"ତାଜମହଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୮ କ ଧାଡ଼ି:
}}
==ପରିଚୟ==
 
ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ବା [[ସପ୍ତାଶ୍ଚର୍ଯ୍ୟ]] ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ। ଏହାର କାରୁକାର୍ଯ୍ୟ, ଶିଳ୍ପ ଚାତୁରୀ ଏବେଯାଏଁ ଏହାକୁ ଭାରତର ଅମର ଭବନର ମାନ୍ୟତା ଦେଇଛି।
"ତାଜ ମହଲ".</ref> {{lang-hi|ताज महल}}, from [[Persian language|Persian]]/{{lang-ur|{{Nastaliq|تاج محل}}}} "crown of palaces", {{IPA-hns|ˈt̪aːdʒ mɛˈɦɛl<!--/ə/ becomes [ɛ] when surrounding /h/-->|pron}}କୁ ‘‘ତାଜ’’ ("the Taj")<ref>{{cite web|url=http://dictionary.reverso.net/english-definition/taj |title=Collins English Dictionary & Thesaurus, entry for Taj Mahal |publisher=Dictionary.reverso.net |accessdate=14 August 2010}}</ref>) ବୋଲି ମଧ୍ୟ କୁହାଯାଏ। ଏହା ଶଙ୍ଖ ମଲମଲ ପଥର ନିର୍ମିତ ଏକ ସମାଧି। ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ। ଏହାର କାରୁକାର୍ଯ୍ୟ, ଶିଳ୍ପ ଚାତୁରୀ ଏବେଯାଏଁ ଏହାକୁ ଭାରତର ଅମର ଭବନର ମାନ୍ୟତା ଦେଇଛି।
 
ମୋଗଲ କାରିଗରୀର ମୁଖ୍ୟ ନିଦର୍ଶନ ହେଉଛି ତାଜ ମହଲ ଯାହା ପର୍ସିୟାନ, ତୁର୍କୀ ଓ ଭାରତୀୟ କାରିଗରୀର ସମାହାର। <ref>{{Cite journal|title=Review of Mughal Architecture: Its outline and its history|journal=[[The Journal of Asian Studies]]|first=Parween|last=Hasan|volume=53|date=November 1994|page=1301|issue=4|postscript=<!--None-->}}</ref><ref>Lesley A. DuTemple, "The Taj Mahal", Lerner Publishing Group (March 2003). pg 26: "The Taj Mahal, a spectacular example of Moghul architecture, blends Islamic, Hindu and Persian styles"</ref>
 
==ଅବସ୍ଥିତି==
ତାଜମହଲ ପାଖାପାଖି ୨୨୧ ହେକ୍ଟର (୫୫୨ ଏକର) ପରିମିତ ସ୍ଥାନରେ ବ୍ୟାପ୍ତ। ଏହା ଭିତରେ କେବଳ ତାଜ ମହଲ ହେଉଛି ୩୮ ହେକ୍ଟରର ଓ ୧୩୮ ହେକ୍ଟର ହେଉଛି ତାଜ ସଂରକ୍ଷିତ ଜଙ୍ଗଲ ଇଲାକା। <ref>http://whc.unesco.org/en/list/252</ref>
 
==ନିର୍ମାତା==
ଏହାର ନିର୍ମାତା ଆଡ଼ମ୍ବରପ୍ରିୟ ମୋଗଲ ସମ୍ରାଟ [[ସାହାଜାହାନ]]। ସେ ନିଜ ତୃତୀୟ ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ। ଏହା ମୁସଲିମ କଳାର ଶିରୋମଣି ଭାବେ ଭାରତରେ ପରିଗଣିତ ହୋଇଥାଏ ତଥା ବିଶ୍ୱ ଐତିହ୍ୟର ଏକ ପ୍ରମୁଖ ନମୁନା ବୋଲି ମଧ୍ୟ ଏହା ପ୍ରଖ୍ୟାତ।
ନିର୍ମାତା ଆଡ଼ମ୍ବରପ୍ରିୟ ମୋଗଲ ସମ୍ରାଟ [[ସାହାଜାହାନ]]। ତାଙ୍କ ବିଳାସ ପ୍ରିୟତାର ଅନ୍ୟ ଏକ ନିଦର୍ଶନ ହେଉଛି ମୟୁର ସିଂହାସନ। ‘‘ପର୍ସିଆନ’’ନାମକ ଗ୍ରନ୍ଥରେ ତାଙ୍କ ନିତିଦିନିଆ ଜୀବନର ଯେଉଁ ବିବରଣୀ ଦେଖିବାକୁ ମିଳେ, ତହିଁରେ ତାଙ୍କ ସୁଶାସନ, କର୍ମନିଷ୍ଠା ଓ ପ୍ରଜାବତ୍ସଳତାର ପ୍ରମାଣ ମିଳିଥାଏ।
 
