"ଉଇକିପିଡ଼ିଆ:ଜାଣିବା କଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
/* ମୁଁ ଓଡ଼ିଆ ଉଇକିପିଡ଼ିଆରେ ଲେଖିବାକୁ ଚାହୁଁଛି, ହେଲେ ଓଡ଼ିଆ ଟାଇପ କରିଜାଣିନାହିଁ, କେମିତି ଲେଖିବି/ବଦଳାଇ...
୬୦ କ ଧାଡ଼ି:
ଅନେକ ଭାରତୀୟ ଇଂରାଜୀରେ ସେତେ ପ୍ରାଞ୍ଜଳ ନୁହନ୍ତି, ହେଲେ ଲୋକେ ସେମାନଙ୍କ ମାତୃଭାଷାରେ ସହଜରେ କଥାଭାଷା ଓ ଲେଖାଲେଖି କରିପାରନ୍ତି । ଆଉ ଇଂରାଜୀ ଜାଣିନଥିବା ଲୋକଙ୍କୁ ବି ନୂଆ ନୂଆ କଥା ଜାଣିବାରୁ ରୋକିବାର କିଛି କାରଣ ନାହିଁ ।
 
== ମୁଁ ଓଡ଼ିଆ ଉଇକିପିଡ଼ିଆରେ ଲେଖିବାକୁ ଚାହୁଁଛି, ହେଲେ ଓଡ଼ିଆଓଡ଼ିଆରେ ଟାଇପ କରିଜାଣିନାହିଁଜାଣିନାହିଁ, କେମିତି ଲେଖିବି/ବଦଳାଇବି? ==
 
ଓଡ଼ିଆ ଉଇକିପିଡ଼ିଆରେ ଟାଇପ କରିବାପାଇଁ କେତେ ଗୁଡ଼ିଏ ବାଟ ଅଛି । ଓଡ଼ିଆ ଉଇକିପିଡ଼ିଆ ଭିତରେ ଗୋଟିଏ ଉପକରଣ (Tool) ଅଛି ଯେଉଁଥିରେ କିଛି ବି ବାହାର ଟୁଲ ବିନା ଆପଣ ଓଡ଼ିଆରେ ଟାଇପ କରିପାରିବେ । ଏହା ଇଂରାଜୀ ଇନପୁଟରୁ ଆପେ ଆପେ ଓଡ଼ିଆକୁ ବଦଳାଇଦେବ, ଏଥିରେ '''ଇନସ୍କ୍ରିପ୍ଟ''' ବି ଅଛି, ତେଣୁ ଲେଖାଲେଖି ପାଇଁ ସେତେ ଅସୁବିଧା ହବନି । ଯଦି କିଛି ସହଯୋଗ ଦରକାର ତେବେ '''[[ସାହାଯ୍ୟ:ଓଡ଼ିଆରେ ଟାଇପ|ଓଡ଼ିଆରେ ଟାଇପ]]''' ଓଡ଼ିଆରେ ଲେଖି ଖୋଜିବା ବାକ୍ସ (Search Box) ଭିତରେ ଟାଇପ କଲେ ଓଡ଼ିଆ ଉଇକିପିଡ଼ିଆରେ ଢେରେବହୁତ କଥା ଜାଣିହେବ ।
 
== ମୁଁ ଉଇକିପିଡ଼ିଆରେ କାହିଁକି ଲେଖିବି? ଏଥିରେ ମୋର କଣ ଲାଭ ହେବ? ==