"ତାଜମହଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୯ କ ଧାଡ଼ି:
==ପରିଚୟ==
 
"ତାଜ ମହଲ".</ref> {({lang-hi|ताज महल}}, from [[Persian language|Persian]]/{{lang-ur|{{Nastaliq|تاج محل}}}} "crown of palaces", {{IPA-hns|ˈt̪aːdʒ mɛˈɦɛl<!--/ə/ becomes [ɛ] when surrounding /h/-->|pron}}କୁ ‘‘ତାଜ’’ ("the Taj")<ref>{{cite web|url=http://dictionary.reverso.net/english-definition/taj |title=Collins English Dictionary & Thesaurus, entry for Taj Mahal |publisher=Dictionary.reverso.net |accessdate=14 August 2010}}</ref>) ବୋଲି ମଧ୍ୟ କୁହାଯାଏ। ଏହା ଶଙ୍ଖ ମଲମଲ ପଥର ନିର୍ମିତ ଏକ ସମାଧି। ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ। ଏହାର କାରୁକାର୍ଯ୍ୟ, ଶିଳ୍ପ ଚାତୁରୀ ଏବେଯାଏଁ ଏହାକୁ ଭାରତର ଅମର ଭବନର ମାନ୍ୟତା ଦେଇଛି।
 
ମୋଗଲ କାରିଗରୀର ମୁଖ୍ୟ ନିଦର୍ଶନ ହେଉଛି ତାଜ ମହଲ ଯାହା ପର୍ସିୟାନ, ତୁର୍କୀ ଓ ଭାରତୀୟ କାରିଗରୀର ସମାହାର। <ref>{{Cite journal|title=Review of Mughal Architecture: Its outline and its history|journal=[[The Journal of Asian Studies]]|first=Parween|last=Hasan|volume=53|date=November 1994|page=1301|issue=4|postscript=<!--None-->}}</ref><ref>Lesley A. DuTemple, "The Taj Mahal", Lerner Publishing Group (March 2003). pg 26: "The Taj Mahal, a spectacular example of Moghul architecture, blends Islamic, Hindu and Persian styles"</ref>
"https://or.wikipedia.org/wiki/ତାଜମହଲ"ରୁ ଅଣାଯାଇଅଛି