"ତାଜମହଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୨ କ ଧାଡ଼ି:
==ପରିବେଶ ପ୍ରଦୂଷଣର ପ୍ରଭାବ==
ବୈଞ୍ଜାନିକ ମାନେ ମତ ଦିଅନ୍ତି ଯେ ଆଗ୍ରା ଓ ଆଖ ପାଖ ଅଞ୍ଚଳରେ ଅବାଧ ଭାବେ ଶିଳ୍ପ କାରଖାନା ଆଦି ଗଢ଼ି ଉଠି ଥିବାରୁ ଯମୁନା ଦୂଷିତ ହେବା ସଙ୍ଗେ ସଙ୍ଗେ ବାୟୁମଣ୍ଡଳ ଦୂଷିତ ହେଉଛି । ଯାହା ପ୍ରଭାବ ତାଜମହଲ ଉପରେ ପଡ଼ୁଛି। ଏହା ତାଜମହଲଲ ଶଙ୍ଖମଲମଲ କାନ୍ଥକୁ ଦୁର୍ବଳ କରି ଦେଉଛି।
==ପର୍ଯ୍ୟଟନ==
 
ତାଜମହଲ ପ୍ରତି ବର୍ଷ ବହୁ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଆକର୍ଷିତ କରିଥଏଵ।ୟୁନେସକୋ ଅନୁସାରେ ୨୦୦୧ ରେ ୨୦୦୦,୦୦୦ ରୁ ଅଧିକ ପର୍ଯ୍ୟଟକ ତାଜମହଲ ଭ୍ରମଣରେ ଆସିଥିଲେ।<ref>{{cite web| url =http://whc.unesco.org/archive/periodicreporting/APA/cycle01/section2/252.pdf | title =Periodic Reporting Exercise On The Application Of The World Heritage Convention | accessdate =25 May 2012 | author=UNESCO date =2002 | publisher=UNESCO }}</ref>
ତାଜମହଲରେ ପ୍ରବେଶଶୁଳ୍କ ଭାରତୀୟ ମାନଙ୍କ ପାଇଁ କମ ଥିବାବେଳେ ବିଦେଶୀ ନାଗରିକଙ୍କ ଠାରୁ ଅଧିକ ଶୁଳ୍କ ଆଦାୟ କରାଯାଇଥାଏ।ଏଠାକୁ ଅକ୍ଟୋବର,ନଭେମ୍ବର ଓ ଫେବୃୟାରୀ ମାସରେ ଅଧିକ ପର୍ଯ୍ୟଟକମାନେ ଅସିଥାନ୍ତି।
==ଆଉ କିଛି ଛପା==
<gallery>
"https://or.wikipedia.org/wiki/ତାଜମହଲ"ରୁ ଅଣାଯାଇଅଛି