ନିର୍ମାତା ଆଡ଼ମ୍ବରପ୍ରିୟ ମୋଗଲ ସମ୍ରାଟ [[ସାହାଜାହାନ]]। ତାଙ୍କ ବିଳାସ ପ୍ରିୟତାର ଅନ୍ୟ ଏକ ନିଦର୍ଶନ ହେଉଛି ମୟୁର ସିଂହାସନ। ‘‘ପର୍ସିଆନ’’ନାମକ ଗ୍ରନ୍ଥରେ ତାଙ୍କ ନିତିଦିନିଆ ଜୀବନର ଯେଉଁ ବିବରଣୀ ଦେଖିବାକୁ ମିଳେ, ତହିଁରେ ତାଙ୍କ ସୁଶାସନ, କର୍ମନିଷ୍ଠା ଓ ପ୍ରଜାବତ୍ସଳତାର ପ୍ରମାଣ ମିଳିଥାଏ।
==ନିର୍ମାଣର ଇତିହାସ ଓ ନାମ କରଣ==
ତାଜ ମହଲ ଶବ୍ଦ [[ମମତାଜ ମହଲ]] ଶବ୍ଦର ରୂପାନ୍ତର ମାତ୍ର। ପତିପ୍ରାଣା ମମତାଜ ହେଉଛନ୍ତି ଭୁବନମୋହିନୀ ନୁରଜାହାନଙ୍କ ଭାଇ ଆସଫ ଖାଁଙ୍କ ଝିଅ। ସାହାଜାହାନ ଏହାଙ୍କୁ ୧୬୧୨ ମସିହାରେ ବାହା ହୋଇଥିଲେ। ଏହାଙ୍କର ୧୯ ବର୍ଷର ବୈବାହିକ ଜୀବନରେ ସେ ୧୪ ଜଣ ପୁଅଝିଅଙ୍କୁ ଜନ୍ମ ଦେଇଥିଲେ। କୁହାଯାଏ ଶେଷ ସନ୍ତାନ ଜନ୍ମ ନେବାର ଅଳ୍ପ ଦିନ ଆଗରୁ ତା’ର କାନ୍ଦିବା ଶବ୍ଦ ତାଙ୍କୁ ଶୁଭିଥିଲା। ସାଧାରଣ ମାନ୍ୟତା ରହିଛି ଯେ, ଯଦି ମା ଗର୍ଭସ୍ଥ ଶିଶୁର କ୍ରନ୍ଦନ ଧ୍ୱନି ଶୁଣେ, ତେବେ ତା’ର ମୃତ୍ୟୁ ଅବଶ୍ୟମ୍ଭାବୀ। ଏଥିପାଇଁ ସେ ଅଧିର ହୋଇ ସାହାଜାହାନଙ୍କୁ ଏ କଥା ଜଣାଇଲେ ଓ ୩୦ ଘଣ୍ଟାବ୍ୟାପି ପ୍ରସବ ଯନ୍ତ୍ରଣାରେ ପୀଡ଼ିତ ହୋଇ ୧୬୩୧ ମସିହା ଜୁନ ମାସ ୭ ତାରିଖ ମଙ୍ଗଳବାର ଦିନ ଇହଲୀଳା ସମ୍ବରଣ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ନିଜ ସ୍ୱାମୀ ସମ୍ରାଟ ସାହାଜାହାନଙ୍କୁ ଦୁଇଟି ଅନୁରୋଧ କରିଥିଲେ : ପ୍ରଥମରେ ସମ୍ରାଟଙ୍କ ଅନ୍ତେ ତାଙ୍କ ଚାରି ପୁଅଙ୍କୁ ସିଂହାସନ ମିଳୁ ଓ ଦ୍ୱିତୀୟରେ ତାଙ୍କ ସମାଧୀ କ୍ଷେତ୍ରରେ ଏକ ଭବ୍ୟ ସମାଧି ମନ୍ଦିର ନିର୍ମିତ ହେଉ। ତାଙ୍କର ଶେଷ ଇଚ୍ଛାକୁ ପୂରଣ କରି ସାହାଜାହାନ ନିର୍ମାଣ କରିଥିଲେ ଏମିତି ଏକ ଆଶ୍ଚର୍ଯ୍ୟ ମହଲ ଓ ଏହାର ନାମ କରଣ ମମତାଜଙ୍କ ନାମାନୁସାରେ କରିଥିଲେ। <ref>{{cite web|url=http://www.pbs.org/treasuresoftheworld/a_nav/taj_nav/main_tajfrm.html |title=Public Broadcasting Service |publisher=PBS |accessdate=2 February 2010}}</ref> Construction of the Taj Mahal began in 1632.<ref name="TajMahalHistory">{{cite web|url=http://www.ourworldwonders.com/TajMahal/History.htm|title=Taj Mahal History}}</ref>
 
