମାନ୍ୟତା ଦେଇଛି।
 
Line ୬୦ ⟶ ୫୯:
[[File:TajReflection.jpg|thumb|ପ୍ରତିଫଳିତ ତାଜ]]
== ରକ୍ଷଣା ବେକ୍ଷଣ==
ମମତାଜଙ୍କ ମୃତ୍ୟୁର ୧୨ ବର୍ଷ ଉତ୍ତାରୁ, ୧୬୪୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସ ୨୭ ତାରିଖରେ ସମ୍ରାଟ ତାଜ ମହଲ ପରିଦର୍ଶନ କରି ଆଗ୍ରା ନଗରୀ ଅନ୍ତର୍ଗତ ତିରିଶିଟି ପ୍ରଗଣାର ଆୟ, ଯାହା ତତ୍କାଳୀନ ଏକ ଲକ୍ଷମୁଦ୍ରାଥିଲା, ତାକୁ ତାଜର ସୌନ୍ଦର୍ଯ୍ୟ ସଂରକ୍ଷଣ, ଆଗତ ପର୍ଯ୍ୟଟକଙ୍କର ଅଭ୍ୟର୍ଥନା ଓ ବାର୍ଷିକ ଉତ୍ସବାଦିରେ ବ୍ୟୟ କରିବାକୁ ନିଶ୍ଚିତ କରିଥିଲେ। ଏହା ସହିତ ତତ୍ ସଂଲଗ୍ନ ସରାଇ ବା ପାନ୍ଥନିବାସ ଆଦିରୁ ମିଳୁଥିବା ଏକଲକ୍ଷ ମୁଦ୍ରା ମଧ୍ୟ ଏଥିପାଇଁ ନିର୍ଦ୍ଧାରିତ ହୋଇଥିଲା।ହୋଇଥିଲା
 
==ଅବକ୍ଷୟ==
କାଳକ୍ରମେ ତାଜମହଲରେ ଖଚିତ ହୋଇଥିବା ମୂଲ୍ୟବାନ ପଥର ଖଣ୍ଡ ଅପହୃତ ହୋଇ ଯାଇଛି।ଯାଇଛି । ରାଜଦମ୍ପତିଙ୍କ ସମାଧି ପ୍ରକୋଷ୍ଠ ମଧ୍ୟସ୍ଥ ବେଦୀ ଉପରେ ଯେଉଁ ଦୁଇଖଣ୍ଡ ଉଜ୍ଜ୍ୱଳ ଶିଳା ଖଚିତ ହୋଇଥିଲା ତାହା କିଏ ଅପହରଣ କଲା ତାର ଇୟତ୍ତା ନାହିଁ। ଏପରିକି ସୁବର୍ଣ୍ଣ ରତ୍ନ ଆଦି ତାଜରେ ଖଚିତ ହୋଇଥିଲା, ଯାହା ଆଜି ଦେଖିବାକୁ ମିଳେନାହିଁ।ମିଳେନାହିଁ ।
 
==ପରିବେଶ ପ୍ରଦୂଷଣର ପ୍ରଭାବ==
ବୈଞ୍ଜାନିକ ମାନେ ମତ ଦିଅନ୍ତି ଯେ ଆଗ୍ରା ଓ ଆଖ ପାଖ ଅଞ୍ଚଳରେ ଅବାଧ ଭାବେ ଶିଳ୍ପ କାରଖାନା ଆଦି ଗଢ଼ି ଉଠି ଥିବାରୁ ଯମୁନା ଦୂଷିତ ହେବା ସଙ୍ଗେ ସଙ୍ଗେ ବାୟୁମଣ୍ଡଳ ଦୂଷିତ ହେଉଛି । ଯାହା ପ୍ରଭାବ ତାଜମହଲ ଉପରେ ପଡ଼ୁଛି।ପଡୁଛି। ଏହା ତାଜମହଲଲ ଶଙ୍ଖମଲମଲ କାନ୍ଥକୁ ଦୁର୍ବଳ କରି ଦେଉଛି।ଦେଉଛି ।
==ପର୍ଯ୍ୟଟନ==
ତାଜମହଲ ପ୍ରତି ବର୍ଷ ବହୁ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଆକର୍ଷିତ କରିଥଏଵ।ୟୁନେସକୋ ଅନୁସାରେ ୨୦୦୧ ରେ ୨୦୦୦,୦୦୦ ରୁ ଅଧିକ ପର୍ଯ୍ୟଟକ ତାଜମହଲ ଭ୍ରମଣରେ ଆସିଥିଲେ।<ref>{{cite web| url =http://whc.unesco.org/archive/periodicreporting/APA/cycle01/section2/252.pdf | title =Periodic Reporting Exercise On The Application Of The World Heritage Convention | accessdate =25 May 2012 | author=UNESCO date =2002 | publisher=UNESCO }}</ref>
ତାଜମହଲରେ ପ୍ରବେଶଶୁଳ୍କ ଭାରତୀୟ ମାନଙ୍କ ପାଇଁ କମ ଥିବାବେଳେ ବିଦେଶୀ ନାଗରିକଙ୍କ ଠାରୁ ଅଧିକ ଶୁଳ୍କ ଆଦାୟ କରାଯାଇଥାଏ।ଏଠାକୁକରାଯାଇଥାଏ । ଏଠାକୁ ଅକ୍ଟୋବର,ନଭେମ୍ବର ଓ ଫେବୃୟାରୀ ମାସରେ ଅଧିକ ପର୍ଯ୍ୟଟକମାନେ ଅସିଥାନ୍ତି।
==ଆଉ କିଛି ଛପା==
<gallery>
Line ୭୮ ⟶ ୭୭:
Image:TajMinaret1.jpg|ମିନାର
</gallery>
 
==ଆଧାର==
{{ଆଧାର}}
"https://or.wikipedia.org/wiki/ତାଜମହଲ"ରୁ ଅଣାଯାଇଅଛି