"ପାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ବନାନ
୧ କ ଧାଡ଼ି:
{{prettyurl|Betel}}
[[File:Betel leaves.JPG|thumb|ପାନ]]
ଭାରତୀୟ ସଂସ୍କୃତିରେ "ପାନ" ର ଏକ ଗୁରୁତ୍ବପୁର୍ଣ୍ଣଗୁରୁତ୍ଵପୂର୍ଣ୍ଣ ଭୁମିକା ରହିଛି | ଏହାକୁ ସାଧାରଣତଃ ଖାଇସାରିବା ପରେ ବା କିଛି ଉତ୍ସବ ଯେପରିକି- ବାହାଘର, ଭୋଜି ଆଦିରେ ଦିଆଯାଇଥାଏ | ଏହା ଭାରତର ସବୁ ରାଜ୍ଯ ର ସବୁ ଗଳି ରେ ମିଳେ | ଏହାକୁ ଏକ ପବିତ୍ର ଖାଦ୍ଯ ଭାବେ ମଧ୍ଯ ଇତିହାସରେ ବର୍ଣ୍ଣନା କରାଯାଇଛି | ଏହା ଗରିଷ୍ଠ ଖାଦ୍ଯରଖାଦ୍ୟର ପାଚନ ପ୍ରକ୍ରିଆକୁ ତ୍ବରାନ୍ବିତତ୍ଵରାନ୍ଵିତ କରିଥାଏ ଓ ମୁଖକୁ ସୁବାସିତ ମଧ୍ଯମଧ୍ୟ କରିଥାଏ I ମସଲାଯୁକ୍ତ ପାନକୁ ଉତ୍ତେଜକ ହିସାବରେ ବ୍ଯବହାରବ୍ୟବହାର କରାଯାଏ | ତେଣୁ ପାନ ମଧ୍ଯମଧ୍ୟ ଏକ ଉତ୍ତେଜକ ମୁଖ ପ୍ରସାଧନ ଯାହା ଗୁଆ ଓ ଚୁନ ତଥା ଜରଦା (ତମାଖୁ) ସହିତ ଖିଆଯାଇଥାଏ । ପାନକୁ ଚୋବାଯାଇ ତାହାର ପିକକୁ ବାହାରକୁ ଫିଙ୍ଗାଯାଇଥାଏ । ପାନକୁ ଚୋବାଇଲେ ସେଥିରେ ଥିବା "ଖଇର" ନାମକ ଏକ ପଦାର୍ଥ ପାଟିରେ ମିଳେଇଯାଏ ଓ ପାଟିର ଳାଳ ସହିତ ମିଶି ନାଲି ରଂ ଗରରଂଗର ଛେପ ସୃଷ୍ଠି କରେ | ଲୋକମାନେ ପାନ ଖାଇଲା ପରେ ଏହି ଛେପକୁ ପକାଇଦିଅନ୍ତି | ଭାରତରେ ପାନରେ ଅନେକ ପ୍ରକାରର ମସଲା ଯଥା ଗୁଜୁରାତି ଅଳେଇଚ, ଯାଇଫଳ, ଜାୟତ୍ରୀ, ଲବଙ୍ଗ ଓ ଖଇର ଆଦି ପକାଇ ତିଆରି କରାଯାଇଥାଏ ।
 
==ପ୍ରସ୍ତୁତି ପ୍ରଣାଳୀ==
 
# ପାନପତ୍ରକୁ ଭଲଭାବେ ଧୋଇ ଏକ ଶୁଖିଲା କପଡା ରେ ପୋଛାଯାଏ |
# ଏଥିରେ ଚୁନ, ଖଇର, ଗୁଜୁରାତି, ଲବଙ୍ଗ, ବିଭିନ୍ନ ମସଲା, ସ୍ବାଦ ଓ ଯାଇଫଳକୁ ମିଶାଇ ତା'କୁ ପାନ ପତ୍ରରେ ରଖାଯାଏ |
# ଏହି ପତ୍ରକୁ ତ୍ରିଭୁଜାକାରରେ ମୋଡି ଖାଇବାକୁ ଦିଆଯାଏ |
# ଏହାକୁ ସତେଜ ରଖିବା ପାଇଁ ବରଫରେ ବି ରଖାଯାଏ |
 