କୁହାଯାଏ ମମତାଜଙ୍କ ମରଣପରେ ବିଳାସୀ ସାହାଜାହାନ ସବୁ ବିଳାସ ବ୍ୟସନ ପରିତ୍ୟାଗ କରି ସାଧା ଜୀବନ ଯାପନ କରିଥିଲେ। ଏପରିକି ସେ ପ୍ରତିଦିନ ଦୁଇଥର ମମତାଜଙ୍କ ସମାଧିକୁ ବୁଲି ଯାଉଥିଲେ ଓ ତାଙ୍କର ଅନ୍ୟଦୁଇ ପତ୍ନୀଙ୍କ ପ୍ରତି ତଥା ରାଜକାର୍ଯ୍ୟ ଆଦିରୁ ବିମୁଖ ହୋଇ ପଡ଼ିଥିଲେ। ମମତାଜଙ୍କ ବିରହଜନିତ ଦୁଃଖ ହିଁ ଥିଲା ତାଜ ମହଲ ନିର୍ମାଣର ଅନ୍ତର୍ପ୍ରେରଣା।<ref>Muhammad Abdullah Chaghtai ''Le Tadj Mahal D'Agra (Hindi). Histoire et description'' (Brussels) 1938 p. 46.</ref><ref>'Abd al-Hamid Lahawri ''Badshah Namah'' Ed. Maulawis Kabir al-Din Ahmad and 'Abd al-Rahim u-nder the superintendence of Major W.N. Lees. Vol. I Calcutta 1867 pp384-9 ; Muhammad Salih Kambo ''Amal-i-Sal\lih or Shah Jahan Namah'' Ed. Ghulam Yazdani Vol.I (Calcutta) 1923 p. 275.</ref> ମମତାଜଙ୍କର ସ୍ମୃତି ସନ୍ତକ ନିର୍ମାଣ କରିବାପାଇଁ ସେ ଯମୁନା ନଦୀର ଡାହାଣ ପାଖ କୂଳରେ ଏକ ପ୍ରଶସ୍ତ ଜାଗା ମାନସିଂହଙ୍କ ପୌତ୍ର ଜୟସିଂହଙ୍କଠାରୁ କିଣିଲେ। ଭାରତୀୟ ଓ ବିଦେଶୀ ବହୁସଂଖ୍ୟକ ଶିଳ୍ପୀ ମହଲର ନକ୍ସା ଅଙ୍କନ କରିଥିଲେ। ସେଥିମଧ୍ୟରୁ ସମ୍ରାଟ ନିଜକୁ ସବୁଠାରୁ ଭଲ ଲାଗିଥିବା ନକ୍ସାକୁ ବାଛିଲେ ଓ ମୁକାରମତ ଖାଁ ଓ ମୀର ଅବଦୁଲ କରିମ ନାମକ ଦୁଇ କର୍ମଚାରିଙ୍କ ତତ୍ତ୍ୱାବଧାନରେ ତାଜ ମହଲର ନିର୍ମାଣ କାର୍ଯ୍ୟ ଅରମ୍ଭ୧୬୩୨ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହେଲା।<ref name="TajMahalHistory">{{cite web|url=http://www.ourworldwonders.com/TajMahal/History.htm|title=Taj Mahal History}}</ref> ପ୍ରଚୁର ଅର୍ଥବ୍ୟୟ କରି ସାହାଜାହାନ ଏହାକୁ ବିଶ୍ୱର ଏକ ଆଶ୍ଚର୍ଯ୍ୟ ରୂପେ ଗଢ଼ି ତୋଳିବାର ଚେଷ୍ଟାରେ ସଫଳ ହୋଇଥିଲେ।
 
==ନିର୍ମାଣ ସାମଗ୍ରୀ==
 
ତାଜ ନିର୍ମାଣରେ ଲୋହିତ ପଥର ଛଡ଼ା ଶଙ୍ଖମଲମଲ ପଥର ସମେତ କୋଡ଼ିଏଟି ମୂଲ୍ୟବାନ ପଥର ଉପଯୋଗ କରା ଯାଇଛି। କୁହାଯାଏ [[ଫତେପୁର ସିକ୍ରି]]ରୁ ଏକ ଲକ୍ଷ ଚଉଦ ହଜାର ଶଗଡ଼ରେ ଲୋହିତ ପଥର ଏଠାକୁ ଅଣା ଯାଇଥିଲା। ତଦାନୀନ୍ତନ ମୋଗଲ ସାମ୍ରାଜ୍ୟର ଅଧସ୍ତନ ରାଜାମାନେ ଉପଢୌକନ ସଦୃଶ ବହୁସଂଖ୍ୟକ ଶିଳାଖଣ୍ଡ ତାଜ ନିର୍ମାଣ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ। ଏପରିକି ପ୍ରଜାମାନେ ବାର୍ଷିକ କର ବଦଳରେ ଶିଳା ଦାନ କରି ସମ୍ରାଟଙ୍କର ପ୍ରିୟ ଭାଜନ ହେଉଥିଲେ।
 
Line ୪୪ ⟶ ୫୩:
 
ତାଜମହଲରେ ଥିବା [[ମୟୁର ସିଂହାସନ]]କୁ ଅବିକଳ ଜୀବନ୍ତ ମୟୁର ସଦୃଶ ଆକର୍ଷଣୀୟ କରିବାଲାଗି ସେ ଯେଉଁଠି ଯେଉଁ ରଙ୍ଗର ପଥର ଦରକାର ତାକୁ ଖଞ୍ଜାଇ ଥିଲେ। ତାଜମହଲରେ ଖଚିତ ଫୁଲ ଫଳ ଆଦି ଚିତ୍ରକୁ ସଜୀବ କରିବାଲାଗି ସେ ହୀରା, ନୀଳା, ମାଣିକ୍ୟ ଆଦି ବହୁ ମୂଲ୍ୟବାନ ଚିଜକୁ କାମରେ ଲଗାଇଥିଲେ। ତାଜ ର ଭିତ୍ତି, ବୃତ୍ତି, ଯବନିକା, ଛାତ ଆଦି ଏତେ ନିପୁଣତାର ସହିତ ନିର୍ମିତ ଯେ, ଏବେବି ତାକୁ ଦେଖିଲେ ଲାଗେ ସତେ ଯେମିତି ଏଇ କିଛି କାଳ ଆଗରୁ ନିର୍ମାଣ କରା ଯାଇଅଛି। ପତ୍ରର ସୂକ୍ଷ୍ମ ଶିରା, ଫୁଲର କେଶର, ବୃନ୍ତାଦି ଅତି ସୂକ୍ଷ୍ମାତିସୂକ୍ଷ୍ମ ଅଂଶ ଗୁଡ଼ିକ ମଧ୍ୟ ଅତି ବିଚକ୍ଷଣତାର ସହିତ ଚିତ୍ରିତ ହୋଇଛି। ବିଭିନ୍ନ ପଥରଖଣ୍ଡକୁ ଏତେ ଦକ୍ଷତାର ସହିତ ଯୋଡ଼ି ଦିଆ ଯାଇଛି ଯେ, ଏହାର ଯୋଡ଼େଇକୁ ଧରିବା କାଠିକର ପାଠ।
[[File:Taj Mahal-11.jpg|thumb|[[ଯମୁନା]] କୂଳରୁ ତାଜମହଲର ଦୃଶ୍ୟ]]
 
== ରକ୍ଷଣା ବେକ୍ଷଣ==
ମମତାଜଙ୍କ ମୃତ୍ୟୁର ୧୨ ବର୍ଷ ଉତ୍ତାରୁ, ୧୬୪୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସ ୨୭ ତାରିଖରେ ସମ୍ରାଟ ତାଜ ମହଲ ପରିଦର୍ଶନ କରି ଆଗ୍ରା ନଗରୀ ଅନ୍ତର୍ଗତ ତିରିଶିଟି ପ୍ରଗଣାର ଆୟ, ଯାହା ତତ୍କାଳୀନ ଏକ ଲକ୍ଷମୁଦ୍ରାଥିଲା, ତାକୁ ତାଜର ସୌନ୍ଦର୍ଯ୍ୟ ସଂରକ୍ଷଣ, ଆଗତ ପର୍ଯ୍ୟଟକଙ୍କର ଅଭ୍ୟର୍ଥନା ଓ ବାର୍ଷିକ ଉତ୍ସବାଦିରେ ବ୍ୟୟ କରିବାକୁ ନିଶ୍ଚିତ କରିଥିଲେ। ଏହା ସହିତ ତତ୍ ସଂଲଗ୍ନ ସରାଇ ବା ପାନ୍ଥନିବାସ ଆଦିରୁ ମିଳୁଥିବା ଏକଲକ୍ଷ ମୁଦ୍ରା ମଧ୍ୟ ଏଥିପାଇଁ ନିର୍ଦ୍ଧାରିତ ହୋଇଥିଲା।
"https://or.wikipedia.org/wiki/ତାଜମହଲ"ରୁ ଅଣାଯାଇଅଛି