===ମିଠା ପାନ===
 
ମିଠା ପାନର ପ୍ରସ୍ତୁତି ପ୍ରଣାଳୀ ମସଲାଯୁକ୍ତ ପାନଠାରୁ ଅଲଗା | ଏଥିରେ ଚୁନ ଓ ମସଲା ମିଶେ ନାହିଁ | କେବଳ ଗୁଜୁରାତି, ଲବଙ୍ଗ, ପ୍ରାକୃତିକ ସ୍ବାଦସ୍ଵାଦ ଓ ରଙ୍ଗ ମିଶାଯାଏ ଯାହା ହଜମରେ ସାହାଯ୍ଯସାହାଯ୍ୟ କରେ | ଦକ୍ଷିଣ ଏସିଆ ର କେତେକ ସ୍ତାନରେସ୍ଥାନରେ ମିଠା ପାନରେ ନଡିଆ, ପ୍ରାକୃତିକ ମଞ୍ଜି, କାଜୁ ଓ ଅନ୍ଯଅନ୍ୟ ଶୁଖିଲା ଫଳ ପକାନ୍ତି | ଏହିପରି ଆମ ଦେଶରେ ଅନେକ ସ୍ତାନରସ୍ଥାନର ନାମ ଅନୁସାରେ ପାନ ମିଳେ, ଯେପରି- ବଙ୍ଗାଳି ପାନ, ଜଗନ୍ନାଥ ପାନ, ବନାରସୀ ପାନ ଯାହା ସ୍ବାଦାନୁସାରେସ୍ଵାଦାନୁସାରେ ପରସ୍ପରଠାରୁ ଅଲଗା |
 
==ସ୍ବାସ୍ଥ୍ଯସ୍ଵାସ୍ଥ୍ୟ ଉପରେ ପ୍ରଭାବ==
 
ପାନପତ୍ର ଶରୀରର ହଜମଶକ୍ତି ବଢାଇବାରେ ସାହାଯ୍ଯସାହାଯ୍ୟ କରିଥାଏ | କିନ୍ତୁ ଗୁଆ ଓ ଅନ୍ଯାନ୍ଯଅନ୍ୟାନ୍ୟ ତମ୍ବାଖୁଯୁକ୍ତ ମସଲା ମୁଖ କର୍କଟ ରୋଗର ମୁଖ୍ଯମୁଖ୍ୟ କାରଣ୍କାରଣ | ଗୁଆ ଦ୍ବାରାଦ୍ଵାରା ଦାନ୍ତ ମାଢି ଦୁର୍ବଳ ହୋଇଯାଏ | ବିଶ୍ବବିଶ୍ଵ ସ୍ବାସ୍ଥ୍ଯସ୍ଵାସ୍ଥ୍ୟ ସଙ୍ଗଠନ ଅନୁସାରେ ଗୁଆଯୁକ୍ତ ତମ୍ବାଖୁ ଓ ତମ୍ବାଖୁବିହୀନ ପାନଦ୍ବାରାପାନଦ୍ଵାରା କର୍କଟ ରୋଗର ସମ୍ଭାବନା ଯଥାକ୍ରମେ ୯.୯ ଓ ୮.୪ ଗୁଣ ଥାଏ | ତେଣୁ [[ଭାରତ]] ତଥା ବିଶ୍ବରବିଶ୍ଵର ସମସ୍ତ ସ୍ବାସ୍ଥ୍ଯସ୍ଵାସ୍ଥ୍ୟ ସ!!!ନ୍ସ୍ଥାସଂସ୍ଥା ପାନ ସେବନକୁ ମନା କରନ୍ତି |
 
ଗର୍ଭବତୀ ମହିଳାଙ୍କ ଉପରେ ମଧ୍ଯମଧ୍ୟ ପାନର ଅନେକ କୁପ୍ରଭାବ ରହିଥାଏ | ଭାରତ, ତାଇଵନ୍, ମାଲଏସିଆ ଓ ପପୁଆ ରେ ବହୁତ୍ ସ୍ତାନରେ ଏହା ଦେଖିବାକୁ ମିଳିଛି ଯେ ଗର୍ଭବତୀ ମହିଳା ତମ୍ବାଖୁ ଓ ଗୁଆଯୁକ୍ତ ପାନ ଖାଇବା ଦ୍ବାରା ସେମାନଙ୍କ ପିଲାଙ୍କ ଅସମ୍ପୁର୍ଣ ବିକାଶ ହୋଇଥାଏ | ସେହିପରି ଯେଉମାନେ ମାଦକଦ୍ରବ୍ଯମାଦକଦ୍ରବ୍ୟ ଓ ତମ୍ବାଖୁ ସେବନ କରନ୍ତି ସେମାନେ ମଧ୍ଯମଧ୍ୟ ସେହିପରି ସମସ୍ଯାରସମସ୍ୟାର ସମ୍ମୁଖୀନ ହୁଅନ୍ତି |
 
ଇତିହାସ କହେ ଯେ ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ | ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ଯବହାରବ୍ୟବହାର କରୁଥିଲେ | [[ଭାରତ]], ଚୀନ୍[[ଚୀନ]], [[ନେପାଳ]], ଭୁଟାନ୍[[ଭୁଟାନ]], ବର୍ମା, ଥାଇଲାନଡ୍[[ଥାଇଲାଣ୍ଡ]], ମାଲଏସିଆ [[ମାଲେସିଆ]]ରେ ପାନକୁ ଆଭିଜାତ୍ଯରଆଭିଜାତ୍ୟର ଚିହ୍ନ ହିସାବରେ ବ୍ଯବହାରବ୍ୟବହାର କରୁଥିଲେ |
 
==ଆଧାର==
{{ଆଧାର}}
 
 
"https://or.wikipedia.org/wiki/ପାନ"ରୁ ଅଣାଯାଇଅଛି